କୁଶଭଦ୍ରା ନଦୀରେ ବୁଡିଗଲେ ତିନି ଯୁବକ

Published: Apr 16, 2019, 5:58 pm IST
3 youth drowning in river kushabhadra

ପୁରୀ ଜିଲ୍ଲା କୁଶଭଦ୍ରା ନଦୀରେ ଗାଧୋଇବାକୁ ଯାଇ ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ନିଖୋଜ ଯୁବକମାନଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି ।  ପୁରୀ ଜିଲ୍ଲା କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟରେ  ବୁଡ଼ି ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକମାନେ ଗାଧୋଇବାକୁ ଯାଇ କୌଣସି କାରଣ ବସତଃ ଗୋଡ଼ ଖସିଥିବାରୁ ଏପରି ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Related posts