Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓୟୁଜେ ରେଢ଼ାଖୋଲ ୟୁନିଟ୍ ର ତ୍ରୈମାସିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
ଆଞ୍ଚଳିକ

ଓୟୁଜେ ରେଢ଼ାଖୋଲ ୟୁନିଟ୍ ର ତ୍ରୈମାସିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

July 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ: ଆଜି ରେଢ଼ାଖୋଲ ଡାକବଙ୍ଗଳା ଠାରେ ଓୟୁଜେ ରେଢ଼ାଖୋଲ ୟୁନିଟ୍ ର ତ୍ରୈମାସିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ସଂଘର ବରିଷ୍ଠ ସଭ୍ୟ ଜୟନ୍ତ କୁମାର ଖଡ଼ିରତ୍ନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମୟ ର ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦୁର୍ଘଟଣାରେ ମ୍ରୁତ୍ୟୁ ହୋଇଯାଇଥିବାରୁ ତାଙ୍କର ଆତ୍ମାର ସଦ୍ ଗତି କାମନା ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏଥିରେ ଶରତ କୁମାର ପ୍ରଧାନ ସଭାପତି, ତପନ କୁମାର ବିଶ୍ବାଳ ଉପସଭାପତି, ଶଙ୍କର ପ୍ରୁଷ୍ଟି, ସଂପାଦକ ସରୋଜ୍ ରାଉତ, କୋଷାଧ୍ୟକ୍ଷ ପ୍ରଶନ୍ନ କୁମାର ପ୍ରଧାନ, ସହ ସଂପାଦକ ଅନୀଲ କୁମାର ପ୍ରୁଷ୍ଟି ସାଂଗଠନିକ ସଂଯୋଜକ ଭାବରେ ମନୋନୀତ କରାଯାଇଥିଲା।

ଏହି ବୈଠକରେ ସାମ୍ବାଦିକ ଜୟନ୍ତ କୁମାର ଖଡ଼ିରତ୍ନ, କନ୍ଦର୍ପ ବେହେରା, ରମାକାନ୍ତ ମହାନନ୍ଦ, ସରୋଜ କୁମାର ସାହୁ, ଅରୁଣ କୁମାର ପ୍ରଧାନ, ରଶ୍ମିତା ରାଉତ ପ୍ରମୁଖ ଯୋଗଦେଇଥିଲେ। ଶେଷର ସୁଶାନ୍ତ କୁମାର ନାଗ ଧନ୍ୟବାଦ ଦେଇଥିଲେ।

କର୍ମକର୍ତ୍ତା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026
Latest News

ବୈରୁତ ଉପରେ ଇସ୍ରାଏଲର ଆକ୍ରମଣରେ ତେଜିଲା ମଧ୍ୟପ୍ରାଚ୍ୟ ସଙ୍କଟ: ଟ୍ରମ୍ପଙ୍କ କଡ଼ା ବାର୍ତ୍ତା, ବିପଦରେ ଇରାନ-ଆମେରିକା ଶାନ୍ତି ଚୁକ୍ତି

June 14, 2026

ସମ୍ପତ୍ତି ବିବାଦରୁ ରକ୍ତାକ୍ତ ପରିଣତି: ପୁଅର ହାତରେ ପିତା ଓ ସାବତ ମା’ଙ୍କ ନିର୍ମମ ହତ୍ୟା

June 14, 2026

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.