Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ: ଅଳ୍ପକେ ବର୍ତ୍ତିଲା ଜୀବନ, ଭାରସାମ୍ୟ ହରାଇ ଦୋକାନରେ ପସିଲା ମାଲ ବୋଝେଇ କଂଣ୍ଟେନର
ଆଞ୍ଚଳିକ

ଟାଙ୍ଗୀ: ଅଳ୍ପକେ ବର୍ତ୍ତିଲା ଜୀବନ, ଭାରସାମ୍ୟ ହରାଇ ଦୋକାନରେ ପସିଲା ମାଲ ବୋଝେଇ କଂଣ୍ଟେନର

September 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମୃତ୍ୟୁର ଦ୍ୱାର ଦେଶରୁ ଅଳ୍ପକେ ବର୍ତ୍ତିଲା ଜୀବନ। ବଂଚିଗଲେ ଦୋକାନୀ। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ଏଭଳି ଘଟଣା ଘଟିଛି। ଗୋଟିଏ ମାଲ ବୋଝେଇ ଦ୍ରୁତଗାମୀ କଂଣ୍ଟେନର କୋଲକତାରୁ ବ୍ରହ୍ମପୁର ଯାଉଥିବା ବେଳେ ଟାଙ୍ଗୀ ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଏକ ଚା’ ଦୋକାନ ଭିତରକୁ ପସି ଯାଇଥିଲା। ତାପୂର୍ବରୁ ଚା’ ଦୋକାନୀ ଦୂରରୁ ଏସବୁ ଘଟଣା ଦେଖିପାରି ଦୋକାନ ଛାଡି ପଳାଇଯିବାରେ ସମର୍ଥ ହୋଇଥିଲେ। ଫଳରେ ତାଙ୍କର ଜୀବନ ବଂଚିଯାଇଛି। କିନ୍ତୁ ଦୋକାନୀଙ୍କର ବହୁ ଦୋକାନ ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣା ପଡିଛି। ଅଳ୍ପକେ ବଂଚିଥିବା ଦୋକାନୀ ଜଣକ ହେଲେ ଟାଙ୍ଗୀର ଟୁଲୁ ମହାପାତ୍ର। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣାସ୍ଥଳରେ ପହଂଚି କଂଣ୍ଟେନରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଟାଙ୍ଗୀ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026
Latest News

ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା: ୨୪୦୦ କୋଟିର ପ୍ରୋତ୍ସାହନକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

June 20, 2026

ଓଡ଼ିଶାର ଡିଜିଟାଲ୍ ପରିମଳ ମଡେଲ୍ କୁ ବିଶ୍ୱସ୍ତରୀୟ ସ୍ୱୀକୃତି

June 20, 2026

ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ

June 20, 2026

ଆଜିଠାରୁ ITEP ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଜାଣନ୍ତୁ ସବୁକିଛି

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.