Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅର୍ଚ୍ଚନା ନାଗଙ୍କ ଅଜବ ବିଶ୍ବାସ, ପ୍ରତିଥର କୋର୍ଟରୁ ବାହାରିଲେ ଛାଡୁଛନ୍ତି ଚପଲ
ଅପରାଧ

ଅର୍ଚ୍ଚନା ନାଗଙ୍କ ଅଜବ ବିଶ୍ବାସ, ପ୍ରତିଥର କୋର୍ଟରୁ ବାହାରିଲେ ଛାଡୁଛନ୍ତି ଚପଲ

December 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Archana Nag
ଅର୍ଚ୍ଚନା ନାଗଙ୍କ ଅଜବ ବିଶ୍ବାସ, ପ୍ରତିଥର କୋର୍ଟରୁ ବାହାରିଲେ ଛାଡୁଛନ୍ତି ଚପଲ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏକ ଅଜବ ବିଶ୍ବାସ ରହିଛି। ତେବେ ଏହି ବିଶ୍ବାସ ପ୍ରଥମେ ଜଣାପଡି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାହା ଜଣାପଡିଥିଲା। ତାହା ହେଲା ଯେ, ସେ ଯେତେଥର କୋର୍ଟ କିମ୍ବା ଥାନାକୁ ଯାଉଛନ୍ତି ସେ ସେତେଥର ପିନ୍ଧିଥିବା ଚପଲକୁ ଛାଡି ଦେଇ ଖାଲିପାଦରେ ଆସୁଛନ୍ତି। ଏହା ଦ୍ବାରା ତାଙ୍କୁ କୁଆଡେ ଶିଘ୍ର ଜାମିନ ମିଳିବ ବୋଲି ବିଶ୍ବାସ ରହିଛି।

ଅର୍ଚ୍ଚନା ଯେତେବେଳେ ପ୍ରଥମେ ଥାନାରେ ହାଜର ହୋଇଥିଲେ ସେତେବେଳେ ସେ ଥାନାରୁ ବାହାରିବା ପରେ ଚପଲ ଛାଡି ଥିଲେ। ସେତେବେଳେ ସେ ଭୁଲରେ ବା ଟେନସନରେ ଚପଲ ପିନ୍ଧିବାକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିଲା। ତାପରେ କୋର୍ଟକୁ ଯିବା ପରେ ମଧ୍ୟ ସେହିପରି ଚପଲ ଛାଡିଥିଲେ। ସେତେବେଳେ ସମସ୍ତେ ଭାବିଲେ ଯେ ଧସ୍ତାଧସ୍ତିରେ ତାଙ୍କ ଗୋଡରୁ ଚପଲ ବାହାରିଯାଇଛି।

ହେଲେ ପୁଣି ଥରେ ସେ କୋର୍ଟରେ ହାଜର ହୋଇ ଗାଡିରେ ବସିବାକୁ ଯିବା ବେଳେ ଚପଲ ଛାଡି ଦେଲେ। ଚପଲ ଖସିଯିବା ବେଳେ ଜଣେ ପୋଲିସ ତାଙ୍କୁ ପିନ୍ଧିବାକୁ କହିଲେ। ହେଲେ ଅର୍ଚ୍ଚନା ତାହାକୁ ଧ୍ୟାନ ନ ଦେଇ ଗାଡିରେ ବସିଲେ। ଏହା ପରେ ଜଣାପଡିଲା ଯେ ଅର୍ଚ୍ଚନା ଜାଣିଶୁଣି କୋର୍ଟରୁ ବାହାରିବା ପରେ ଚପଲ ଛାଡୁଛନ୍ତି। ଏ ପର୍ଯ୍ୟନ୍ତ ସେ କୁଆଡେ ଚାରିଥର ଚପଲ ଛାଡି ସାରିଲେଣି।

ସେହିପରି ତାଙ୍କର ଘରେ ମଧ୍ୟ କୁଆଡେ କଳା ରଂଗର ଚପଲ ସଜାଇ ରଖିଛନ୍ତି ବୋଲି ଜଣାପଡିଛି। ସେ ଘରର କାନ୍ଥରେ ଚପଲକୁ ସୌନ୍ଦର୍ଯ୍ୟକରଣ ଭାବେ ବ୍ୟବହାର କରିଛନ୍ତି। ସେହିପରି ତାଙ୍କ କାରରେ ମଧ୍ୟ ସେ ଚପଲ ରଖିଥିବାର ଜଣାପଡିଛି।

ଅର୍ଚ୍ଚନା ନାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

PM Modi in Rajasthan: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 4, 2026

ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026
Latest News

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026

ଟେଲିଗ୍ରାମର ବଢ଼ିଲା ସମସ୍ୟା: ୧୫ ଦିନ ପାଇଁ ଅଲଟିମେଟମ୍ ଦେଲେ ସରକାର

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.