Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିଆଇର ନୂତନ ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କଲେ ପ୍ରବୀଣ ସୁଦ
ଆଜିର ଖବର

ସିବିଆଇର ନୂତନ ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କଲେ ପ୍ରବୀଣ ସୁଦ

May 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ର ନିର୍ଦ୍ଦେଶକ ଭାବେ ଆଇପିଏସ୍ ପ୍ରବୀଣ ସୁଦ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ। ଏହାପୂର୍ବରୁ ଆଇପିଏସ୍ ପ୍ରବୀଣ ସୁଦ କର୍ଣ୍ଣାଟକର ଡିଜିପି ଥିଲେ। ସୁବୋଧ କୁମାର ଜୟସୱାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରବୀଣ ସୁଦ ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ପ୍ରବୀଣ ସୁଦଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଚୟନ କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ମଇ ୧୩ ତାରିଖ ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଏବଂ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଏହି କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ପ୍ରବୀଣ ସୁଦ
Share. Facebook Twitter LinkedIn Email WhatsApp Copy Link

Related Posts

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025

ବିହାର ବିଜୟ ପାଇଁ ଗୁପ୍ତ ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ

September 27, 2025
Latest News

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025

ବିହାର ବିଜୟ ପାଇଁ ଗୁପ୍ତ ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.