Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବୃନ୍ଦାବନପୁରରେ ଜିଲ୍ଲା ସ୍ତରୀୟ ଗାୟତ୍ରୀ ପରିବାର ସମ୍ମିଳନୀ
ଆଞ୍ଚଳିକ

ବୃନ୍ଦାବନପୁରରେ ଜିଲ୍ଲା ସ୍ତରୀୟ ଗାୟତ୍ରୀ ପରିବାର ସମ୍ମିଳନୀ

September 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ଯୁଗ ନିର୍ମାଣ ଯୋଜନାର ଗାୟତ୍ରୀ ପରିବାର ତରଫରୁ ହରିଦ୍ୱାର ଶାନ୍ତିକୁଞ୍ଜ ନିର୍ଦ୍ଦେଶରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ପ୍ରଜ୍ଞା ପୀଠରେ ସେପ୍ଟେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ୨୦୨୬ ମସିହାରେ ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମଶର୍ମା ଆଚାର୍ଯ୍ୟ ଓ ଗୁରୁମାତା ଦେବୀ ଭଗବତୀ ଶର୍ମାଙ୍କ ଜନ୍ମ ଶତାଦ୍ଦୀ ପାଳନ ଅବସରରେ ଧରାପୃଷ୍ଠରେ ସ୍ୱର୍ଗ ଅବତରଣ ମନୁଷ୍ୟର ଅନ୍ତକରଣରେ ଦେବତ୍ୱର ଉଦୟ ପାଇଁ ବାର୍ତ୍ତା ପ୍ରଚାର ହେଉଅଛି। ଗୁରୁଦେବଙ୍କ ବିଚାରରେ ବ୍ୟକ୍ତି ପରିବର୍ତନ ହେବ, ସମାଜ ନିର୍ମାଣ ହେବ। ଯୁବ ସମାଜ ପଥଭ୍ରଷ୍ଟ ହେବାରୁ ବିରତ ହେବାପାଇଁ ପ୍ରତି ପରିବାରରେ ଗାୟତ୍ରୀ ମନ୍ତ୍ରର ଆବଶ୍ୟକତା ରହିଅଛି। ପରିବର୍ତ୍ତନ ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର ।

ଏହି ସମ୍ମିଳନୀରେ ମୁଖ୍ୟ ଭାବରେ ହରିଦ୍ୱାର ଶାନ୍ତିକୁଞ୍ଜ ନିର୍ଦ୍ଦେଶିତ ଭୁବନେଶ୍ୱର ସବ୍‌ଜୋନ୍ ସଂଯୋଜକ ପ୍ରତାପ କୁମାର ସ୍ୱାଇଁ ଯୋଗ ଦେଇଥିଲେ। ମଂଚାସୀନ ହୋଇଥିଲେ ନୟାଗଡ ଜିଲ୍ଲା ସଂଯୋଜକ ରାସ ବିହାରୀ ସେଠ। ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ ରଥ ମଂଚଞ୍ଚ ପରିଚାଳନା କରିଥିଲେ। ନୟାଗଡ ଜିଲ୍ଲାର ୮ ଗୋଟି ମଣ୍ଡଳର ଗାୟତ୍ରୀ ପରିବାର ଭାଇ ଭଉଣୀ ମାନେ ଯୋଗଦେଇ ଗୁରୁଦେବଙ୍କ ବାର୍ତ୍ତା କିପରି ଅଧିକରୁ ଅଧିକ ପ୍ରଚାର କିପରି ହୋଇପାରିବ ସେ ନେଇ ମତ ରଖିଥିଲେ । ବୃନ୍ଦାବନପୁର ପ୍ରଜ୍ଞାପୀଠର ବିରଂଚି ରଣାଙ୍କ ସମେତ ସମସ୍ତ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।

ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026
Latest News

ଇଣ୍ଡୋନେସିଆ ସଂସଦରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କଲେ ମୋଦୀ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

ଓଡ଼ିଶାରେ ସଡ଼କ ସୁରକ୍ଷା ପାଇଁ STAର କଡ଼ା ପଦକ୍ଷେପ, ଫିଟ୍‌ନେସ୍‌, ପରମିଟ୍‌ କିମ୍ବା ରେଜିଷ୍ଟ୍ରେସନ୍‌ ନଥିଲେ ଗାଡ଼ି ହେବ ଜବତ

July 7, 2026

କେନାଲରେ ପଡି ନାବାଳକ ମୃତ

July 7, 2026

କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୧୦ ଜଣ ମାଟି ତଳେ ଫସିଲେ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.