Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପୁଳ ପରିମାଣର ବାଣ ଜବତ, ୪ ଗିରଫ
ଆଜିର ଖବର

ବିପୁଳ ପରିମାଣର ବାଣ ଜବତ, ୪ ଗିରଫ

November 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛନ୍ତି।

ବଡ଼ବଜାର ପୋଲିସ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିରେ ବାଣ ଚାଲାଣ ବେଳେ ୯ ପେଟି ବାଣ ସହ ଏକ ଅଟୋ ରିକ୍ସା ଜବତ କରିବା ସହ ରବି ଯେନା ନାମରେ ଜଣେ ବ୍ୟବସାୟୀ କୁ ଗିରଫ କରିବା ପରେ ପାଣିଗ୍ରାହୀପେଣ୍ଠ ଚୈତନ୍ୟ ନଗର ରେ ଏକ ଗୋଦାମରେ ଚଢ଼ାଉ କରି ବାଣ ଜବତ କରିଛନ୍ତି ଓ ସଦର ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ର ଶିବ ସାହୁ ନାମକ ଜଣେ ଯୁବକ କୁ ଗିରଫ କରିଛନ୍ତି। ଏତଦବ୍ୟତୀତ ରାଜାମ୍ ସାହିର ପିତାମ୍ବର ସେଠୀ ଓ ପଣ୍ଡିତ ସାହିର ଏମ୍ ସତ୍ୟନାରାୟଣ ପ୍ରମୁଖ ଙ୍କୁ ଅଟକ ରଖି ବିପୁଳ ପରିମାଣର ବାଣ ଜବତ କରିବା ସହ ଉକ୍ତ ସମସ୍ତ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ବ୍ରହ୍ମପୁର ପୋଲିସ ପକ୍ଷରୁ ପୁର୍ବରୁ ସଦର ଥାନା ଅଞ୍ଚଳରେ ୨ ଟି ସ୍ଥାନରେ ଚଢାଉ କରି ବାଣ ଜବତ କରିଥିବା ବେଳେ ବୈଦ୍ୟନାଥ ପୁର ଥାନା ପୋଲିସ ଲାଞିପଲୀ ଅଞ୍ଚଳରୁ ଏକ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ବ୍ୟବସାୟୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ବଡ଼ବଜାର ଥାନା ବାଣ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026
Latest News

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.