Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପାରାଦୀପରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି
ଆଜିର ଖବର

ଆଜି ପାରାଦୀପରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

November 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୬ ତାରିଖରୁ ଓଡ଼ିଶା ଗସ୍ତରେ ଆସିଛନ୍ତି।

ନଭେମ୍ବର ୨୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ପାରାଦୀପ ଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ସେ ଯୋଗ ଦେବେ ଏବଂ  ଏକ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କକୁ ଭର୍ଚୁଆଲ (ଆଭାଷୀ) ଭାବେ ଉଦ୍‌ଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆଗାମୀ ପିଢ଼ିର ଜାହାଜ ଯାତାୟାତ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ରାଷ୍ଟ୍ରପତି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Latest News

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.