ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବିଧାୟକ ପାଣ୍ଠିକୁ ୪ କୋଟିରୁ ୭ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥି ସହ ଦିଲ୍ଲୀ ବିଜେପି ବିଧାୟକମାନେ ଏହାକୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଦିଲ୍ଲୀ ସରକାର ବିଜେପି ବିଧାୟକ
‘ଡଷ୍ଟବିନ୍ରେ VVPAT ସ୍ଲିପ୍’: ଗମ୍ଭୀର ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କୁ ଉତ୍ତର ମାଗିଲା କଂଗ୍ରେସNovember 9, 2025