Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»3 ‘ସୁନା ପଦକ’ ଉପରେ ନଜର, ଜାଣନ୍ତୁ ଭାରତର ଆଜି ପୁରା ଦିନର କାର୍ଯ୍ୟସୂଚୀ
ଅନ୍ତରାଷ୍ଟ୍ରୀୟ

3 ‘ସୁନା ପଦକ’ ଉପରେ ନଜର, ଜାଣନ୍ତୁ ଭାରତର ଆଜି ପୁରା ଦିନର କାର୍ଯ୍ୟସୂଚୀ

July 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରବିବାର ଦିନ 2024 ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ପାଇଛି। ମହିଳା ସୁଟର ମନୁ ଭାକର ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ଜିତିଛନ୍ତି। ବର୍ତ୍ତମାନ ଆଜି ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ସୁନା ପଦକ ପାଇଁ ପ୍ରତିଦ୍ୱନ୍ଦିତା କରିବ। ଦୁଇଟି ବ୍ୟକ୍ତିଗତ ପଦକ ଶୁଟିଂରେ ଆସିପାରେ। ତୀରନ୍ଦାଜରେ ଗୋଟିଏ ପଦକ ପାଇବା ଆଶା ଅଛି।

ସୁଟିଂରେ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ପଦକ ସଂଖ୍ୟାକୁ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ଗତ ରବିବାର ଦିନ ରମିତା ମହିଳା 10 ମିଟର ଏୟାର ରାଇଫଲ ଯୋଗ୍ୟତା ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହିଥିଲେ। ପୁରୁଷ 10 ମିଟର ଏୟାର ରାଇଫଲ ଯୋଗ୍ୟତା ରାଉଣ୍ଡରେ ଅର୍ଜୁନ ବାବୁତା ସପ୍ତମ ସ୍ଥାନରେ ରହିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରୁ ମୋଟ 8 ଖେଳାଳି ଫାଇନାଲରେ ସ୍ଥାନ ପାଇଛନ୍ତି। ଅପରାହ୍ନ 1 ଟାରେ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ଅପରାହ୍ନ 3:30 ରେ ନଜର ଆସିବେ।

ଏହା ବ୍ୟତୀତ ଧୀରଜ ବମ୍ମାଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କୁ ନେଇ ତୀରନ୍ଦାଜୀ ଦଳରୁ ପଦକ ଆଶା କରାଯାଉଛି। ଏବେ ଦେଖିବା ମଜାଦାର ହେବ ଯେ, ଆଜି ଭାରତ କେତେ ପଦକ ପାଉଛି। ଶୁଟିଂ ଏବଂ ତୀରନ୍ଦାଜ ବ୍ୟତୀତ ଭାରତୀୟ ଆଥଲେଟ୍ ମାନେ ଅନ୍ୟାନ୍ୟ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ।

ଜୁଲାଇ 29 ରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର କାର୍ଯ୍ୟସୂଚୀ:

ବ୍ୟାଡମିଣ୍ଟନ୍:

ପୁରୁଷ ଡବଲ୍ସ ଗ୍ରୁପ୍ ସି- ସ୍ଵସ୍ତିକସାଇରାଜ ରଙ୍କିରେଡି/ ଚିରାଗ ସେଟ୍ଟୀ- ଅପରାହ୍ନ 12:00

ମହିଳା ଡବଲ୍ସ ଗ୍ରୁପ୍ ସି- ତନିଶା କ୍ରାଷ୍ଟୋ / ଅଶ୍ୱିନୀ ପୋନ୍ନପ୍ପା- ଅପରାହ୍ନ 12:50

ପୁରୁଷ ସିଙ୍ଗଲ୍ସ ଗ୍ରୁପ୍ ଏଲ- ଲକ୍ଷ୍ୟ ସେନ୍ ବନାମ ଜୁଲିଆନ୍ କୈରାଗି- ଅପରାହ୍ନ 5:30

ଟେବୁଲ୍ ଟେନିସ୍:

ମହିଳା ସିଙ୍ଗଲ୍ସ ରାଉଣ୍ଡ 32 – ମନିକା ବତ୍ରା ବନାମ ପ୍ରୀଥିକା ପାୱାଡେ- ଅପରାହ୍ନ 12:30

ହକି:

ପୁରୁଷ ପୁଲ୍ ବି – ଭାରତ ବନାମ ଆର୍ଜେଣ୍ଟିନା- ଅପରାହ୍ନ 4:15

ତୀରନ୍ଦାଜ:

ପୁରୁଷ ଦଳ କ୍ୱାର୍ଟର ଫାଇନାଲ – ଧୀରଜ ବମ୍ମାଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବ- ସନ୍ଧ୍ୟା 6:31

ପୁରୁଷ ଦଳ ସେମିଫାଇନାଲ (ଯୋଗ୍ୟତା ଉପରେ ଆଧାରିତ)- ଧୀରଜ ବୋମାଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବ- 7:17 ପରଠାରୁ

ପୁରୁଷ ଦଳ ବ୍ରୋଞ୍ଜ ପଦକ ମ୍ୟାଚ୍- (ଯୋଗ୍ୟତା ଆଧାରରେ) – ଧୀରଜ ବୋମାଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବ- ସନ୍ଧ୍ୟା 8:18

ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ମ୍ୟାଚ୍- (ଯୋଗ୍ୟତା ଆଧାରରେ)- ଧୀରଜ ବୋମାଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବ- ଅପରାହ୍ନ 8:41

ଶୁଟିଂ:

10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ – ସରବଜୋତ ସିଂ / ମନୁ ଭାକର ଏବଂ ଅର୍ଜୁନ ଚୀମା/ ରିଦମ ସାଙ୍ଗୱାନ- ଅପରାହ୍ନ 12:45

ମହିଳା 10 ମିଟର ଏୟାର ରାଇଫଲ ଫାଇନାଲ- ରମିତା ଜିନ୍ଦଲ- ଅପରାହ୍ନ 1:00

ପୁରୁଷ 10 ମିଟର ଏୟାର ରାଇଫଲ ଫାଇନାଲ- ଅର୍ଜୁନ ବାବୁତା- ଅପରାହ୍ନ 3:30

Archery india Paris Olympics Paris Olympics 2024 shooting
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Latest News

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.