![](https://thesamikhsya.com/odia/wp-content/uploads/2023/10/delet-337.jpg)
ଅହମ୍ମଦାବାଦ: ଅହମ୍ମଦାବାଦ ଏକଦିବସୀୟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। କିନ୍ତୁ ରୋହିତ ଶର୍ମାଙ୍କ ରୂପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ରୋହିତ ଶର୍ମା ମାତ୍ର ୧ ରନ କରି ପ୍ୟାଭିଲିୟନକୁ ଫେରିଛନ୍ତି।
ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ପରିବର୍ତ୍ତନ:
ଭାରତର ଏକାଦଶ ଖେଳୁଥିବା: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ।