Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ସରକାର ବିକ୍ରି କରିବେ ଶସ୍ତା ଘର, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ଭୁବନେଶ୍ବରରେ ସରକାର ବିକ୍ରି କରିବେ ଶସ୍ତା ଘର, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ସରକାର
ଭୁବନେଶ୍ବରରେ ସରକାର ବିକ୍ରି କରିବେ ଶସ୍ତା ଘର, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ରାଜ୍ୟ ସରକାର ଭୁବନେଶ୍ବରରେ ଶସ୍ତା ଘର ବିକ୍ରି କରିବେ। ଏ ନେଇ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ବରରେ ଜଣେ ଘରଟିଏ କିଣିବାକୁ ହେଲେ କୋଟିଏ ଟଙ୍କା ନିହାତି ଆବଶ୍ୟକ। ହେଲେ ଏତେ ଟଙ୍କା ଦେଇ ଘର କିଣିବା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ସମ୍ଭବ ନୁହେଁ।

ସେଥିପାଇଁ ରାଜ୍ୟ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଏକ ଶସ୍ତା ଘର ଯୋଜନା ଆଣୁଛନ୍ତି। ଯେଉଁଥିରେ ରାଜ୍ୟ ସରକାର ଘର କରି ତାଙ୍କୁ ବିକ୍ରି କରିବେ। ତେବେ ଏହାର ମୂଲ୍ୟ ମାତ୍ର 14 ଲକ୍ଷରୁ 50 ଲକ୍ଷ ଟଙ୍କା ମଧ୍ୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି।

bhubaneswar କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ନଗର ଉନ୍ନୟନ ବିଭାଗ ଭୁବନେଶ୍ବର ଶସ୍ତା ଘର
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

September 1, 2025

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

September 1, 2025

ତିଆରି ହେବ ଏକ ନୂଆ ଭୁବନେଶ୍ବର, ସିଙ୍ଗାପୁର ସରକାର କରିବେ ଯୋଜନା ପ୍ରସ୍ତୁତ

September 1, 2025

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

September 1, 2025
Latest News

ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

September 1, 2025

25th SCO Summit: ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ ଜାଣନ୍ତି ?

September 1, 2025

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

September 1, 2025

ତିଆରି ହେବ ଏକ ନୂଆ ଭୁବନେଶ୍ବର, ସିଙ୍ଗାପୁର ସରକାର କରିବେ ଯୋଜନା ପ୍ରସ୍ତୁତ

September 1, 2025

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.