Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ
ଆଜିର ଖବର

ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

September 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦଶହରା ପାଇଁ ରଣପୁର ଚଳଚଞ୍ଚଳ
ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

ରଣପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ରଣପୁର ଅଞ୍ଚଳରେ ଦଶହରା ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଥିବା ଜଣାଯାଇଛି। ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ଙ୍କ ପୀଠ ଓ ରାଜବାଟୀ ମଧ୍ୟରେ ପୂଜାପାଉଥିବା ଆରଧ୍ୟା ଦେବୀ ମା’ ଖିଲାମୁଣ୍ଡାଙ୍କ ପୀଠରେ ଷୋଳପୂଜା ଚାଲିଥିବା ସାଙ୍ଗକୁ ନବରାତ୍ରି ମହା ସମାରୋହରେ ପାଳିତ ହେଉଛି।  ଉଭୟ ପୀଠରେ ମାଙ୍କ ଦର୍ଶନ ପାଇଁ ପ୍ରତିଦିନ ପ୍ରବଳ ମାତ୍ରାରେ ଭିଡଲାଗୁଥିବା ବେଳେ ରବିବାର ରଣପୁର ବଜାର ଦୁର୍ଗାପୂଜା ମଣ୍ଡପରେ ପ୍ରତିବର୍ଷ ଭଳି ମହାଶପ୍ତମୀ ପୂଜା ମହା ଆଡମ୍ବରରେ ପାଳିତ ହୋଇଛି।

ଶାରଦୀୟ ଦଶହରା ପୂଜା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳହୋଇ ଉଠିଥିବା ବେଳେ ରଣପୁର ସହ ଆଖପାଖ ଗୌରାଙ୍ଗପୁର, ବ୍ରଜରାଜପୁର, ଦର୍ପନାରାୟଣପୁର,ଖତିଆ, କୋଇଲମା, ରାଜସୁନାଖଳା ଓ ଚାନ୍ଦପୁର ଆଦି ଅଞ୍ଚଳରେ ମା ଦୁର୍ଗା ଙ୍କ ମେଢ଼ ସ୍ଥାପନ କରାଯାଇ ପୂଜା ଵିଧି ଚାଲିଥିବା ସହ ବିଭିର୍ଣ୍ଣ ସଂସ୍କୃତିଲ କାର୍ଯ୍ୟକ୍ରମ ପରିବେଷଣ ହେଉଥିବାରୁ ପ୍ରତି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି। ଦଶହରା ପର୍ବ ଚାରିଦିନ ଧରି ପାଳନ ହେଉଥିବା ହେତୁ ବିଭିର୍ଣ୍ଣ ଦେବାଦେବୀ ପୀଠ ଗୁଡିକ ସହ ଦୋକାନ ବଜାରରେ ଭିଡ ଲାଗିଥିବା ଦେଖିବାକୁ ମିଳିଛି।

ଦଶହରା ପର୍ବ ମହାଶପ୍ତମୀ ପୂଜା ମା’ ମଣିନାଗ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ନୂଆପଡା ଉପ ନିର୍ବାଚନ: ଇତିହାସ ରଚିଲା ବିଜେପି, ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025
Latest News

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ନୂଆପଡା ଉପ ନିର୍ବାଚନ: ଇତିହାସ ରଚିଲା ବିଜେପି, ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.