Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Breaking News: ନୂଆ ବର୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ
ବିଶେଷ ଖବର

Breaking News: ନୂଆ ବର୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ

December 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅନୁ ଗର୍ଗ
Breaking News: ନୂଆ ବର୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ

ଭୁବନେଶ୍ଵର: ନୂଆ ବର୍ଷ ପୂର୍ବରୁ ଓଡିଶାବାସୀଙ୍କ ପାଇଁ ଏକ ବଡ ଖବର ଆସିଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ଵ ସମ୍ଭାଳିବେ। ସେ ଓଡିଶା ଇତିହାସର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ। ବର୍ତ୍ତମାନର ମୂଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟ କାଳ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ତେଣୁ ନୂଆ ବର୍ଷରେ ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ଵ ନେବେ।

ଅନୁ ଗର୍ଗ ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍। ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକ୍ ରୁ ଶିକ୍ଷା ଲାଭ କରିଛନ୍ତି। 

ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଥିବା ବେଳେ ତାଙ୍କ ଅଧିନରେ ଜଳ ସମ୍ପଦ, ଯୋଜନା ଓ ସମନ୍ଵୟ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ ରହିଛି।

Anu GArg Breaking News ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ମେଟ୍ରୋର ପଞ୍ଚମ ପର୍ଯ୍ୟାୟ (କ) ପ୍ରକଳ୍ପ ଅଧୀନରେ ତିନୋଟି ନୂଆ କରିଡରକୁ କ୍ୟାବିନେଟ୍‌ ମଞ୍ଜୁରି

December 24, 2025

ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି 

December 24, 2025

ଇତିହାସ ରଚିଲା ISRO: ଉତକ୍ଷେପଣ କଲା ବ୍ଲୁବର୍ଡ ବ୍ଲକ-୨, ଟାୱାର ବିନା ସଂଯୋଗ ହେବ 4G-5G

December 24, 2025

ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକଙ୍କୁ ମିଳିବ ଭତ୍ତା, ପୂଜାସ୍ଥଳୀର ହେବ ବିକାଶ, ପରିଷଦ ବୈଠକରେ ପ୍ରସ୍ତାବ

December 24, 2025
Latest News

Breaking News: ନୂଆ ବର୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ

December 24, 2025

ଦିଲ୍ଲୀ ମେଟ୍ରୋର ପଞ୍ଚମ ପର୍ଯ୍ୟାୟ (କ) ପ୍ରକଳ୍ପ ଅଧୀନରେ ତିନୋଟି ନୂଆ କରିଡରକୁ କ୍ୟାବିନେଟ୍‌ ମଞ୍ଜୁରି

December 24, 2025

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭୀମଭୋଇ କଲେଜର ୨ ଛାତ୍ର ମୃତ, ୧ ଆହତ

December 24, 2025

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଏବଂ କାତାର ସଂଗ୍ରହାଳୟ ମଧ୍ୟରେ ସହଭାଗୀତା

December 24, 2025

ମାତ୍ର ୩୬ ବଲ୍‌ରେ ଶତକ ହାସଲ କରିବାର ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗିଲେ ଇଶାନ କିଶାନ

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.