Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍
ଆଜିର ଖବର

ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

February 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Mahanadi Water Disputes Tribunal Team Visits Sambalpur
Mahanadi Water Disputes Tribunal Team Visits Sambalpur

ଭୁବନେଶ୍ଵର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍। ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷା ଜଷ୍ଟିସ ବେଲା.ଏମ୍ ତ୍ରିବେଦୀ, ଜଷ୍ଟିସ ରବି ରଞ୍ଜନଙ୍କ ସମେତ ୧୦ଜଣିଆ ଟିମ ଏହି ପରିଦର୍ଶନରେ ସାମିଲ ହୋଇଛନ୍ତି।

ଏହି ଟିମ୍ ପ୍ରଥମେ ଅଶୋକ ନିବାସରେ ଏକ ବୈଠକ କରିଥିଲେ। ବୈଠକରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ, ଓଡିଶା ଛତିଶଗଡର ଜଳ ସମ୍ପଦ ବିଭାଗର ବରିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ। ଓଡିଶାର ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବ। ଦୁଇଟି ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହେବ ବୋଲି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

Mahanadi Water Disputes sambalpur Tribunal Team ମହାନଦୀ ଜଳ ବିବାଦ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ହୀରାକୁଦ ଜଳଭଣ୍ଡାର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଗ୍ୱାଦରରେ କାମ ବନ୍ଦ କଲା ଚୀନ୍ କମ୍ପାନୀ

May 3, 2026

ବକ୍ସ ଅଫିସରେ ‘ମନ୍ତ୍ରମୁଗ୍ଧ’ର ଦମଦାର ଏଣ୍ଟ୍ରି: ପ୍ରଥମ ଦିନରେ ଆୟ କଲା ୨୧.୫୧ ଲକ୍ଷ

May 3, 2026

ଦିଲ୍ଲୀର ଆବାସିକ ବିଲିଡିଂରେ ଅଗ୍ନିକାଣ୍ଡ : ୯ ମୃତ

May 3, 2026

ଦହିବରା ଖାଇ ଜଣେ ମୃତ

May 3, 2026
Latest News

LPG ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ କି?: ସ୍ପଷ୍ଟ କଲେ ସରକାର

May 3, 2026

ପାକିସ୍ତାନ ଗ୍ୱାଦରରେ କାମ ବନ୍ଦ କଲା ଚୀନ୍ କମ୍ପାନୀ

May 3, 2026

ବକ୍ସ ଅଫିସରେ ‘ମନ୍ତ୍ରମୁଗ୍ଧ’ର ଦମଦାର ଏଣ୍ଟ୍ରି: ପ୍ରଥମ ଦିନରେ ଆୟ କଲା ୨୧.୫୧ ଲକ୍ଷ

May 3, 2026

ଦିଲ୍ଲୀର ଆବାସିକ ବିଲିଡିଂରେ ଅଗ୍ନିକାଣ୍ଡ : ୯ ମୃତ

May 3, 2026

ଦହିବରା ଖାଇ ଜଣେ ମୃତ

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.