Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଅସମ୍ମାନ କରୁଛନ୍ତି ସରକାର : ରାହୁଲ ଗାନ୍ଧୀ
ଆଜିର ଖବର

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଅସମ୍ମାନ କରୁଛନ୍ତି ସରକାର : ରାହୁଲ ଗାନ୍ଧୀ

August 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶୁକ୍ରବାର ଜମ୍ମୁ କାଶ୍ମୀରରେ କଂଗ୍ରେସ ମୁଖ୍ୟ ଏବଂ ମୁଖପାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ମୋଦି ସରକାର ଅସମ୍ମାନ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଘୁଲାମ ଅହମ୍ମଦ ମୀର ଏବଂ ମୁଖପାତ୍ର ରବୀନ୍ଦର ଶର୍ମାଙ୍କୁ ଗିରଫ କରାଯାଇଥିଲା । ଏହାପରେ ରାହୁଲ ଟ୍ବିଟ୍ଟର ଜରିଆରେ ସରକାରଙ୍କୁ ସମାଲୋଚନା କରିଥିଲେ । ସରକାରଙ୍କ ଏହି ପାଗଳାମୀ କେବେ ଶେଷ ହେବ ବୋଲି ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଥିଲେ ରାହୁଲ । ଗତକାଲି ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ କଟକଣା ଉଠିବା ଏବଂ ଲ୍ୟାଣ୍ଡଲାଇନ୍‌ ଚାଲୁ ହେବାର ଘୋଷଣା ପରେ ଏହି ଦୁଇ ନେତାଙ୍କୁ ଗିରଫ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଆସନ୍ତାକାଲି ଖୋଲିବ CBSEର ପୁନଃମୂଲ୍ୟାୟନ ପୋର୍ଟାଲ: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

May 31, 2026

ଟିମ୍ ଇଣ୍ଡିଆରେ ଯୋଗଦେଲେ ରୁତୁରାଜ ଗାୟକ୍ଵାଡ଼: ଏହି ଖେଳାଳିଙ୍କ ସ୍ଥାନରେ ମିଳିଲା ସୁଯୋଗ

May 31, 2026
Latest News

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଆସନ୍ତାକାଲି ଖୋଲିବ CBSEର ପୁନଃମୂଲ୍ୟାୟନ ପୋର୍ଟାଲ: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

May 31, 2026

ଟିମ୍ ଇଣ୍ଡିଆରେ ଯୋଗଦେଲେ ରୁତୁରାଜ ଗାୟକ୍ଵାଡ଼: ଏହି ଖେଳାଳିଙ୍କ ସ୍ଥାନରେ ମିଳିଲା ସୁଯୋଗ

May 31, 2026

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ସାଂସଦ?

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.