Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପି.ଚିଦାମ୍ବରମଙ୍କ ଗିରଫକୁ ନେଇ ସୋସିଆଲ ମିଡିଆରେ ଅଦ୍ଭୁତ କାର୍ଟୁନ ସହିତ ଥଟ୍ଟା ପରିହାସ, ଫଟୋ ହେଉଛି ଭାଇରାଲ
ମତାମତ

ପି.ଚିଦାମ୍ବରମଙ୍କ ଗିରଫକୁ ନେଇ ସୋସିଆଲ ମିଡିଆରେ ଅଦ୍ଭୁତ କାର୍ଟୁନ ସହିତ ଥଟ୍ଟା ପରିହାସ, ଫଟୋ ହେଉଛି ଭାଇରାଲ

August 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ କମେଟ ସହ ଫଟୋ ପ୍ରକାଶିତ ହୋଇଛି। ଆଶ୍ଚର୍ଯ୍ୟର କଥା ଗତକାଲି ଚିଦାମ୍ବରମ ଗିରଫ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ କାର୍ଟୁନ ପ୍ରକାଶିତ ହୋଇଛି। ଅନେକ ବିଭିନ୍ନ ପରିସ୍ଥିତିର ଭିନ୍ନ ଭିନ୍ନ ଫଟୋକୁ ଚିଦାମ୍ବରମଙ୍କ ଗିରଫ ସହିତ ଯୋଡି ଏକ ଥଟ୍ଟା ପରିହାସ କରିଛନ୍ତି ଏହି ସୋସିଆଲ ମିଡିଆ ବ୍ୟବହାରକାରୀ। ସେ ଭିତରୁ କିଛି ଅଦ୍ଭୁତ ଫଟୋ ଏପରି ରହିଛି।

ଚିଦାମ୍ବରମଙ୍କୁ ଘରୁ ସିବିଆଇ ଟେକି ନେବା ପରେ ପରେ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋଟିରେ ଜେଲ ଇଫେକ୍ଟ ଦେଇ ଛାଡିଛନ୍ତି
ଚିଦାମ୍ବରମକୁ ସିବିଆଇ ନେବା ପରେ ପରେ ବିଜେପିର ବରିଷ୍ଠ ନେତା ସୁବ୍ରମଣମ୍ୟ ସ୍ବାମୀଙ୍କ ଅଲଗା ସମୟର ଫଟୋକୁ ସୋସିଆଲ ମିଡିଆରେ ସାମିଲ କରି ସେ କେତେ ଖୁସି ଅଛନ୍ତି ବୋଲି ପ୍ରତିପାଦନ କରାଯାଇଛି।
ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଛି। କାରଣ ୨୦୧୦ ମସିହାରେ ଅମିତ ସାହା ଯେତେବେଳେ ଗୁଜୁରାଟର ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେ ସମୟରେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ
ଏହି ଫଟୋଟି ମଧ୍ୟ ୨୦୧୦ ମସିହାରେ ଚିତାମ୍ବରମ କିପରି ଗୃହମନ୍ତ୍ରୀ ଥିବା ବେଳେ ଅମିତ ସାହା ଗିରଫ ହୋଇଥିବା ବେଳେ ୨୦୧୯ କିପରି ଅମିତ ସାହା ଗୃହମନ୍ତ୍ରୀ ବେଳେ ଚିଦାମ୍ବରମ ଗିରଫ ହୋଇଛନ୍ତି ତାାହା ସୂଚାଇ ଦେଉଛି
ଏହି କାର୍ଟୁନଟି ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ଏହା ସୂଚାଇ ଦେଉଛି ଯେ, ଚିଦାମ୍ବରମ ଗିରଫ ହେବା ପରେ ଦେଶର ପ୍ରମୁଖ ସାମ୍ବାଦିକମାନେ କିପରି ଖୁସିରେ ନାଚିଯାଉଛନ୍ତି। ଫଟୋକୁ ଏଡ଼ିଟ୍ କରି ଏକ କାର୍ଟୁନ ତିଆରି କରାଯାଇଛି।
ଏହାକୁ ମଧ୍ୟ ଏକ ଚଳଚିତ୍ରର ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଛି।

Photos- Different Social Media

amitshah chidambaram jail socialmedia thesamikhsya viral
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026

ଲୋକସଭାରେ ଖାରଜ ହେଲା ମହିଳା ସଂରକ୍ଷଣ ବିଲ୍: ସପକ୍ଷରେ ପଡିଲା ମାତ୍ର ୨୯୮ ଭୋଟ୍

April 17, 2026

ରାଜ୍ୟସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

April 17, 2026
Latest News

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.