Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସ୍‌ସିବିରେ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌
ଆଜିର ଖବର

ଏସ୍‌ସିବିରେ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌

August 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯୋଡ଼ି ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌। ଏଥିପାଇଁ ଖୁବଶୀଘ୍ର ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଏସ୍‌ସିବିର ମେଗା ପୁନଃବିକାଶ ପ୍ରକଳ୍ପର ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦିଆଯାଇଛି।

ଏସ୍‌ସିବିରେ ବର୍ତ୍ତମାନ ୪ଟି ନୂଆ କ୍ଲିନିକାଲ୍‌ ବ୍ଲକ୍‌ ଓ ଗୋଟିଏ ଆବାସିକ ବ୍ଲକ୍‌ ନିର୍ମାଣାଧୀନ ରହିଛି। କ୍ଲିନିକାଲ୍‌ ବ୍ଲକ୍‌ଗୁଡ଼ିକର ନିର୍ମାଣ କାମ ୨୦୨୭ ଜୁନ୍‌ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି।

ଏହାସହ ହସ୍ପିଟାଲ ନିକଟ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ, ଚଉଡ଼ା ରାସ୍ତା ଓ ସୌନ୍ଦର୍ଯ୍ୟୀକରଣ କରାଯିବ। ନିର୍ମାଣାଧୀନ ବହୁତଳ କାର୍‌ପାର୍କିଂ ଏବଂ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ୍‌ କରିଡର କାମ ମଧ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି।

ଏସ୍‌ସିବିର ସମସ୍ତ ନିର୍ମାଣ ଓ ପୁନଃବିକାଶ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମାରେ କାମ ସାରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

scb ମେଡିସିନ୍‌ ବ୍ଲକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଚାମ୍ପିଅନସିପରେ ପିଭି ସିନ୍ଧୁଙ୍କ ଚମତ୍କାର ବିଜୟ: ମାତ୍ର ୩୪ ମିନିଟରେ ଜିତିଲେ ମ୍ୟାଚ

August 20, 2026

ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କଲେ ଆଇଟି ମନ୍ତ୍ରୀ

August 20, 2026

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍ଘାଟିତ

August 20, 2026

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026
Latest News

ଏସ୍‌ସିବିରେ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌

August 20, 2026

ବିଶ୍ୱ ଚାମ୍ପିଅନସିପରେ ପିଭି ସିନ୍ଧୁଙ୍କ ଚମତ୍କାର ବିଜୟ: ମାତ୍ର ୩୪ ମିନିଟରେ ଜିତିଲେ ମ୍ୟାଚ

August 20, 2026

ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କଲେ ଆଇଟି ମନ୍ତ୍ରୀ

August 20, 2026

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍ଘାଟିତ

August 20, 2026

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.