Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏସ୍‌ ଲିଙ୍କ ସନ୍ଦେହ : କୋଏମ୍ବାଟୋରର 5 ସ୍ଥାନରେ ଏନ୍‌ଆଇଏ ଚଢାଉ
ଆଜିର ଖବର

ଆଇଏସ୍‌ ଲିଙ୍କ ସନ୍ଦେହ : କୋଏମ୍ବାଟୋରର 5 ସ୍ଥାନରେ ଏନ୍‌ଆଇଏ ଚଢାଉ

August 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ କୋଏମ୍ବାଟୋରର 5ଟି ସ୍ଥାନରେ ଚଢାଉ କରାଯାଇଛି । ଆଇଏସ୍‌ ଲିଙ୍କ ସନ୍ଦେହରେ ଏହି ଚଢାଉ କରାଯାଇଛି । କୋଚିର ଏନ୍‌ଆଇଏ କାର୍ଯ୍ୟାଳୟ ପକ୍ଷରୁ ସକାଳ 5ଟାରୁ ଆରମ୍ଭ କରାଯାଇଥିବା ଏହି ଚଢାଉରେ ଜିଏମ୍‌ ନଗର ଏବଂ ଭିନସେଣ୍ଟ ରୋଡ୍‌ର ଦୁଇଟି ଘର ରହିଥିବା ବେଳେ ବିଲାଲ ଇଷ୍ଟେଟ୍‌ର ଗୋଟିଏ ଘର ରହିଥିବା ଜଣାପଡିଛି । ଏହି ଚଢାଉରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଘରର ମାଲିକଙ୍କୁ ପଚରା ଉଚୁରା ପାଇଁ କୋଚି ଡକାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସରେ ଏନ୍‌ଆଇଏ ପକ୍ଷରୁ ଚଢାଉରେ ଆଇଏସ୍‌ ଲିଙ୍କର ମୁଖ୍ୟ ମହମ୍ମଦ ଆଝାରୁଦ୍ଦିନ, ଜହରାନ୍‌ ହାସ୍‌ମୀ ଏବଂ ଓ୍ବାଇ ସେକ୍‌ ହିଦାୟଥଉଲ୍ଲାଙ୍କୁ ଗିରଫ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025
Latest News

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025

ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.