Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏସ୍‌ ଲିଙ୍କ ସନ୍ଦେହ : କୋଏମ୍ବାଟୋରର 5 ସ୍ଥାନରେ ଏନ୍‌ଆଇଏ ଚଢାଉ
ଆଜିର ଖବର

ଆଇଏସ୍‌ ଲିଙ୍କ ସନ୍ଦେହ : କୋଏମ୍ବାଟୋରର 5 ସ୍ଥାନରେ ଏନ୍‌ଆଇଏ ଚଢାଉ

August 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ କୋଏମ୍ବାଟୋରର 5ଟି ସ୍ଥାନରେ ଚଢାଉ କରାଯାଇଛି । ଆଇଏସ୍‌ ଲିଙ୍କ ସନ୍ଦେହରେ ଏହି ଚଢାଉ କରାଯାଇଛି । କୋଚିର ଏନ୍‌ଆଇଏ କାର୍ଯ୍ୟାଳୟ ପକ୍ଷରୁ ସକାଳ 5ଟାରୁ ଆରମ୍ଭ କରାଯାଇଥିବା ଏହି ଚଢାଉରେ ଜିଏମ୍‌ ନଗର ଏବଂ ଭିନସେଣ୍ଟ ରୋଡ୍‌ର ଦୁଇଟି ଘର ରହିଥିବା ବେଳେ ବିଲାଲ ଇଷ୍ଟେଟ୍‌ର ଗୋଟିଏ ଘର ରହିଥିବା ଜଣାପଡିଛି । ଏହି ଚଢାଉରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଘରର ମାଲିକଙ୍କୁ ପଚରା ଉଚୁରା ପାଇଁ କୋଚି ଡକାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସରେ ଏନ୍‌ଆଇଏ ପକ୍ଷରୁ ଚଢାଉରେ ଆଇଏସ୍‌ ଲିଙ୍କର ମୁଖ୍ୟ ମହମ୍ମଦ ଆଝାରୁଦ୍ଦିନ, ଜହରାନ୍‌ ହାସ୍‌ମୀ ଏବଂ ଓ୍ବାଇ ସେକ୍‌ ହିଦାୟଥଉଲ୍ଲାଙ୍କୁ ଗିରଫ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

BSNL ଆଣିଲା ଚମତ୍କାର ଅଫର: ସୁଲଭ ମୂଲ୍ୟରେ ମିଳିବ ଦୀର୍ଘ ବୈଧତା ଏବଂ ପ୍ରଚୁର ଡାଟା

May 31, 2026

ମହାନଦୀକୁ ଡେଇଁଲେ ନବବିବାହିତା

May 31, 2026

ବଙ୍ଗଳାରେ ଟିଏମସିକୁ ଆଉ ଏକ ଝଟକା: ର୍ବତନ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ

May 31, 2026

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

May 31, 2026
Latest News

BSNL ଆଣିଲା ଚମତ୍କାର ଅଫର: ସୁଲଭ ମୂଲ୍ୟରେ ମିଳିବ ଦୀର୍ଘ ବୈଧତା ଏବଂ ପ୍ରଚୁର ଡାଟା

May 31, 2026

ମହାନଦୀକୁ ଡେଇଁଲେ ନବବିବାହିତା

May 31, 2026

ବଙ୍ଗଳାରେ ଟିଏମସିକୁ ଆଉ ଏକ ଝଟକା: ର୍ବତନ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ

May 31, 2026

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.