Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି
ଆଜିର ଖବର

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha’s Soumyashree Thanapati Wins National Science Seminar 2026
Odisha’s Soumyashree Thanapati Wins National Science Seminar 2026

ଭୁବନେଶ୍ୱର: ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୌମ୍ୟାଶ୍ରୀ ଥାନପତି ଜାତୀୟ ବିଜ୍ଞାନ ସେମିନାର ୨୦୨୬ର ବିଜେତା ହୋଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (ଏନସିଏସଏମ) ପକ୍ଷରୁ ଏହି ସେମିନାର ଆୟୋଜନ କରାଯାଇଥିଲା। ଦିଲ୍ଲୀର ଜାତୀୟ ବିଜ୍ଞାନ କେନ୍ଦ୍ର ଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସୌମ୍ୟାଶ୍ରୀ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ‘‘ଭାରତର ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ’’ ବିଷୟବସ୍ତୁକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କୁ ଭାରତର ଶକ୍ତି ଆବଶ୍ୟକତା, ଭବିଷ୍ୟତର ଶକ୍ତି ସମ୍ଭାବନା ଏବଂ ଦୀର୍ଘସ୍ଥାୟୀ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆହ୍ୱାନଗୁଡ଼ିକ ସମ୍ପର୍କରେ ଅନ୍ୱେଷଣ କରିବା ଲାଗି ଏକ ମଞ୍ଚ ଯୋଗାଇ ଥିଲା।

ପୁରସ୍କାର ସ୍ୱରୂପ ସୌମ୍ୟାଶ୍ରୀ ବିଜେତା ଟ୍ରଫି, ଏକ ପ୍ରମାଣପତ୍ର ଏବଂ ୪୮ ହଜାର ଟଙ୍କାର ବୃତ୍ତି ମିଳିଥିଲା। ସୌମ୍ୟାଶ୍ରୀ ବିଜେତା ହୋଇଥିବା ବେଳେ ଅନ୍ୟ ୯ ଜଣ ପ୍ରତିଯୋଗୀଙ୍କୁ ରନର୍ସଅପ୍‌ ପୁରସ୍କାର ପାଇଥିଲେ । ରନର୍ସମାନଙ୍କୁ ୨୮ ହଜାର ଟଙ୍କାର ବୃତ୍ତି ମିଳିଥିଲା । କାର୍ଯ୍ୟକ୍ରମରେ ପିଏନଜିଆରବିର ଅଧ୍ୟକ୍ଷ ଡକ୍ଟର ଅନୀଲ କୁମାର ଜୈନ, ନୀତି ଆୟୋଗର ଶକ୍ତି ପରାମର୍ଶଦାତା ରାଜନାଥ ରାମ, ଏନସିଏସଏମ ମହାନିର୍ଦ୍ଦେଶକ କେ.ଏସ ମୂରଲୀ ପ୍ରମୁଖ ଯୋଗ ଦେଇଥିଲେ।

ଜାତୀୟ ବିଜ୍ଞାନ ସେମିନାର ଭାରତ ସରକାର ସଂସ୍କୃତି ମନ୍ତ୍ରଣାଳୟ ସୋମ୍ୟାଶ୍ରୀ ଥାନପତି
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇ ର ବଡ଼ ନିଷ୍ପତ୍ତି: ଟିମ୍ ଇଣ୍ଡିଆରୁ ମୁକ୍ତ ହେବେ ନୀତିଶ କୁମାର ରେଡ୍ଡୀ

October 31, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

October 31, 2026

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026
Latest News

ବିସିସିଆଇ ର ବଡ଼ ନିଷ୍ପତ୍ତି: ଟିମ୍ ଇଣ୍ଡିଆରୁ ମୁକ୍ତ ହେବେ ନୀତିଶ କୁମାର ରେଡ୍ଡୀ

October 31, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

October 31, 2026

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026

ଅଣ୍ଡର-୧୯ ଏସିଆ କପ୍: ଦଳରେ ସାମିଲ ହେଲେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.