Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ହାତୀ ମୃତ୍ୟୁ ମାମଲା: ଫରେଷ୍ଟର, ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ
ରାଜ୍ୟ ଖବର

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର, ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ

November 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Elephant death case: Forester, Forest Guard suspended

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମ ରେଞ୍ଜ ଅନ୍ତର୍ଗତ ଗୋଦରିବିଲି ଗ୍ରାମରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ପକ୍ଷରୁ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଚାଷ ଜମିରେ କରାଯାଇଥିବା ବେଆଇନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମା’ ଓ ଛୁଆ ହାତୀର ମୃତ୍ୟୁ ହୋଇଛି। ସେମାନେ ହେଉଛନ୍ତି ଅଁଳାବେରେଣୀ ସେକ୍ସନର ଫରେଷ୍ଟର ଶୁଭେନ୍ଦୁ ଭୂୟାଁ ଓ କଦଳୀପାଳ ବିଟ୍‌ର ଫରେଷ୍ଟ ଗାର୍ଡ ମନସ୍ମିତା ବରାଳ। ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି। ଗତକାଲି ଗୋଦରିବିଲି ଗ୍ରାମ ନିକଟସ୍ଥ ଏକ ଚାଷ ଜମିରୁ ମା’ ଓ ଛୁଆ ହାତୀର ମୃତଦେହ ମିଳିଥିଲା। ପ୍ରାୟ ୫୦୦ ମିଟର ବ୍ୟବଧାନରେ ଦୁଇ ମୃତହାତୀଙ୍କ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଗୋଟିଏ ୧୨ ବର୍ଷର ମାଈହାତୀ ଥିବା ବେଳେ ଅନ୍ୟ ଶିଶୁ ମାଈହାତୀର ବୟସ ମାତ୍ର ୫ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ଚାଷ ଜମିରେ ସୋଲାର ବାଡ଼ ପାଇଁ ବେଆଇନ ଭାବେ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗୋଦରିବିଲି ଗ୍ରାମର ୫୧ ବର୍ଷୀୟ କୁମାର ନାଏକଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

ଢେଙ୍କାନାଳ ସସପେଣ୍ଡ୍‌ ହାତୀ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

November 15, 2026

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଅଙ୍କକଷା, ଗାଁ ବୁଲିଲେଣି ନେତା

November 15, 2026
Latest News

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର, ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ

November 16, 2026

ଡାଇବେଟିସ୍ ହେବା ପୂର୍ବରୁ ମିଳେ ସତର୍କ ସଙ୍କେତ, ରକ୍ତରେ ସୁଗାର କେତେ ରହିଲେ କୁହାଯାଏ ପ୍ରିଡାଇବେଟିସ୍?

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.