Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିୟାଣାର ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ
ଆଜିର ଖବର

ହରିୟାଣାର ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ

October 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ହରିୟାଣାରେ ବିଜେପି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ । ଦଳ ପରାସ୍ତ ହୋଇ ନଥିଲେ ମଧ୍ୟ ବହୁମତରୁ ଦୂରରେ ରହିଛି । ଦଳ ମାତ୍ର ୪୦ଟି ଆସନରେ ଆଗୁଆ ରହିଛି । ଏଠାରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇଛି । କଂଗ୍ରେସ ଏଠାରେ ୨୯ଟି ଆସନରେ ଆଗୁଆ ରହିଛି । ସେହିପରି ଅନ୍ୟ ଛୋଟ ଦଳ ୨୧ଟି ଆସନରେ ବିଜୟ ହୋଇଛନ୍ତି । ଏଠାରେ ସରକାର ଗଠନ ପାଇଁ ୪୬ଟି ଆସନ ଆବଶ୍ୟକ ଥିବା ବେଳେ କୌଣସି ଦଳ ବହୁମତ ଛୁଇଁ ନାହାନ୍ତି । ଏଠାରେ ଜେଜେପି କିଙ୍ଗ ମେଙ୍ଗର ହେବ । ଅପରପକ୍ଷରେ କଂଗ୍ରେସ ସତ୍ତା ପାଇଁ ଜେଜେପି ସହ ମେଣ୍ଟ କରିବା ନେଇ ମଧ୍ୟ ଜଣାପଡୁଛି । ଏପରିକି ଡେପୁଟି ସିଏମ୍‌ ପଦ ଛାଡ଼ିବା ପାଇଁ ରାଜି ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ  ହରିୟାଣାର ରାଜନୀତିକୁ ଆଗାମୀ ସମୟରେ କର୍ଣ୍ଣାଟକ ରାଜନୀତି ହେବା ପରି ଲାଗୁଛି । ହରିୟାଣାରେ କିଏ ଶାସନ ଡୋରୀ ଧରିବ, ତାହା ଆଉ କିଛି ସମୟ ପରେ ଜଣାପଡିଯିବ। ହରିୟାଣାର ରାଜନୀତି କେଉଁଆଡକୁ ମୋଡୁଛି ,ତାହା ଦେଖିବାକୁ ବାକି ରହିଲା । ଏହାରି ମଧ୍ୟରେ ରାଜ୍ୟର ବିଜେପି ସଭାପତି ସୁଭାଷ ବରାଳା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହରିୟାଣାରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025
Latest News

ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇଲେ ଶ୍ରୀମୟୀ

September 24, 2025

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.