Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାଙ୍କ ମ୍ୟାନେଜର ରଂଜିତାଙ୍କ ଆତ୍ମହତ୍ୟା, ସିଲିଂ ଫ୍ୟାନରୁ ମୃତ ଦେହ ଉଦ୍ଧାର କଲା ପୋଲିସ
ଆଜିର ଖବର

ବ୍ୟାଙ୍କ ମ୍ୟାନେଜର ରଂଜିତାଙ୍କ ଆତ୍ମହତ୍ୟା, ସିଲିଂ ଫ୍ୟାନରୁ ମୃତ ଦେହ ଉଦ୍ଧାର କଲା ପୋଲିସ

December 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Lady Bank manager Ranjita Rao committees suicide

ଭୁବନେଶ୍ବର,05/12: ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରୁ  ୟୁକୋ ବ୍ୟାଙ୍କ ମ୍ୟାନେଜର ଆର.ରଞ୍ଜିତା ରାଓଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ମିଳିଛି। ରଞ୍ଜିତା ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ରେ ରହୁଥିଲେ। ଆଜି ସକାଳୁ ତାଙ୍କ ପାଖରେ ଥିବା ବାପା ମା ଝିଅକୁ ଉଠାଇବାକୁ କବାଟ ବାଡାଇଥିଲେ। ହେଲେ ସେ ଜବାବ ନ ଦେବାରୁ ଝରକା ବାଟେ ଅନାଇବାରୁ ସେ ଘରର ସିଲିଂ ଫ୍ୟାନରେ ଝୁଲୁଥିବାର ଦେଖା ଯାଇଥିଲା। ଏହି ଘଟଣା ଚାରିଆଡେ ପ୍ରଚାର ହେବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ପୋଲିସ ପହଁଚି ଶବକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାପଡିଛି ଯେ, ରଂଜିତାଙ୍କ ଘର ହେଉଛି ନବରଂଗପୁର ଜିଲ୍ଲାରେ। ସେ ଅଶୋକ ନଗରର ୟୁକୋ ବ୍ୟାଙ୍କର ମ୍ୟାନେଜନର ଭାବେ କାଯ୍ୟ କରୁଥିବାରୁ ଭୁବନେଶ୍ବରରେ ରହୁଥିଲେ। ସେ ବିବାହ କରି ନ ଥିଲେ। ହେଲେ ପ୍ରେମ ସଂପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି କୁହାଯାଉଛି।

 

ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ପୁରସ୍କାର! ଜାଣନ୍ତୁ କିଏ ପାଇବ ଏହି ଟଙ୍କା

September 15, 2026

ମଧ୍ୟାବଧି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ‘ସୁପ୍ରିମ୍’ ଝଟକା: ଅଟକିଲା ଡାକ ଭୋଟ ନିୟମ ପରିବର୍ତ୍ତନ ଯୋଜନା

September 15, 2026

ଆଇଏଲଏସ୍ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

September 15, 2026

ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

September 15, 2026
Latest News

ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ପୁରସ୍କାର! ଜାଣନ୍ତୁ କିଏ ପାଇବ ଏହି ଟଙ୍କା

September 15, 2026

UPI ଦେୟ ଉପରେ ଫି’ ଲାଗିବ? ଅର୍ଥ ମନ୍ତ୍ରଣାଳୟର ବଡ଼ ସ୍ପଷ୍ଟୀକରଣ

September 15, 2026

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026

ମଧ୍ୟାବଧି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ‘ସୁପ୍ରିମ୍’ ଝଟକା: ଅଟକିଲା ଡାକ ଭୋଟ ନିୟମ ପରିବର୍ତ୍ତନ ଯୋଜନା

September 15, 2026

ନୌବାଣିଜ୍ୟର ସ୍ମାରକୀ ‘ସାତଭାୟା’ ଓ ‘ତଅପୋଇ’ କାହାଣୀ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.