Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଦ୍ବନ୍ଦ୍ବିତା ପାଇଁ ବନ୍ଧୁକୁ ପିଟି ପିଟି ହତ୍ୟା କଲା ବନ୍ଧୁ
ଆଜିର ଖବର

ପ୍ରତିଦ୍ବନ୍ଦ୍ବିତା ପାଇଁ ବନ୍ଧୁକୁ ପିଟି ପିଟି ହତ୍ୟା କଲା ବନ୍ଧୁ

April 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ନୂଆଦିଲ୍ଲୀ : ଲକ୍ ଡାଉନ୍‌ ମଧ୍ୟରେ ଦିଲ୍ଲୀର ଶାହଦରା ଜିଲ୍ଲାର ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ହତ୍ୟା ପୁଣି କରିଛି ମୃତ ଯୁବକର ବନ୍ଧୁ । ପାରସ୍ପରିକ ପ୍ରତିଦ୍ବନ୍ଦ୍ବିତା ପାଇଁ  ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ଶାହଦରାର ବିବେକ ବିହାର ଏହି ଘଟଣାଟି ଘଟିଛି । ମୃତକଙ୍କ ନାମ ସୁରଜିତ୍‌ ବୋଲି ଜଣାପଡିଛି । ମୃତକ ସୁରଜିତ୍‌ ଗୁଣ୍ଡା ରୂପେ ପରିଚିତ । ସେ ତାଙ୍କ ସାଙ୍ଗ ସୁରଜିତଙ୍କ ସହ ଗ୍ୟାଙ୍ଗ୍‌ରେ ସାମିଲ୍‌ ରହିଛନ୍ତି । କିଛି ଦିନ ପୂର୍ବରୁ ଦୁହିଁ ବନ୍ଧୁ ଅଲଗା ଅଲଗା ଗ୍ୟାଙ୍ଗ୍‌ କରି ଅବୈଧ ଚାନ୍ଦା ମାଗିବାର ଧନ୍ଦା ଆରମ୍ଭ କରିଥିଲେ । ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା ।

ସୋମବାର ଦିନ ରାତ୍ରିରେ ବାହାନା କରି ବନ୍ଧୁ ନାଜିସ୍‌ ସୁରଜିତ୍‌ଙ୍କ ସହ ସାକ୍ଷାତ କରିଥିଲେ । ସୁରଜିତ୍‌କୁ ବିବେକ ବିହାରର ରେଲଓ୍ବେ ଷ୍ଟେସନ୍‌ ନିକଟରେ ଥିବା ଶୂନଶାନ୍‌ ଜାଗାକୁ ନେଇଥିଲେ । ଅନ୍ଧାରରେ ସୁରଜିତ୍‌ ପହଞ୍ଚିବା କ୍ଷଣି ସାଥୀମାନଙ୍କ ସହ ସୁରଜିତ୍‌ଙ୍କ ଉପରେ ଆକ୍ରମଣ କରିଥିଲେ । ଲାଠି ଓ ଠେଙ୍ଗାରେ ସୁରଜିତ୍‌କୁ ପିଟି ପିଟି ମାରି ଦେଇଛି ତା’ ବନ୍ଧୁ । ଘଟଣାସ୍ଥଳରେ ହିଁ ସୁରଜିତ୍‌ର ମୃତ୍ୟୁ ହୋଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । (ଏଜେନ୍ସି)

Lockdown murder
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026
Latest News

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.