Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖାକିର ମାନବିକତା : ବୃଦ୍ଧାଙ୍କୁ ପୋଲିସ୍‌ ଭ୍ୟାନ୍‌ରେ ନେଇ ଘରେ ଛାଡିଲେ ପୋଲିସ୍‌ ଏସ୍‌ଆଇ
ଆଞ୍ଚଳିକ

ଖାକିର ମାନବିକତା : ବୃଦ୍ଧାଙ୍କୁ ପୋଲିସ୍‌ ଭ୍ୟାନ୍‌ରେ ନେଇ ଘରେ ଛାଡିଲେ ପୋଲିସ୍‌ ଏସ୍‌ଆଇ

April 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବବୁଲୁ ସାହୁ

କଳାହାଣ୍ଡି :ସାରା ଦେଶରେ ଲକ୍ ଡାଉନ୍‌ ଚାଲିଛି । ଲକ୍‌ ଡାଉନ୍‌ରେ ପୋଲିସ୍‌ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲକ୍ ଡାଉନ୍‌ ସମୟରେ ପୋଲିସ୍‌ ଟିକେ ରୁକ୍ଷ ହୋଇ ପରିସ୍ଥିତିକୁ ଆୟତ୍ତ କରୁଛନ୍ତି ସତ, କିନ୍ତୁ ମାନବିକତାକୁ ହାର୍‌ ମାନିବାକୁ ଦେଉନାହାନ୍ତି । ପୋଲିସ୍‌ମାନଙ୍କର ଉଦାରତା ପ୍ରାୟ ସମୟରେ ଦେଖିବାକୁ ମିଳୁଛି । ନିକଟରେ ହାତନ ଥିବା ମାଙ୍କଡକୁ କଦଳୀ ଖୁଆଇ ମାନବିକତାର ଅନନ୍ୟ ପ୍ରଦର୍ଶନ କରିଥିବା ପୋଲିସ୍‌ଙ୍କ କାହାଣୀ ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଜଣେଖାକି ପୋଷାକଧାରୀଙ୍କ ମାନବିକତା ଚର୍ଚ୍ଚାକୁ ଆସିଛି।

ରାମପୁର ପୋଲିସ୍‌ ଭ୍ୟାନ୍‌ରେ ଲକ୍‌ ଡାଉନ୍‌ ପେଟ୍ରୋଲିଂ କରୁଥିବା ସମୟରେ ରାସ୍ତା କଡର ବୃଦ୍ଧଙ୍କୁ ଦେଖି ଅଟକିଥିଲେ ରାମପୁର ଥାନା ଏସଆଇ ବିନତି ଟପି। ତୁରନ୍ତ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି ଏସ୍‌ଆଇ ଜଣକ । ବୃଦ୍ଧା ଜଣକ ଡାକ୍ତରଖାନାରୁ ଘରକୁ ଫେରୁଥିଲେ । ମାତ୍ର ସେ ଚାଲି ପାରୁନଥିବାବେଳେ ସେ ମୋଟରସାଇକେଲରେ ମଧ୍ୟ ଠିକରେ ବସିପାରୁନଥିଲେ । ରାସ୍ତାରେ ଅସହାୟ ଭାବରେ ବସିପଡିଥିଲେ ବୃଦ୍ଧା ଜଣକ । ଲକ୍ ଡାଉନ୍‌ ଯୋଗୁଁ ରାସ୍ତାର କୌଣସି ଗାଡି ଚାଲୁନଥିବାରୁ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ରାସ୍ତାକଡରେ ବସିଥିଲେ ।ବୃଦ୍ଧାଙ୍କ ଏପରି ଅସମୟରେ ପୋଲିସ୍‌ ମ୍ୟାଡାମ୍‌ ଜଣକ ମାନବିକତା ନିଦର୍ଶନ ସ୍ବରୂପ ତାଙ୍କୁ ପୋଲିସ୍‌ ଭ୍ୟାନ୍‌ରେ ବସାଇ ଘରେ ଛାଡିଥିଲେ । ଏସ୍‌ଆଇ ଟପିଙ୍କ ଏଭଳି ମାନବିକତା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏସ୍‌ଆଇଙ୍କ କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ବାସୀ ସାଧୁବାଦ ଜଣାଇଛନ୍ତି ।

 

ମାନବିକତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.