Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଆ ଆଂଚଳିକ ମହିଳା ସଂଘ ପକ୍ଷରୁ କରୋନା ସହାୟତା
ଆଜିର ଖବର

ବାଲିଆ ଆଂଚଳିକ ମହିଳା ସଂଘ ପକ୍ଷରୁ କରୋନା ସହାୟତା

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍ ପଣ୍ଡା

କୁଜଙ୍ଗ : ବାଲିଆ ଅଂଚଳିକ ମହାସଙ୍ଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୦ ହଜାର ଟଙ୍କା ଏବଂ ପ୍ରଧାନ ମନ୍ତ୍ରୀ କେୟାରର୍ସ ଫଣ୍ଡ୍ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ମହାସଙ୍ଘ କାର୍ଯ୍ୟାଳୟରୁ  ମହାସଙ୍ଘ ସଭାନେତ୍ରୀ ପଦ୍ମାଳୟା ସ୍ୱାଇଁ ନେତୃତ୍ୱରେ ଏକ ଟିମ୍ କୁଜଙ୍ଗ ବିଡିଓଙ୍କୁ ଏହି ରାଶି ପ୍ରଦାନ କରିଥିଲେ ।  ଏହି ଅବସରରେ ସମସ୍ତ ୯ଟି ସିଆରସିସି, କୃଷୀମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଶପଥ କରିଥିଲେ । ପରେ ସଙ୍ଘର ସଭାନେତ୍ରୀ ଶ୍ରୀମତୀ ସ୍ୱାଇଙ୍କ ସମେତ କବିତା ସ୍ୱାଇଁ, ସୁଲୋଚନା ସ୍ୱାଇଁ, ଓଡ଼ିଶା ଜିବୀକା ମିଶନର ବିପିଏମ ପଙ୍କଜିନୀ ଦାସଙ୍କ ସହାୟତାରେ ଏହି ରାଶି ସ୍ଥାନୀୟ ବିଡ଼ିଓ ଡ଼ା. ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ମହିଳା ସଂଗଠନର ଏହି କାର୍ଯ୍ୟକୁ ଶିକ୍ଷାବିତ୍ ପବିତ୍ର କୁମାର ସ୍ୱାଇଁ ଉଚ୍ଚ ପ୍ରସଂଶା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ ଯୋଜନା କ୍ୟାବିନେଟରେ ଘୋଷଣା

September 12, 2025

୫ଟି ବିମାନବନ୍ଦରରେ ‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’ ଉଦଘାତିତ

September 12, 2025

କେବଳ ନେପାଳ ନୁହଁ, ଏହିସବୁ ଦେଶ ମଧ୍ୟ ସାମାଜିକ ଗଣମାଧ୍ୟମ କୁ କରିଛନ୍ତି ବ୍ୟାନ୍

September 12, 2025

ବନ୍ୟା-ପ୍ରଭାବିତ ଅଞ୍ଚଳ ପାଇଁ ୧୨୦୦ କୋଟି ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 12, 2025
Latest News

ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ ଯୋଜନା କ୍ୟାବିନେଟରେ ଘୋଷଣା

September 12, 2025

୫ଟି ବିମାନବନ୍ଦରରେ ‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’ ଉଦଘାତିତ

September 12, 2025

କେବଳ ନେପାଳ ନୁହଁ, ଏହିସବୁ ଦେଶ ମଧ୍ୟ ସାମାଜିକ ଗଣମାଧ୍ୟମ କୁ କରିଛନ୍ତି ବ୍ୟାନ୍

September 12, 2025

ବନ୍ୟା-ପ୍ରଭାବିତ ଅଞ୍ଚଳ ପାଇଁ ୧୨୦୦ କୋଟି ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 12, 2025

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖ ଶୁକ୍ରବାରରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.