Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ :  ଓଡ଼ିଶାରେ ଆରମ୍ଭ ହେଲା ପରାଗ ସ୍ପର୍ଶ
ଆଜିର ଖବର

ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ :  ଓଡ଼ିଶାରେ ଆରମ୍ଭ ହେଲା ପରାଗ ସ୍ପର୍ଶ

June 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି 2020 ବର୍ଷର  ପ୍ରଥମ ସୂର୍ଯ୍ୟପରାଗ । ବିଶ୍ବର ବିଭିନ୍ନ ଦେଶରେ ଏହା ଦୃଶ୍ୟମାନ ହେଉଛି । ଏହି ସୂର୍ଯ୍ୟପାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୁନ୍‌ 21 ତାରିଖ ଅର୍ଥାତ୍‌ ଆଜି ହେଉଛି ବର୍ଷର ସବୁଠାରୁ ବଡ ଦିନ ।  ପ୍ରାୟ 900 ବର୍ଷ ପରେ ସୂର୍ଯ୍ୟପରାଗ ସମୟରେ ଏପରି ସଂଯୋଗ ସୃଷ୍ଟି ହୋଇଛି । ଏହି ଗ୍ରହଣ ସମୟରେ ରାହୁ, ବୁଧ ଓ ଚନ୍ଦ୍ରଙ୍କ ସହିତ ସୂର୍ଯ୍ୟଙ୍କ ସଂଯୋଗ ହେବାର ଯୋଗ ବନୁଛି। ଭୁବନେଶ୍ବରରେ ଦିନ 10ଟା 38ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇଛି । ଅପରାହ୍ନ 2ଟା9ରେ ସର୍ବମୋକ୍ଷ ହେବା ନେଇ ପ୍ଲାନେଟୋରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପରାଗ ସ୍ପର୍ଶ ସମୟ 5/7 ମିନିଟ୍‌ର ଫରକ ରହିବ । 12ଟା 15ରୁ12ଟା 30 ମଧ୍ୟରେ ସର୍ବାଧିକ ଅଂଶ ଦୃଶ୍ୟମାନ ହେବ । ଭୁବନେଶ୍ବରରେ 12ଟା 26ରେ ସର୍ବାଧିକ 65% ଦୃଶ୍ୟମାନ ହେବ । ଖାଲି ଆଖିରେ ପରାଗ ନ ଦେଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

ଭାରତ ସମେତ ନେପାଳ, ପାକିସ୍ତାନ, ସାଉଦି ଆରବ, ୟୁଏଇ, ଏଥୋପିଆ ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ । ସେହିପରି ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର୍‌, ଲକ୍ଷ୍ନୌ, ଚେନ୍ନାଇ ସିମ୍‌ଲା ଆଦି କିଛି ପ୍ରସିଦ୍ଧ ସହରରେ ଆଂଶିକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ସେହିପରି ଡେରାଡୁନ୍‌ ଓ ସିର୍‌ସା ଆଦି ସହରରେ ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । (ଏଜେନ୍ସି)

solar eclipse 2020 ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026
Latest News

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.