Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ଚନ୍ଦ୍ରାପୁଟ ଗ୍ରାମର ମହିଳା ସଙ୍ଗଠନଙ୍କ ବାଦାହୂରୀ : ୧୧ ପେଟି ଦେଶୀ ମଦ ସହ ବେପାରୀକୁ କାବୁ କରି ପୋଲିସ୍‌ର ଜିମା ଦେଲେ
ଆଞ୍ଚଳିକ

ଚିଲିକା ଚନ୍ଦ୍ରାପୁଟ ଗ୍ରାମର ମହିଳା ସଙ୍ଗଠନଙ୍କ ବାଦାହୂରୀ : ୧୧ ପେଟି ଦେଶୀ ମଦ ସହ ବେପାରୀକୁ କାବୁ କରି ପୋଲିସ୍‌ର ଜିମା ଦେଲେ

July 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଚିଲିକା ନିର୍ବାଚନମଣ୍ଡଳୀରେ ଲକ ଡ଼ାଉନ ସମୟରେ ଚୋରା ଦେଶୀ ମଦ ବେପାର ଅହେତୁକ ଭାବେ ବୃଦ୍ଧି ପାଉଥିବା ସ୍ଥଳେ ଏହାକୁ ବ୍ରେକ ଦେବା ପାଇଁ ବର୍ତ୍ତମାନ ସାଧାରଣ ଜନତା ଅଣ୍ଟା ଭିଡିଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ବାଲୁଗାଁ ଥାନା ଅନ୍ତର୍ଗତ ଗବପଦର ଗ୍ରାମରେ । ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ମହିଳା ସଂଗଠନ ମାନେ ଆଜି ଏକ ବାହାଦୁରୀ କାମ କରି ଦେଖାଇଛନ୍ତି । ଚୋରା ମଦ ବ୍ୟବସାୟ କୁ  ଅଂଚଳରୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଶପଥ ନେଇ ଆଜି ଜଣେ ଦେଶୀ ଚୋରା ମଦବେପାରୀକୁ ଧରି ତାକୁ ନାଭାଲ ପୋଲିସ ଜିମା ଦେଇଛନ୍ତି ।

ଆଜି ପାଖାପାଖି ସନ୍ଧ୍ୟା ୭ ଟା ରେ ଉକ୍ତ ମହିଳା ସଂଗଠନ ର ଶତାଧିକ କର୍ମକର୍ତ୍ତାମାନେ ଗବପଦର ଗ୍ରାମର ବଳଭଦ୍ର ମହାରଣା ନାମକ ଚୋରା ଦେଶୀ ମଦ ବେପାରୀକୁ କାବୁ କରିବା ସହ ୧୧ ପେଟି ଆସ୍କା ଫଟି ସହ ଜବତ କରି ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ଙ୍କ ଜିମା ଦେଇଥିଲେ ।  ଅଭିଯୁକ୍ତ ଜଣକ ତାଙ୍କ ଘରେ ଚୋରା ମଦର ପସରା ଖୋଲିଥିବା ବେଳେ ମହିଳା ମାନେ ଚଢ଼ାଉ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି କେସ ନମ୍ବର ୧୩୫/୨0 ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି । ମହିଳା ସଂଗଠନର ଏତାଦୃଶ କାର୍ଯ୍ୟ ଦେଖି ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

CM-KISAN ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ସି.ଏମ୍ କିଷାନ କେବଳ ସହାୟତା ନୁହେଁ, ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ- ମୁଖ୍ୟମନ୍ତ୍ରୀ

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026

ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

September 4, 2026

ପୋଲିସ ମୁଖ୍ୟାଳୟରେ ଅଘଟଣ: ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ

September 4, 2026
Latest News

CM-KISAN ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ସି.ଏମ୍ କିଷାନ କେବଳ ସହାୟତା ନୁହେଁ, ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ- ମୁଖ୍ୟମନ୍ତ୍ରୀ

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026

‘ନାନ୍‌’ରୁ ଆରମ୍ଭ, ବିଧାନସଭାରେ ଶେଷ! ୧୭୦ ଟଙ୍କାର ବିଲ୍‌କୁ ନେଇ ବିବାଦ

September 4, 2026

ୟୁପିରେ ମେଣ୍ଟ ମହାଯୁଦ୍ଧ : ‘ବଡ଼ ଭାଇ’ ପାଇଁ ବଡ଼ ଲଢ଼େଇ

September 4, 2026

ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.