Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ପରେ ଚୀନ୍‌ରେ ବ୍ୟାପୁଛି ଆଉ ଏକ ଭାଇରସ୍‌
ଅନ୍ତରାଷ୍ଟ୍ରୀୟ

କରୋନା ପରେ ଚୀନ୍‌ରେ ବ୍ୟାପୁଛି ଆଉ ଏକ ଭାଇରସ୍‌

August 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ : ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାରଇସ୍‌ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଚୀନ୍‌ରେ ଆଉ ଏକ ନୂତନ ଭାଇରସ ବ୍ୟାପୁଥିବାର ସୂଚନା ରହିଛି । ଏହି ଭାଇରସ୍‌ କାରଣରୁ ଏବେ ସୁଦ୍ଧା 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60ଜଣ ଅସୁସ୍ଥ ରହିଛନ୍ତି । ଗ୍ଲୋବାଲ୍‌ ଟାଇମ୍‌ସର ସୂଚନାନୁସାରେ ପୂର୍ବ ଚୀନ୍‌ର ଜିୟାଙ୍ଗୁସ୍‌ ଓ ଅନହୁଇ ପ୍ରାନ୍ତରେ 12ରୁ ଅଧିକ ଲୋକେ ଏହି ଭାଇରସରଶିକାର ହୋଇଛନ୍ତି । ଏହି ଭାରଇସ ଏକ କୀଟ କାମୁଡିବା ଯୋଗୁଁ ବ୍ୟାପୁଥିବାର ସୂଚନା ମିଳିଛି ।

ଜିୟାଙ୍ଗୁ୍‌ସରେ 37 ଜଣ ଓ ଅନ୍‌ହୁଇରେ 23 ଜଣ ଆକ୍ରାନ୍ତ ହୋଇଛନ୍ତି । ଦୁଇ ରାଜ୍ୟରେ ଏପର୍ଯ୍ୟନ୍ତ 7ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭାଇରସର ନାମ ହୁଇୟାଙ୍ଗଶାସନ ବନୟାଙ୍ଗଭାଇରସ  (Huaiyangshan banyangvirus ) ରଖାଯାଇଛି । ଏହି ଭାଇରସକୁ ଏସଏଫଟିଏସ୍‌ ମଧ୍ୟ କୁହାଯାଉଛି । ଏକ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍‌ ମଣିଷର ଶରୀରକୁ ସଂକ୍ରମିତ କରୁଛି। ଏହି ଭାଇରସ୍‌ ଯୋଗୁଁ ଜ୍ବର ଓ କାଶ ସହ ବାନ୍ତି ଡାଇରିଆ ଆଦି ହେଉଛି । ତେବେ ଏହି ଭାଇରସ୍‌ ଯୋଗୁଁ ଆକ୍ରାନ୍ତଙ୍କ ଶରୀରରେ ଲ୍ୟୁକସାଇଟ୍‌ ଅର୍ଥାତ୍‌ ପ୍ଲେଟ୍‌ଲେଟ୍‌ସ୍‌ କମ୍‌ ହୋଇଛି । କିଛି କ୍ଷେତ୍ରରେ ଶରୀରରେ ଧଳା ରକ୍ତକଣିକାକୁ ହ୍ରାସ ହେବା ସହିତ ଲିଭର ଏନ୍‌ଜାଇମ୍‌ ବଢୁଥିବାର ଲକ୍ଷଣ ଦେଖାଯାଉଛି ।

ତେବେ ଡାକ୍ତରଙ୍କ ସୂଚନାନୁସାରେ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍‌ ସଂକ୍ରମିତ ହେଉଛି । ବୈଜ୍ଞାନିକମାନେ ଭାଇରସ୍‌କୁ ବୁନ୍ୟା କ୍ୟାଟେଗୋରିରେ ରଖାଯାଉଛି । ଯଦି ଜଣେ ମନ୍ୟୁଷ ଏହି ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି ତେବେ ଏହି କାରଣରୁ ଅନ୍ୟ ଜଣେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି ବୋଲି ସୂଚନା ରହିଛି । ତେବେ ଏହାକୁ ନେଇ ଏତେ ଭୟଭୀତ ନ ହେବାକୁ କହିଛନ୍ତି ଡାକ୍ତର । କୀଟଠାରୁ ନିଜକୁ ବଞ୍ଚାଇ ପାରିଲେ ଏହି ସଂକ୍ରମଣରୁ ବର୍ତ୍ତି ହେବ ବୋଲି ସୂଚନା ରହିଛି । ଏହି ଭାଇରସ୍‌ର ଫର୍ଟିଲିଟି ରେଟ୍‌ 12 ପ୍ରତିଶତ ରହିଛି । କିଛି ସ୍ଥାନରେ ଏହା 30 ପ୍ରତିଶତ ପର୍ଯ୍ୟନ୍ତ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.