Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛ’ ମାସ ଧରି ନର୍ସ ହୋଇ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ ଏହି ଅଭିନେତ୍ରୀ : ଏବେ କରୋନାରେ ହେଲେ ସଂକ୍ରମିତ
ଆଜିର ଖବର

ଛ’ ମାସ ଧରି ନର୍ସ ହୋଇ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ ଏହି ଅଭିନେତ୍ରୀ : ଏବେ କରୋନାରେ ହେଲେ ସଂକ୍ରମିତ

October 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବିଶ୍ବ ମହାମାରୀ କରୋନାର ମୁକାବିଲା ଲାଗି ସମେସ୍ତ ନିଜ ନିଜ ଚେଷ୍ଟାରେ ଅନ୍ୟମାନଙ୍କର ସାହାଯ୍ୟ କରୁଥିଲେ । ଅଭିନେତ୍ରୀ ଶିଖା ମାଲହୋତ୍ରା କରୋନା କାଳରେ ଜଣେ ନର୍ସ ରୂପେ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି ।

ଶିଖା ମାଲହୋତ୍ରା ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବବେଳେ ତାଙ୍କର କରୋନା ଚିକିତ୍ସା ଜାରି ରହିଛି । ସେ ନିଜର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ଅକ୍ସିଜେନ୍‌ର କମ୍‌ ଅନୁଭବ କରୁଛନ୍ତି ବୋଲି ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟ ସେମାନଙ୍କ ପାଇଁ କରିଛନ୍ତି, ଯେଉଁମାନେ କହୁଛନ୍ତି ଯେ, କରୋନା କିଛି ନୁହେଁ ।

ଶିଖା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କର ଶୁଭକାମନା ଓ ପ୍ରାର୍ଥନା ସହ ଗତ ଛ’ ମାସ ଧରି କରୋନା ଆକ୍ରାନ୍ତଙ୍କ ସେବାରେ ରହିଥିଲି । ଏବେ ଆପଣମାନଙ୍କ ପ୍ରାର୍ଥନାରେ ମୁଁ ବୁହତ ଶୀଘ୍ର ସୁସ୍ଥ ହେବ ବୋଲି କହିଛନ୍ତି ।

ଏବେ ପର୍ଯ୍ୟନ୍ତ କୌଣସି ଭ୍ୟାକିସିନ୍‌ ପ୍ରସ୍ତୁତ ହୋଇନାହିଁ । ସମେସ୍ତ ସମସ୍ତଙ୍କର ଧ୍ୟାନ ରଖ । ସାମାଜିକ ଦୂରତ୍ବ ପାଳନ କରିବା ସହିତ ମାସ୍କ ପିନ୍ଧିବା ଓ ହାତକୁ ବାରମ୍ବାର ଧୋଇବାକୁ ଯେପରି ନ ଭୁଲ୍‌ । ସେହିପରି ସାନିଟାଇଜରର ବ୍ୟବହାର କରନ୍ତୁ ବୋଲିକହିଛନ୍ତି ଶିଖା ।

ସୂଚନାଯୋଗ୍ୟ, ଅଭିନୟ ପୂର୍ବରୁ ଶିଖା ବର୍ଦ୍ଧମାନ ମହାବୀର ମେଡିକାଲ୍‌ କଲେଜ ଓ ନୂଆ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ 2014ରେ ନର୍ସିଂ କୋର୍ସ କରିଥିଲେ । କରୋନା ସମୟରେ ସେ ଭଲେଣ୍ଟିୟାର ନର୍ସ ରୂପେ ରୋଗୀଙ୍କ ସେବା କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ବିଏମ୍‌ସି ତରଫରୁ ଅନୁମତି ନେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.