Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସୋସିଆଲ ମିଡିଆରେ ନ୍ୟୁଡ୍‌ ଫଟୋ ସେୟାର କଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାରଣ କ’ଣ
ଅନ୍ତରାଷ୍ଟ୍ରୀୟ

ସୋସିଆଲ ମିଡିଆରେ ନ୍ୟୁଡ୍‌ ଫଟୋ ସେୟାର କଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାରଣ କ’ଣ

November 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା : ଆମେରିକୀୟ ଗାୟିକା, ଗୀତିକାର, ଲେଖିକା ତଥା ଅଭିନେତ୍ରୀ ମାର୍ଗାରେଟ୍‌‌ ଲିଏନ୍‌ ରାଇମ୍ସ ସିବ୍ରାୟନ୍‌ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଚର୍ମ ରୋଗକୁ ନେଇ ସଚେତନତା କରୁଛନ୍ତି । ଏଥିପାଇଁ ସେ ନିଜ ଇନ୍‌ଷ୍ଟାଗ୍ରାମ ରେ ନିଜର କିଛି ନୁଡ୍‌ ଫୋଟ୍‌ ପୋଷ୍ଟ କରିଛନ୍ତି । ଏହି ଫଟୋରେ ତାଙ୍କ ତ୍ବଚାରେ କିଛି ଚିହ୍ନ ଥିବାର ଦେଖାଯାଉଛି ।

Margaret Lien Rhymes Sibrian

ମାର୍‌ଗ୍ରେଟ୍‌ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ସେ  ସିରୋସିସ୍  ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗରେ ଲକ୍ଷଣ ଅନୁସାରେ ଶରୀରରେ କୁଣ୍ଢେଇ ହେବା ସହିତ ଲାଲ୍‌ ଲାଲ୍‌ ଚିହ୍ନ ହୋଇଯାଉଛି ।ମାର୍ଗାରେଟ୍‌‌ ଏହି ପୋଷ୍ଟରେ ନିଜ ଫଟୋ ଦେଇ ନିଜ ରୋଗ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବା ସହ ସଚେତନ ମଧ୍ୟ କରାଉଛନ୍ତି । ସୂଚନାଯୋଗ୍ୟ, ସିରୋସିସ୍ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ । କିନ୍ତୁ ଏହି ରୋଗରେ ଲକ୍ଷଣକୁ ଦେଖି କିଛିକାଂଶରେ ଏହାକୁ କଣ୍ଟ୍ରୋଲ୍‌ କରାଯାଇପାରିବ।

Margaret Lien Rhymes Sibrian

ମାର୍ଗାରେଟ୍‌‌ ଆମେରିକାର ମିସିସିପିରେ ଜନ୍ମ ହୋଇଥିଲେ । ମାତ୍ର ଛ’ ବର୍ଷ ବୟସରେ ପରିବା ରସହ ସେ ଟେକ୍ସାସ ଆସିଥିଲେ ।  ମାତ୍ର ପାଞ୍ଚ ବର୍ଷ ବୟସରୁ ମାର୍‌ଗ୍ରେଟ୍‌ ଲୋକାଲ୍‌ ଟ୍ୟାଲେଣ୍ଟ ଶୋ’ରେ ଅଂଶଗ୍ରହଣ କରିଥିଲେ । ମାତ୍ର 9 ବର୍ଷ ବୟସରେ ସେ ଜଣେ ଅନୁଭବୀ ଗାୟିକା ହୋଇଥିଲେ । 13 ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଆଲବମ୍‌ ରିଲିଜ୍‌ କରି ଲୋକପ୍ରିୟ ହୋଇଥିଲେ । 1996 ମସିହାରେ ସେ ନିଜର ମ୍ୟୁଜିକ୍‌ ଆଲବମ୍‌ ରିଲିଜ୍‌ କରିଥିଲେ । ଏହି ଆଲବମ୍‌ର ନାଁ ଥିଲା ବ୍ଲୁ । ଆମେରିକାର ଏହି ଆଲବମ୍‌କୁ ମଲ୍ଟିପ୍ଲେଟିନମ୍‌ ଆଲବମ୍‌ ଘୋଷିତ କରିଥିଲା । ମାର୍ଗାରେଟ୍‌ ଗ୍ରାମୀ, ଏସିଏମ୍‌ର ତିନୋଟି ଆଓ୍ବାର୍ଡ ସହ ସିଏମଏର ଗୋଟିଏ ଆଓ୍ବାର୍ଡ ଓ ଆମେରିକାନ୍‌ ମ୍ୟୁଜି୍‌ ଆଓ୍ବାର୍ଡ ଓ 12 ବିଲ୍‌ବୋର୍ଡ ମ୍ୟୁଜିକ୍‌ ଆଓ୍ବାର୍ଡ ମଧ୍ୟ ଜିତିଛନ୍ତି । (ଏଜେନ୍ସି)

 

awareness on disease Mmargaret Lyan Rhymes Sibrian nude photos on social media
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.