Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ, ଶୁଆ ବଞ୍ଚାଇଲା ଜୀବନ, ଜାଣନ୍ତୁ କିପରି
ଅନ୍ତରାଷ୍ଟ୍ରୀୟ

ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ, ଶୁଆ ବଞ୍ଚାଇଲା ଜୀବନ, ଜାଣନ୍ତୁ କିପରି

November 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅଷ୍ଟ୍ରେଲିଆ : ଗୃହପାଳିତ ପଶୁ ପକ୍ଷୀ ଘରର କର୍ତ୍ତା ତଥା ସଦସ୍ୟମାନଙ୍କ ପ୍ରତି ବେଶ୍‌ ବିଶ୍ବସ୍ତ ହୋଇଥା’ନ୍ତି । ମଣିଷ ଓ ପଶୁର ଅନାବିଳ ସମ୍ପର୍କ ପ୍ରାୟ ସମୟରେ ଦେଖିବାକୁ ମିଳେ । ଗୃହପାଳିତ ପଶୁ ପକ୍ଷୀମାନଙ୍କ କାହାଣୀ ଯେତିକି ରୋଚକ ହୋଇଥାଏ,ସେତିକି ହୃଦୟସ୍ପର୍ଶୀମଧ୍ୟ । ଏପରି ଏକଘଟଣା ଅଷ୍ଟ୍ରେଲିଆରେ ଘଟି ଛି । ଏଠାରେ ଏକ ଶୁଆ ନିଜ ମାଲିକର ଜୀବନ ବଞ୍ଚାଇଛି ।

ମାଲିକକୁ ବିପଦରୁ ରକ୍ଷା କରିଛି ଶୁଆଟି । ଅଷ୍ଟ୍ରେଲିଆର କ୍ବିନସ୍‌ଲ୍ୟାଣ୍ଡ ପ୍ରାନ୍ତରେ ରହୁଥିବା ଏଣ୍ଡନ୍‌ ନ୍ୟୁୟନ୍‌ ନାମକ ଜଣଷ ବ୍ୟକ୍ତି ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ଶୁଆଟି ମାଲିକର ନାମ ନେଇ ଜୋର୍‌ ଜୋର୍‌ ସେ ଚିଲ୍ଲେଇଥିଲା । ଏହା ପରେ ବ୍ୟକ୍ତିଜଣକ ନିଦରୁ ଉଠି ଯାଇଥିଲେ । ଏବଂ ଘଟଣାକୁ ବୁଝି ପାରି ନିଜ ଜୀବନକୁ ବଞ୍ଚାଇଥିଲେ । ତେବେ କେଉଁ କାରଣ ଯୋଗୁଁ ଘରେ ନିଆଁ ଲାଗିଥିଲା ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ । ଅଗ୍ନିଶମ ବିଭାଗ ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025
Latest News

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.