Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର : ଡାଏଲ୍‌ 112
ଆଜିର ଖବର

ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର : ଡାଏଲ୍‌ 112

December 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ପୋଲିସ୍‌ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର 112 ।  ପୋଲିସ୍‌, ଆମ୍ବୁଲାନ୍ସ, ଦମକଳ ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ୍‌ ଏବେ ଆଉ ଆବଶ୍ୟକ ନାହିଁ । ଜରୁରୀ ସେବା ପାଇଁ ଏଣିକି ଗୋଟିଏ ହେଲପ୍‌ ଲାଇନ୍‌ ନମ୍ବର 112ରେ ଡାଏଲ୍‌ କରାଯିବ ।  112 ସେବା ପାଇଁ 1098 ପଦବୀକୁ ମଂଜୁର କଲେ ମୁଖ୍ୟମନ୍ତ୍ରୀ ।

ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା 100, 101, 102, 104, 108, ୧୮୧ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା 112କୁ ଜାରି କରାଯାଇଛି ।

112 ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର 1098ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି। 112 ସେବା ପାଇଁ ଚାରିଜଣ -ଡି.ଏସ୍.ପି, 151ଜଣ ସବ୍ଇନ୍ସପେକ୍ଟର, 203ଜଣ ସହକାରୀ ସବ୍ ଇନ୍ସପେକ୍ଟର ଏବଂ 740 ଜଣ କନେଷ୍ଟବଳ ନିୟୋଜିତ ହେବେ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025

ଟ୍ରଫଲାଇନ୍ ପ୍ରଭାବରେ ଆସନ୍ତା ୯ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

October 5, 2025
Latest News

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.