Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ଅଗଷ୍ଟ ୨୫୮ ତାରିଖ) ରେ ୧ ହଜାର ୨୫୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୬ ଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ: – ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୨୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ ୨- କୃତିବାସ ଭବନ: – ପ୍ରଥମ ଡୋଜ- ୧୨୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା – ୩୦ ଟି ପ୍ରଥମ ଡୋଜ ୩- ଗମ୍ଭାରୀମୁଣ୍ଡା…

Read More

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ମୌସୁମୀ ଅଧିବେଶନ ନେଇ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ଵରେ ଆଜି ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ଦୈନିକ ୫ ଘଣ୍ଟା ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ଆଣ୍ଟିବଡି ଟେଷ୍ଟ କରାଯିବ। ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି  ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ। ବିଧାୟକମାନେ ଓକାକ, ଲୋକସଭା ଭବନ କିମ୍ବା ନଯା…

Read More

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଆଜି ଜୟପୁରର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ତାଙ୍କର ଆଞ୍ଜିଓପ୍ଲାଷ୍ଟି ଏସଏମଏସ ହସ୍ପିଟାଲରେ କରାଯିବ। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ରଘୁ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ସ୍ୱାସ୍ଥ୍ୟର ଅବନତି ସମ୍ପର୍କରେ ସୂଚନା ପାଇବା ପରେ ଏସଏମଏସ ହସ୍ପିଟାଲରେ ପହଞ୍ଚିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପୋଷ୍ଟ କୋଭିଡଙ୍କ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ୍ ପ୍ରୋଗ୍ରାମରେ ମଧ୍ୟ ଅନେକ ଥର ଏହା କହିଛନ୍ତି। ଏହି କାରଣରୁ, ଗେହଲୋଟ୍ ସର୍ବସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରୁନାହାଁନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗତକାଲି ରାତିରେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାତିରେ ଅସୁସ୍ଥତା ହେତୁ କାର୍ଯ୍ୟକ୍ରମ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଦୈନିକ ୧୦୦ ରୁ ଉର୍ଦ୍ଧ୍ଵ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ଗତକାଲି ବଲାଙ୍ଗୀରି ଜିଲ୍ଲାର ଜଣେ ୩ ମାସର ଶିଶୁ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଆଜି ଆଉ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁବରଣ କରିଥିବା ଉଭୟ ଶିଶୁ କନ୍ୟା ସନ୍ତାନ ବୋଲି ସୂଚନା ରହିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ସେ ହୃଦରୋଗରେ ଆକ୍ରାନ୍ତ ଥିବା ସୂଚନା ରହିଛି। ସେହିଭଳି ଅନ୍ୟ ଶିଶୁ କନ୍ୟା ଜଣକ କଟକ ଜିଲ୍ଲାର ବୋଲି ଖବର ରହିଛି। ସେ ୧୨ ଦିନ ହେଲା ଜନ୍ମଗ୍ରହଣ କରିଥିଲା। ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ ମାଧ୍ୟମରେ ସୂଚନା ଦେଇଛି।

Read More

ଭୁବନେଶ୍ବର: ଆଜି କଟକ ସ୍ଥିତ ଏସସିବିରେ ଇକୋମ୍ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛି। ମୁଖ୍ୟମନ୍ତ୍ରୀ ଏସସିବିରେ ମୋଟ ୯ ଟି ଇକୋମ୍ ମେସିନର ଲୋକାର୍ପଣ କରିଛନ୍ତି। ଗୁରୁତର ରୋଗୀଙ୍କୁ ଇକୋମ୍ ଚିକିତ୍ସା ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ସରକାର ଏହି ସେବା ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ। ଏହାର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Read More

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି। ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ତାଲିବାନ ଆଲୋଚନା କରିଛି। ଆଫଗାନିସ୍ତାନକୁ କାବୁ କରିବା ପରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଭଳି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କହିଛନ୍ତି ଯେ, ଉଭୟ ଦେଶ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ। ଏବଂ ସେମାନଙ୍କର ପରସ୍ପର ସହ ସ୍ୱାର୍ଥ ଜଡିତ ରହିଛି। ଏଥି ସହ ଜାବିହୁଲ୍ଲା ମୁଜାହିଦ୍ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ। ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ  ଘଟିଛି। ସେହିଭଳି ଅନୁଗୁଳ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, କେନ୍ଦୁଝର, ପୁରୀ ଜିଲ୍ଲାରୁ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୮ ହଜାର ୮୫୪ ଜଣ। ରାଜ୍ୟରେ ଏବେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୬୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୬ ଲକ୍ଷ ୩ ହଜାର ୧୮୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୬ ହଜାର ୮୬୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷ ୨୧ ହଜାର ୪୨୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୪୪ ହଜାର ୮୯୯ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୪୧ ଟି ଲୋକାଲ କେସ୍‌ ରହିଛ। ୮୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୮ ହଜାର ୮୫୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୨୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୨୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୬ ଟି ଜିଲ୍ଲାରୁ ୮୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…

Read More

ଭୁବନେଶ୍ବର, ଇତି ମଧ୍ୟରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ହେଲେ ନୂଆ ମନ୍ତ୍ରୀଙ୍କ ଏହି ପ୍ରଥମ ଗସ୍ତ ଥିଲା ବେଶ୍ ଘଟଣା ବହୁଳ। କାରଣ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ଓଡିଶାର ପାୱାର ସୋ କରିବା। ଅନ୍ୟପଟେ ପାୱାରଫୁଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାୱାରଲେସ ହେବା ପରେ ଓଡିଶାରେ ପାୱାର ଲେସ ସୋ କୁ ନେଇ ଚାଲିଛି ଚର୍ଚ୍ଚା। ଓଡିଶାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯେଉଁ କେତେ ଦିନ ରହିଲେ, ତାହା ପ୍ରମାଣିତ କରିଛି ଯେ ଲୋକେ ତାଙ୍କୁ କେତେ ସମର୍ଥନ କରନ୍ତି। ଏପରିକି ରାଜ୍ୟ ବିଜେପିରେ ଅନେକ ନେତା ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଅଶ୍ବିନୀଙ୍କୁ ହୃଦୟର ସହ ସମର୍ଥନ କରିଛନ୍ତି। ଆଗକୁ ତାଙ୍କୁ ଉଭୟ ଧର୍ମେନ୍ଦ୍ର ବିରୋଧୀ ଏବଂ ସମର୍ଥକ ଆକୁଣ୍ଠ ସମର୍ଥନ କରିବେ ବୋଲି ଜଣାପଡିଛି। ତେବେ ଦିଲ୍ଲୀର ସୁତ୍ର ଅନୁସାରେ ପ୍ରଥମ ଦିନ ଉଭୟ ଏକାଠି ଗସ୍ତ…

Read More

ଭୁବନେଶ୍ବର, ଏକାଦଶୀ ପାଳନର ବିଶେଷ ମହତ୍ବ ରହିଛି। ଆମ ହିନ୍ଦୁଶସ୍ତ୍ରରେ ଏକାଦଶୀ ପାଳନର ବିଧିବିଧାନ ମଧ୍ୟ ରହିଛି। ଏକାଦଶୀଦିନ ଉପବାସ ରହି ଏହି ବ୍ରତ ପାଳନ କରାଯାଇଥାଏ। ଆସନ୍ତା ସେପ୍ଟେମ୍ବର ମାସରେ ପଡୁଥିବା ଦୁଇଟି ଏକାଦଶୀ ସଂପର୍କରେ ଆସନ୍ତୁ ଜାଣିବା। 3 ସେପ୍ଟେମ୍ବର ପଡୁଛି  କାଳୀୟ ଦଳନ ଏକାଦାଶୀ ଭାଦ୍ରବ ମାସର କୃଷ୍ଣ ପକ୍ଷ ଏକାଦଶୀକୁ କାଳୀୟ ଦଳନ ଏକାଦଶୀ କୁହାଯାଏ । ଏଥର ଏହି ଏକାଦଶୀ 3 ସେପ୍ଟେମ୍ବର 2021 ରେ ପଡୁଛି। ଏହି ଏକାଦଶୀ ଉପବାସ ପାଳନ କଲେ ସମସ୍ତ ପାପକୁ ନଷ୍ଟ କରିଦିଏ ଏବଂ ଅଶ୍ୱମେଧ ଯଜ୍ଞର ଫଳାଫଳ ଦେଇଥାଏ । ଏହି ଏକାଦଶୀ ପାଳନ କଲେ ପୁଅ ଉପରେ କୈଣସି ଅସୁବିଧା ନାହିଁ। ଅନେକ ସ୍ଥାନରେ ଏହାକୁ ଅଜା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ। ଏହିଦିନ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ସ୍ବତନ୍ତ୍ର ବେଶ କରାଯାଇଥାଏ। 17 ସେପ୍ଟେମ୍ବର ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ଭାଦ୍ରବ ମାସ ଶୁକ୍ଲ ପକ୍ଷର…

Read More

ମେଷ : ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ । ଘରେ ଟେନସନ ହେବ। ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ଏବଂ ଯୁକ୍ତି ହୋଇପାରେ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇପାରେ । କାରବାରରେ ସାବଧାନ ରୁହନ୍ତୁ। କରାଯାଉଥିବା କାର୍ଯ୍ୟ ଖରାପ ହୋଇପାରେ । ବିବାଦ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ନକାରାତ୍ମକତା ଶକ୍ତି ବୃଦ୍ଧି ପାଇବ । ବୃଷ :  ବ୍ୟବସାୟ ଲାଭଦାୟକ ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ଚାକିରିରେ ବୃଦ୍ଧି ଘଟିବ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ କରାଯିବ । ବିନିଯୋଗ ଭଲ ହେବ । ଆୟ ବୃଦ୍ଧି ପାଇବ । ଦିନଟି ଭଲ ଆକାରରେ କଟିବ । ଘର ବାହାରେ ସୁଖ ମିଳିବ । ଆଇନଗତ ପ୍ରତିବନ୍ଧକକୁ ହଟାଇ ଲାଭର ପରିସ୍ଥିତି ସୃଷ୍ଟି ହେବ । ମିଥୁନ : ସ୍ଥାବର…

Read More

ଭୁବନେଶ୍ୱର, ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ତଥା ଅଗ୍ରଗତି ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇ କାର୍ଯ୍ୟକାରୀ କରାଯାଇଛି । ଏହି ସେଲ୍‌ମାନଙ୍କରେ ନିଯୁକ୍ତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ୍‌ ପ୍ରତିଷ୍ଠାନର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସ୍ୱାଗତ ସମ୍ଭାଷଣ ଦେବା ସହିତ ୧୬୦ ଏଫ୍‌.ଆର୍‌.ଏ ସେଲ୍‌ ସଂପର୍କିତ ସୂଚନା ପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର ଆଇନ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଧାରରେ…

Read More

ଭୁବନେଶ୍ବର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କର ଆଜି ପରଲୋକ ଘଟିଛି। ସେ ନୂଆଦିଲ୍ଲୀସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ୧୯୬୮ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇପିଏସ ଅଫିସର ଉମାଶଙ୍କର ସିବିଆଇ ନିର୍ଦ୍ଦେଶକ ଥିଲେ। ସେ ହେଉଛନ୍ତି ପ୍ରଥମ ଓଡିଆ ଯେ କି ଏହି ସର୍ବୋଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ। ୨୦୦୩ ମସିହାରେ ସେ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ମୁମ୍ବାଇ ସିରିଏଲ ବୋମା ବିସ୍ପୋରଣ,ମୋନିକା ବେଦୀ ହତ୍ୟା କାଣ୍ଡ, ଆବୁ ସଲେମ ପରି ଘଟଣା ସେତେବେଳେ ତାଙ୍କ ସମୟରେ ସିବିଆଇ ତଦନ୍ତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ଜନ୍ମଲାଭ ଉମାଶଙ୍କର ଅବସର ପରେ ସୂର୍ଯ୍ୟପ୍ରଭା ଖବରକାଗଜର ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ଓଡିଶା ଆଇପିଏସ ଜଗତରେ ଶୋକର ଛାୟା ଖେଳିଯାଇଛି।

Read More

ନୂଆଦିଲ୍ଲୀ, କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ବିଧିବଦ୍ଧ ଭାବେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରମ ଓ ନିୟୋଜନ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି ଉପସ୍ଥିତ ଥିଲେ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରାଯାଇଛି ଯେଉଁଥିରେ ୩୮ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ପଞ୍ଜୀକରଣ କରିପାରିବେ। ଏଥିରେ ଶ୍ରମିକମାନେ ନିଜର ପଞ୍ଜୀକରଣ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ ବୋଲି ଶ୍ରମ ମନ୍ତ୍ରୀ କହିଥିଲେ। ଭାରତର ରାଷ୍ଟ୍ର ନିର୍ମାତା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦିଗରେ ଏହା ଆଉ ଏକ ଐତିହାସିକ ପଦକ୍ଷେପ ବୋଲି ସେ…

Read More

ପୁରୀ, ଶ୍ରୀମନ୍ଦିରର ସଠିକ୍ ପରିଚାଳନା ପାଇଁ ଆଠଟି ସବ କମିଟି ଗଠନ କରାଯିବ। ଆସନ୍ତା କିଛି ଦିନ ମଧ୍ୟରେ ଏହାର ବିବରଣୀ ପ୍ରଦାନ କରାଯିବ। ଆଜି ରାଜ୍ୟ ସରକାର ଗଠନ କରିଥିବା ନୂଆ ପରିଚାଳନା କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି କମିଟ ବୈଠକ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟ ପ୍ରଶାସକ କିଷନ କୁମାର, ପୁରୀ କଲେକ୍ଟର ସମର୍ଥା ବର୍ମା, ଏସପି ବିଶାଲ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କମିଟ ଯେଉଁ ସବ କମିଟ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ସେଗୁଡିକ ହେଲା ଅର୍ଥ, ନୀତିକାନ୍ତି, ରତ୍ନା ଭଣ୍ଡାର, ଅଭିଯୋଗ, ଜମିଜମା, ସେବାୟତ କଲ୍ୟାଣ, ଶ୍ରୀ ଜଗନ୍ନାଥ ଗବେଷଣା ଏବଂ ପ୍ରକାଶନ ଏବଂ ପେନସନ ଏବଂ ଅନ୍ୟାନ୍ୟ କମିଟି ଗଠନ ରହିଛି। ଏହି କମିଟ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କିଷନ…

Read More

ନୂଆଦିଲ୍ଲୀ, ନୂଆ ଡ୍ରୋନ ନିୟମ  ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଷ୍ଟାର୍ଟ-ଅପଗୁଡିକ ସହ ଏହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ନୂଆ ଡ୍ରୋନ ନିୟମ ବେଶ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ଏକ ଟ୍ୱିଟ ରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ । ବିଶ୍ୱାସ ଓ ସ୍ୱପ୍ରମାଣନ ଉପରେ ଏହି ନିୟମ ଆଧାରିତ । ଏଥିରେ ଅନୁମୋଦନ, ଅନୁପାଳନ ଆବଶ୍ୟକତା ଓ ପ୍ରବେଶ ପ୍ରତିବନ୍ଧକକୁ ଅନେକାଂଶରେ ହ୍ରାସ କରାଯାଇଛି । ନୂଆ ଡ୍ରୋନ ନିୟମ ଷ୍ଟାର୍ଟ-ଅପଗୁଡିକ ସହ ସେହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ବେଶ ସାହାଯ୍ୟ କରିବ । ଏହା ନବାଚାର ଓ ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି କରିବ । ନବାଚାର, ପ୍ରଯୁକ୍ତି ଓ ଇଞ୍ଜିନିୟରିଂରେ ଏହା ଭାରତର ସାମର୍ଥ୍ୟକୁ ବୃଦ୍ଧି କରି ଡ୍ରୋନ ହବରେ ପରିଣତ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୯୧, କଟକରୁ ୭୭, ବାଲେଶ୍ବରରୁ ୫୧, ମୟୂରଭଞ୍ଜରୁ ୪୨, ଅନୁଗୁଳରୁ ୩୨, ଜଗତସିଂହପୁରରୁ ୩୭,  କେନ୍ଦ୍ରାପଡାରୁ ୩୭, ଯାଜପୁରରୁ ୨୪, ପୁରୀରୁ ୨୪, ଭଦ୍ରକରୁ ୨୨, ନୟାଗଡରୁ ୧୬, ସୁନ୍ଦରଗଡରୁ ୯, ଢେଙ୍କାନାଳରୁ ୭, କନ୍ଧମାଳରୁ ୭, ଗଞ୍ଜାମରୁ ୬, ଦେବଗଡରୁ ୫, କଳାହାଣ୍ଡିରୁ ୩, କେନ୍ଦୁଝରରୁ ୩, ବଲାଙ୍ଗୀରିରୁ ୨, ଗଜପତିରୁ ୨, କୋରାପୁଟରୁ ୨, ରାୟଗଡରୁ ୨, ବୌଦ୍ଧରୁ ୧, ମାଲକାନଗିରିରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୮ ହଜାର ୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ…

Read More

ଭୁବନେଶ୍ୱର: ୨୦୧୯ର ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ଭଳି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦିଶିଲାଣି। ତେଣୁ ପରାଜୟ ଭୟରେ ସେମାନେ ଏପରି ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିର ଆଶ୍ରୟ ନେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଏହି ପ୍ରସଙ୍ଗ ଏବେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଅଛି ଏବଂ ଓଡିଶା ବିଜେପି ଏହି ପ୍ରସଙ୍ଗରେ ମାନ୍ୟବର ଅଦାଲତଙ୍କୁ ସମ୍ମାନ ଦେବା ଉଚିତ୍। ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଓଡ଼ିଶା ବିଜେପି ତାହାର ଆଉ ଏକ ପରାଜୟ ନିଶ୍ଚିତ ହେବା ଜାଣି ନିଜର ମୁଖଲଜ୍ଜା ବଞ୍ଚାଇବା ପାଇଁ ଆଜି ପୁଣିଥରେ ଏଭଳି ବିବୃତ୍ତିବାଜି ଆରମ୍ଭ କରିଥିବା ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି…

Read More

ଭୁବନେଶ୍ଵର: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର। ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ। ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୩୦ଟି ସ୍କୁଲ ଲୋକାର୍ପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ଜୀବନରେ ସୁସ୍ଥ ରହିବା ପାଇଁ ୨୦ ବର୍ଷ ବୟସ ହେଉଛି ଉଚିତ ସମୟ। କିନ୍ତୁ, ଖୁବ୍ କମ୍ ଲୋକ ଭାବନ୍ତି ଯେ, ଏହି ମୂଲ୍ୟବାନ ବର୍ଷଗୁଡ଼ିକ ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇଥାଏ। ପିଲାଦିନେ ଯେତେବେଳେ ପିତାମାତାମାନେ ନିୟମିତ ଦୁଗ୍ଧ ଖାଇବା, ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ଥ ଖାଦ୍ୟ ଖାଇବା ପାଇଁ ବାଧ୍ୟ କରିଥା’ନ୍ତି, ୨୦ ବର୍ଷ ବୟସ ମଧ୍ୟ ଏକ ସୁସ୍ଥ ଖାଦ୍ୟ ବଜାୟ ରଖିବା ଏବଂ କିଛି ସ୍ଵତନ୍ତ୍ର ଅଭ୍ୟାସ ଜାରି ରଖିବା ଉଚିତ। ଯାହାଦ୍ୱାରା ମଣିଷ ଦୀର୍ଘାୟୁ ଏବଂ ପୁରୁଣା ରୋଗରୁ ମୁକ୍ତି ପାଇପାରିବ। ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ଵାରା ଆମର ଲାଭ ହୋଇଥାଏ। ୧- ଆପଣଙ୍କ ଖାଦ୍ୟରେ କ୍ୟାଲସିୟମ ଅନ୍ତର୍ଭୂକ୍ତ କରନ୍ତୁ: ବୃଦ୍ଧାବସ୍ଥାରେ ଅତି ଶୀଘ୍ର ପ୍ରଗତିଶୀଳ ଅବସ୍ଥା ମଧ୍ୟରୁ ଗୋଟିଏ ହେଉଛି ଆର୍ଥ୍ରାଇଟିସ୍। ନିଜକୁ ବିପଦରୁ ସୁରକ୍ଷିତ ରଖିବା ପାଇଁ, ୨୦ ବର୍ଷ ଆରମ୍ଭରେ ଆପଣଙ୍କ ଖାଦ୍ୟରେ କ୍ୟାଲସିୟମ ସମୃଦ୍ଧ…

Read More