Author: Samikhsya Bureau

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ତୃତୀୟ ରାଜ୍ୟସ୍ତରୀୟ ଲୋକକଳା ଦିବସ-୨୦୨୧ ପାଳନ ହେବ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ୟୁନିସେଫ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ମହାମାରୀ କରୋନା କଟକଣା ଯୋଗୁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ଥିଲା ବେଳେ ଏହି ଦିବସକୁ ଭର୍ଚୁଆଲ୍ ମାଧ୍ୟମରେ ପାଳନ କରାଯିବ। ଜୁମ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଉତ୍ସବ ସାଙ୍ଗକୁ ବିଭିନ୍ନ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ। ୧୪ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ୟୁନିସେଫ୍ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଅତିଥି ଭାବେ ଯୋଗଦେବେ। ଏଥିସହିତ…

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘତିଯାଇଛି। ଶିଶୁଭବନ ଛକ-ରାଜମହଳ ଛକ ମଧ୍ୟରେ ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କଲା ଦୁର୍ବୃତ୍ତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଜଣଙ୍କୁ ଅଟକ ରଖିଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ ଜଣ, ଚିଲିକା ବ୍ଲକରେ ୬ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୦ ଜଣ, ଚିଲିକା ବ୍ଲକରୁ ୪ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୮୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୫…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 24 କୋଟିରୁ 96 ଲକ୍ଷ କୋଭିଡ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 34 ଲକ୍ଷ 33 ହଜାରରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ କୋଭିଡ ଟୀକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଦେଶରେ ଦ୍ରୁତ ଗତିରେ ଆରମ୍ଭ ହୋଇଛି। ମନ୍ତ୍ରଣାଳୟ ଅନୁଯାୟୀ, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ଟୀକାକରଣ ଅଭିଯାନରେ ସହଯୋଗ କରୁଛନ୍ତି। ଏହି ସମୟରେ, କରୋନା ଟିକା ନଷ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହାର ପ୍ରଭାବଶାଳୀ ବ୍ୟବହାର ପାଇଁ ରାଜ୍ୟମାନଙ୍କୁ ନିରନ୍ତର ପରାମର୍ଶ ଦେଉଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ କରୋନା ମହାମାରୀର ମୁକାବିଲା ପାଇଁ କରୋନା ଟିକା ସମସ୍ତଙ୍କ ପାଇଁ ନିରାପଦ ଏବଂ ସମାନ ଭାବରେ ଉପଲବ୍ଧ ହେବା ଆବଶ୍ୟକ। ମନ୍ତ୍ରଣାଳୟ କହିଛି ଯେ ଟିକା ଯେତେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୫୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୨୨, କଟକରୁ ୭୩୪, ଯାଜପୁରରୁ ୪୯୨, ମୟୂରଭଞ୍ଜରୁ ୪୮୬, ଢେଙ୍କାନାଳରୁ ୪୧୮, ଭଦ୍ରକରୁ ୪୧୩, କେନ୍ଦ୍ରାପଡାରୁ ୩୩୯, ସୁନ୍ଦରଗଡରୁ ୩୩୫, ପୁରୀରୁ ୩୩୨, ବାଲେଶ୍ବରରୁ ୨୩୭, ନୟାଗଡରୁ ୨୨୧, ଅନୁଗୁଳରୁ ୨୧୫, ବରଗଡରୁ ୨୦୭, ନବରଙ୍ଗପୁରରୁ ୧୮୧, ବୌଦ୍ଧରୁ ୧୭୩, କେନ୍ଦୁଝରରୁ ୧୬୨, କଳାହାଣ୍ଡିରୁ ୧୪୫, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୯, ସମ୍ବଲପୁରରୁ ୧୩୭, ଗଞ୍ଜାମରୁ ୧୦୫, କୋରାପୁଟରୁ ୯୯, ମାଲକାନାଗିରିରୁ ୯୬, ଝାରସୁଗୁଡାରୁ ୮୨, ସୋନପୁରରୁ ୭୭, କନ୍ଧମାଳରୁ ୭୦, ଦେବଗଡରୁ ୬୬, ଗଜପତିରୁ ୬୩, ବଲାଙ୍ଗୀରିରୁ ୬୦, ନୂଆପଡାରୁ ୩୦ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭…

Read More

ନୂଆଦିଲ୍ଲୀ, ଦ୍ରବ୍ୟ ଏବଂ ସେବା କର ପରିଷଦ ଆଜି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଚିକିତ୍ସା ସୁବିଧା ଉପରେ ସରକାରଙ୍କ ସୁପାରିଶକୁ ମୁଖ୍ୟତଃ ଗ୍ରହଣ କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଣ୍ଟିଫଙ୍ଗସ୍ ଔଷଧ ଆମ୍ଫୋଟେରାଇସିନ୍-ବି ଏବଂ ଆଣ୍ଟିଭାଇରାଲ୍ ଔଷଧ ଟୋକିଲିଜୁମାବକୁ ଜିଏସଟି ପରିସରରୁ ମୁକ୍ତ କରାଯାଇଛି। ସେ କହିଛନ୍ତି ଯେ କୋଭିଡ ଗୁରୁତର ରୋଗର ଚିକିତ୍ସାରେ ବ୍ୟବହୃତ ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ଉପରେ ଜିଏସ୍ଟି ହାର 12ରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା କୋଭିଡ ଚିକିତ୍ସାରେ ବ୍ୟବହୃତ ଆଣ୍ଟିକୋଏଗୁଲାଣ୍ଟ ହେପାରିନ୍ ଏବଂ ଅନ୍ୟାନ୍ୟ ଔଷଧ ଉପରେ ଜିଏସ୍ଟି ହାର ମଧ୍ୟ ପାଞ୍ଚ ପ୍ରତିଶତକୁ ହ୍ରାସ କରାଯାଇଛି। ଲୋକମାନଙ୍କୁ ସୁବିଧାରେ ଯୋଗାଇବା ପାଇଁ ଜିଏସଟି ପରିଷଦ ମେଡିକାଲ ଗ୍ରେଡ୍ ଅମ୍ଳଜାନ, ଅମ୍ଳଜାନ ତିଆରି ଉପକରଣ ଏବଂ ଆନୁଷଙ୍ଗିକ ଚିକିତ୍ସା ସୁବିଧା ଉପରେ ମଧ୍ୟ ଜିଏସ୍ଟି…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ହଜାର ୬୦୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୮ ହଜାର ୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ ହଜାର ୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୭୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ଶେଷରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି ତାଙ୍କୁ କୋର୍ଟ କେତେକ ସର୍ତ୍ତ ମୂଳକ ଜାମିନୀ ପ୍ରଦାନ କରିଛନ୍ତି। ତାଙ୍କ ନାମରେ ଥିବା ବିଭିନ୍ନ ମାମଲାରେ ସେ ଜାମିନୀ ହାସଲ କରିଥିଲେ। ସେ ଦୀର୍ଘ ଛଅ ମାସ ଧରି ଝାଡପଡା ଜେଲରେ ଥିଲେ। ପ୍ରଦୀପଙ୍କ ପାଇଁ ମାମଲା ଲଢୁଥିଲେ ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ।

Read More

କୋଲକାତା, ଆଜି ପଶ୍ଚମିବଂଗରେ ବିଜେପି ସାଂସଦଙ୍କ ଉପରେ ଆକ୍ରମଣ ହୋଇଛି। ସେ ହେଲେ ଡ ଜୟନ୍ତ କୁମାର ରାୟ। ଜୟନ୍ତ ଆଜି କେତେକ ବିଜେପି କର୍ମିଙ୍କୁ ପୁଣି ଥରେ ଘରବାହୁଡା କରିବା ପାଇଁ ଚେଷ୍ଠା କରୁଥିଲେ। ନିର୍ବାଚନ ପୂର୍ବରୁ ସେମାନେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ପରେ ବିଜେପି ଛାଡି ପୁଣି ଟିଏମସିରେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କୁ ପୁଣି ଥରେ ବିଜେପିକୁ ଫେରାଇଆଣିବା ପାଇଁ ସାଂସଦ ସେମାନଙ୍କୁ ବୁଝାସୁଝା କରୁଥିଲେ। ଏପରି ସମୟରେ 4 ରୁ 5 ଜଣ ଦୁର୍ବତ ଆସି ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ। ତୁରନ୍ତ ତାଙ୍କୁ ଉତ୍ତର ବଙ୍ଗଳା ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୨୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ, କଟକ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଓ ବରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ,  ବୌଦ୍ଧ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ  ଏବଂ ବାଲେଶ୍ଵର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର,  ରାୟଗଡା, ସୁନ୍ଦରଗଡ ଓ ବଲାଙ୍ଗୀରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୭ ହଜାର ୩୧୩ କୁ ବୃଦ୍ଧି ହୋଇଥିବାବେଳେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮୪ ହଜାର ୩୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୪୦୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୭ ହଜାର ୮୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୯ ଲକ୍ଷ ୧୧ ହଜାର ୩୮୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୦ ଲକ୍ଷ ୮୦ ହଜାର ୬୯୦ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ହେବ ବୋଲି ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା କିଛି ମାତ୍ରାରେ ସତ ବୋଲି ଅନୁମାନ କରି ହେଉଛି। ସେଗୁଡିକ ମଧ୍ୟରେ ରହିଛି 1-ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ 12ଟି ମନ୍ତ୍ରୀ ପଦଖାଲି ରହିଛି। ଏଥିସହିତ 6 ଜଣ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି। ତାହାକୁ ଦୃଷ୍ଟିରେ ରଖିଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଛି। 2- ଅନ୍ୟ ଏକ କାରଣ ହେଲା ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଗୁଡିକ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସେହି ରାଜ୍ୟର ପ୍ରତିନିଧିତ୍ବକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି। 3-ପଶ୍ଚିମବଂଗ ନିର୍ବାଚନରେ ବିଜେପିକୁ ଏକ ଧକ୍କା ଲାଗିଛି। ସେହିପରି ଅବସ୍ଥା ଯେପରି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନ ହୁଏ ସେଥିପାଇଁ…

Read More

ଭୁବନେଶ୍ବର, ବଙ୍ଗୋପ ସାଗରରେ ଏକ ଲଘୁବଳୟ ସୃଷ୍ଟି ହୋଇଛି। ଯାହା ପରବର୍ତ୍ତି ସମୟରେ ଘନିଭୂତ ହୋଇ ଲଘୁଚାପରେ ପରିଣତ ହେବାରେ ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପ ସାଗରରେ ଏହି ବଳୟ ସୃଷ୍ଟି ହୋଇଛି। ଏହା ପଶ୍ଚିମବଂଗ ଏବଂ ଉତ୍ତର ଓଡିଶା ଉପକୂଳରେ ସୃଷ୍ଟି ହୋଇଛି। ଏହି ଆହୁରି ଘନିଭୂତ ହୋଇ ଆସନ୍ତା ତିନି ଦିନ ମଧ୍ୟରେ ଓଡିଶା, ଝାଡଖଣ୍ଡ, ଉତ୍ତର ଛତିଶଗଡ ଅତିକ୍ରମ କରିବ।

Read More

କଟକ, ରାଜ୍ୟ ପୋଲିସ ବିଭାଗରେ ଏକଥରେ 477ଟି ସବ ଇନସ୍ପେକ୍ଟର ଚାକିରୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ ଅନୁସୂଚିତ ଜାତି ପାଇଁ 78ଟି, ଅନୁସୂଚିତ ଜନଜାତି ପାଇଁ 107ଟି, ଏସଇବିସି ପାଇଁ 53ଟି ଏବଂ ଅଣସଂରକ୍ଷଣ 239ଟି ରହିଛି। ଅଧିକ ଖବର ଜାଣିବା ପାଇଁ ଲଗଅନ କରନ୍ତୁ thesamikhsya.com/odia

Read More

ମୁମ୍ବାଇ, ଆଜି ସକାଳୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏଥିସହିତ ଘଡଘଡ ସହ ହାଲକା ପବନ ମଧ୍ୟ ପ୍ରବାହିତ ହେଉଛି। ବର୍ଷାର ପରିମାଣ ଏପରି ହୋଇଛି ଯେ, ମୁମ୍ବାଇର ରାସ୍ତାଘାଟ ବର୍ତ୍ତମାନ ପାଣିର ଲହରୀ ମାରୁଛି। ସାଧାରଣ ଜୀବନଯାତ୍ରା ପୁରା ଠପ୍ ହୋଇଯାଇଛି। ଭୋରରୁ ଏହି ବର୍ଷା ଲାଗିରହିଛି ଯେ ଏ ପର୍ଯ୍ୟନ୍ତ ସାମାନ୍ୟ କମିବାର ନାଁ ଧରୁ ନାହିଁ। ଗତକାଲି ପାଣିପାଗ ବିଭାଗ ତରଫରୁ ଏ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ସେହିପରି ସମୁଦ୍ରରେ ମଧ୍ୟ ପ୍ରବଳ ଜୁଆର ଆସିବା ବୋଲି ସୂଚନା ଦିଆଯାଇଥିଲା। ଏହା ମୌସୁମୀ ବର୍ଷା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Read More

ଭୁବନେଶ୍ବର, କରୋନା ତଥା ଲକଡାଉନ ସମୟରେ ଘରକୁ ଘର ବୁଲି ଖାଦ୍ୟ ସାମଗ୍ରୀ ଯୋଗାଉଥିବା ସଂସ୍ଥାର ଡେଲିଭରୀ ବଏଙ୍କ ଟିକାକରଣ କରାଯାଇଛି। ଏଥିପାଇଁ ଭୁବନେଶ୍ବରରେ ବିଏମସି ତରଫରୁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବିଗି କଂପାନୀର ଡେଲିଭରୀ ବଏ ମାନଙ୍କୁ ଏହି ଟିକାକରଣ କରାଯାଇଛି। ମୁଖ୍ୟତଃ ଏହି ଡେଲିଭରୀ ବଏ ମାନେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି। ଘରକୁ ଘର ବୁଲୁଥିବାରୁ ସେମାନେ ସୁପର ସ୍ପେଡର ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ବର ମହାନଗର ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Read More

ଭୁବନେଶ୍ବର, ସୂଚନା ଓ ଲୋକସଂପର୍କ ବିଭାଗର ସଦ୍ୟ ସୂଚନା ଅନୁସାରେ ଆଜି ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା 649 ରେ ରହିଛି। ସେହିପରି ଦ୍ବିତୀୟରେ କଟକରେ 505 ଜଣ ରହିଛନ୍ତି। ତୃତୀୟରେ ଯାଜପୁର ଜିଲ୍ଲା ରହିଛି। ଏହି ଜିଲ୍ଲାରୁ 382 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Khurda: 649 Cuttack: 505 Jajpur: 382 Balasore: 364 Kendrapada: 287 Angul: 275 Puri: 237 Bhadrak: 222 Mayurbhanj: 210 Jagatsinghpur: 180 Sundargarh: 157 Dhenkanal: 150 Nayagarh: 136 Nawarangpur: 108 Rayagada: 105 Keonjhar: 96 Malkangiri: 89 Kandhamal: 83 Koraput: 88 Bargarh: 61 Kalahandi: 60 Boudh: 57 Gajapati: 48 Sambalpur: 41 Ganjam: 40 Sonepur: 35 Balangir: 31 Deogarh: 20 Jharsuguda: 16 Nuapada: 22 State Pool: 98

Read More

ଭୁବନେଶ୍ବର, ଧୀରେଧୀରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏକଦା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଉପରେ ରହୁଥିବା ବେଳେ ବର୍ତ୍ତମାନ ଏହା 5 ହଜାର ତଳକୁ ଖସିଆସିଛି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲା 4 ହଜାର 852 ଜଣ। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 2 ହଜାର 765 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 2 ହଜାର 87।

Read More

ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ । ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ବୃଷ-ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ । ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ। ଏହି ସପ୍ତାହରେ ଦୀର୍ଘ ଯାତ୍ରା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ । ମିଥୁନ-ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ…

Read More

ଧନୁ-ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ । ମୀନ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ ।

Read More

ମକର –ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । କୁମ୍ଭ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ।

Read More