Author: Samikhsya Bureau

ଚୋରା ଲୁହାପଥର କିଣିବା ଅଭିଯୋଗରେ ଯାଜପୁରରେ ଜଣେ ଶିଳ୍ପପତି, ମ୍ୟାନେଜର ଏବଂ କର୍ମଚାରୀ ଗିରଫ ହୋଇଛନ୍ତି । ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍‌କୁ ବାଟରେ ଚୋରି କରିଥିବା ଅଭିଯୋଗରେ ରାଉରକେଲାର 3 ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ, ତାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀ ଅଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି ।

Read More

VIJAYAWADA. OCT 29 (UNI) TDP National President and Andhra Pradesh former Chief Minister N Chadrababu Naidu paying tributes of TDP founder N T Rama Rao bust size statue during TDP activists meeting at Vijayawada on Tuesday. UNI PHOTO-77U

Read More

CHENNAI, OCT 29 (UNI):- Minister of State for Youth Affairs and Sports and Minority Affairs, Kiren Rijiju interacting with the students, at the Centre for Sports Science, Sri Ramachandra Institute of Higher Education and Research, Chennai on Tuesday.UNI PHOTO-65U

Read More

କେଦାର ମିଶ୍ର  ଗତ କିଛି ବର୍ଷ ହେଲା ଓଡିଶାରେ ଓକିଲ ମାନଙ୍କର ଅଦାଲତ ବର୍ଜନ ଓ ପ୍ରତିବାଦ ଏକ ସାଧାରଣ ଘଟଣା ପାଲଟି ଯାଇଛି। ଏବେ ମଧ୍ୟ ଓଡିଶା ହାଇ କୋର୍ଟର ମାନ୍ୟବର ଓକିଲମାନେ କାର୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଓକିଲଙ୍କ ଆନ୍ଦୋଳନ ପଛରେ ଯେଉଁ କାରଣ କୁହାଯାଉଛି, ତାହା ଅନ୍ତତଃ ଏତେ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏଥିପାଇଁ ଅଦାଲତ ବର୍ଜନ କରିବାକୁ ପଡିବ। ଓଡିଶା ହାଇ କୋର୍ଟ ବାର କାଉନ୍ସିଲ ର ଅଧ୍ୟକ୍ଷ ବିଭିନ୍ନ ଗଣମାଧ୍ୟମରେ କହିଛନ୍ତି ଯେ ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାର ଉଚ୍ଛେଦ ଓ ଓଡିଶା ହାଇ କୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ ଲାଗି କୁଆଡେ ଏହି ଆନ୍ଦୋଳନ ଚାଲିଛି। ଆମ ଜାଣିବାରେ ବର୍ତ୍ତମାନ ସମୟର ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ବଦଳାଇ ଏକ ଜାତୀୟ ବିଚାର ବିଭାଗୀୟ ନିଯୁକ୍ତି କମିଶନ ଗଢିବାକୁ  ଭାରତର ସଂସଦ ଯେଉଁ ୯୯ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଥିଲେ…

Read More

ଆଜି ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏସ ଏ ବୋବେଡଙ୍କୁ ନିଯୁକ୍ତ ଦେଇଛନ୍ତି। ସକାଳେ ଏ ନେଇ ରାଷ୍ଟ୍ରପତି ଭନବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ରାଷ୍ଟ୍ରପତିଙ୍କ ୱାରେଣ୍ଟିକୁ ନୂଆ ମୁଖ୍ୟ ବିଚାରପତି ବୋବେଡଙ୍କୁ ପ୍ରଦାନ କରିଛନ୍ତି। ମିଶ୍ର ବୋବେଡଙ୍କ ବାସଭବନକୁ ଯାଇ ଏହି ୱାରେଣ୍ଟି ପ୍ରଦାନ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍‌ ଗମ୍ଭାରୀମୁଣ୍ଡା ପଞ୍ଚାୟତର ଖଜୁରିଆ ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ସାମନ୍ତସିଂହାର। ମିଳିଥିବା ସୂଚନା ଅନୁସାରେ – ଗତବର୍ଷ ଶିକ୍ଷକତାରୁ ଅବସର ନେଇଛନ୍ତି କୈଳାସ। ତାଙ୍କ ସାଲେରୀ ଆକାଉଣ୍ଟ (ପିଏନ୍‌ବି)ରୁ ସମୁଦାୟ ୨୭, ୦୦୦ ଟଙ୍କା ଉଠାଯାଇଥିବା ନେଇ ସେ ବ୍ୟାଙ୍କରେ ସୂଚନା ଦେଇଥିଲେ। ଏନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ସୁଲତାନପୁରର ଷ୍ଟେଟବ୍ୟାଙ୍କ ଏଟିଏମ୍‌ରୁ ଏହି ଟଙ୍କାକୁ ଉଠାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି।  ମୋଟ ୪ଟି ପର୍ଯ୍ୟାୟରେ ଏହି ଟଙ୍କା ଉଠାଯାଇଥିବାର ବ୍ୟାଙ୍କ ସୂଚନା ଦେଇଛି। ସେ ଓଡ଼ିଶାରେ ରହୁଥିବାବେଳେ ଉତ୍ତରପ୍ରଦେଶ ସୁଲତାନପୁରରୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା କିପରି ସମ୍ଭବ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଛନ୍ତି। ଏନେଇ ସେ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଗରେ…

Read More

କାଳିଆ ସହାୟତା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଦେଇ କହିଛନ୍ତି ଯେ, ନଭେମ୍ବରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା  ମିଳିବ । କେବଳ ତାଲିକାଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଯାଞ୍ଚ ପ୍ରକ୍ରିୟା ସରିଯାଇଛି । ଆସନ୍ତା ମାସରେ ଯୋଗ୍ୟ ହିତାଧୀକାରୀଙ୍କୁ ଏହି ଟଙ୍କା ମିଳିବ । କାଳିଆ ଯାଞ୍ଚ ପ୍ରକ୍ରିୟା ଅଗଷ୍ଟରେ ସରିଥିବାର କହିଛନ୍ତି  କୃଷି ସଚିବ ।

Read More

ସମୀକ୍ଷା ବ୍ୟୁରୋ ରାଜ୍ୟସରକାର କୃଷି ଓ କୃଷକଙ୍କ ଉନ୍ନତି ନିମେନ୍ତ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଏହା ଯେପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥିନିମେନ୍ତ ଅଧିକ ତତ୍ପରତା ଦେଖାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀମାନଙ୍କର ବିହନର ଚାହିଦାକୁ ସମ୍ପୂର୍ଣ୍ଣ ରୂପେ ପୂରଣ ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରେ ଓଡ଼ିଶା ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସାହୁ ଗୁରୁତ୍ବାରୋପ କରିଛନ୍ତି। ଆଜି ପୂର୍ବାହ୍ନରେ ଭୁବେନଶ୍ବରସ୍ଥ ଓଡ଼ିଶା ବିହନ ନିଗର କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ ଅରୁଣ ସାହୁ । ଏଠାରେ କର୍ମଚାରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା…

Read More

ସମୀକ୍ଷା ବ୍ୟୁରୋ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେଯାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପୂଜାରୀପୁଟ ୟୁପି ସ୍କୁଲ ପରିଦର୍ଶନ କରିଥିଲେ । କୋରାପୁଟ ଜିଲ୍ଲା ସଦର ମହକୁମାସ୍ଥ ସଦ୍‌ଭାବନା ଗୃହଠାରେ ଅନୁଷ୍ଠିତ ହେଉଥିବା ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକରେ ଯୋଗ ଦାନ କରି ଶିକ୍ଷାର ସୁପରିଚାଳନା, ଧନ୍ଦାମୂଳକ ଶିକ୍ଷା, ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶନ ସମ୍ପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତ୍ତାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ଠିକ୍‌ ସମୟରେ ଉପସ୍ଥାନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡାଲ୍‌, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାରୁ, ଗୁଣୁପୁର…

Read More

ସମୀକ୍ଷା ବ୍ୟୁରୋ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ  ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ  (ଓସ୍‌ଡମା) ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ମିନି ମାରଥନ୍‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ – ୩ରୁ ଆରମ୍ଭ ହୋଇଥିବା  ‘ବିପର୍ଯ୍ୟୟ ପ୍ରତିରୋଧ ନିମେନ୍ତ ଗୋଷ୍ଠୀ ସଶକ୍ତିକରଣ’ ଶୀର୍ଷକ ଏହି ମିନି ମାରଥନକୁ ରାଜସ୍ବ ଓ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ଇଲୋକ୍ଟ୍ରୋନିକ୍ସ ଓ ସୂଚନା ମାରାଥନକୁ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା  ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିେଲ । ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଲୋଡା ସଚେତନତା । ଆଗୁଆ ସୂଚନା ସହିତ ସାମୂହିକ ଉଦ୍ୟମ ବଳେର ବଡ଼ରୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ସମ୍ଭବପର । ଏହି ସଚେତନତା ଗଣଦୌଡ଼ ଭବିଷ୍ୟତରେ ବିପର୍ଯ୍ୟୟକୁ ମୁକାବିଲା…

Read More

ସମୀକ୍ଷା ବ୍ୟୁରୋ ଆଜିକାଲି ମଣିଷ ଡିଜିଟାଲ୍‌ ମଣିଷ ହୋଇଗଲାଣି । ଆଜିକାଲି ସୋସିଆଲ୍‌ ସାଇଟ୍‌ରେ ପ୍ରାୟ ସମୟ ବିତାଉଛନ୍ତି ଲୋକେ । ଏପରି ସମୟରେ ଜନ୍ମଦିନ ହେଉ ଅଥବା ନିଜ ଜୀବନର ବିଶେଷ କିଛି ଦିନ ଅବା ନିଜ ସ୍ବାସ୍ଥ୍ୟ ପରୀକ୍ଷା ଏସବୁକୁ ମନେ ପକାଇବାକୁ ରିମାଣ୍ଡର୍‌ ରଖିବାକୁ ପଡୁଛି । ଏବେ ଆପଣଙ୍କୁ ଫେସ୍‌ବୁକ୍‌ ବା ସୋସିଆଲ୍‌ ନେଟ୍‌ଓ୍ବାର୍କ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଥା ମନେ ପକାଇଦେବ । ଏବେ ସବୁଠୁ ବହୁଳ ଲୋକପ୍ରିୟ ସୋସିଆଲ୍‌ ନେଟ୍‌ଓ୍ବାର୍କିଂ ସାଇଟ୍‌ (ଫେସବୁକ) ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ମନେପକାଇ ଦେବା ସହିତ ଉତ୍ତମ ପରାମର୍ଶ ମଧ୍ୟ ଦେବ । ଫେସବୁକ୍‌ ଏବେ  ‘ପ୍ରିଭେଟିଂ ହେଲ୍‌ଥକେୟାର’ ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସାହାଯ୍ୟରେ ଠିକ୍‌ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନୋଟିଫିକେସନ୍‌ ମିଳିବ । ଏହି ନୂଆ ଫିଚରଟି ସୋମବାର ଦିନ ଆମେରିକାରେ…

Read More

ସମୀକ୍ଷା ବ୍ୟୁରୋ ସଡକ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ମାଗଣା ଚିକିତ୍ସା ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ବିଧିବଦ୍ଧ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ସରକାରୀ ଡାକ୍ତରଖାନାମାନଙ୍କର ଦୁର୍ଘଟଣା ପରବର୍ତ୍ତୀ ମାଗଣା ଚିକିତ୍ସା ଥିବାବେଳେ ଏହି ସୁବିଧା ଏବେ ଘରୋଇ ଚିକିତ୍ସାଳୟରେ ମଧ୍ୟ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ପାଇଁ ଏହା କେବଳ  କଟକର ଅଶ୍ବିନୀ ହସ୍ପିଟାଲ୍‌, ଭୁବନେଶ୍‌ବରର ଆପଲୋ ଓ ଆମ୍ରି ହସ୍ପିଟାଲରେ ଉପଲବ୍ଧ ହେବ ।  ଏଥିରେ ସାହାଯ୍ୟ କରିବା ପାଇଁ ଏକ ନିୟନ୍ତ୍ରଣ କକ୍ଷ କରାଯାଇଅଛି । ପୀଡ଼ିତଙ୍କ ସହାୟତା ପାଇଁ ୩ଟି ହେଲ୍‌ପଲାଇନ୍‌ ନମ୍ବର ଜାରି  କରାଯାଇଛି ।ନମ୍ବରଗୁଡ଼ିକ ହେଲା – ୯୩୪୮୬-୭୭୧୩୩, ୯୪୩୯୯-୯୮୧୫୩, ୯୪୩୭୦-୫୪୯୩୦

Read More

ଆଜି ପୋଲିସକୁ ଆଉ ଏକ ସଫଳତା ମିଳିଛି । ପଥର ମାଫିଆ ମହମ୍ମଦ ତବରେଜକୁ ପୋଲିସ କୋଲକାତା ବିମାନ ବନ୍ଦରରୁ ଗିରଫ କରିଛି । ମହମ୍ମଦ ଥାଇଲାଣ୍ଡ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗିରଫ କରାଯାଇଛି । ସେ ଗତ କିଛିଦିନ ଧରି ଫେରାର ହୋଇଯାଇଥିଲା । ପରେ ତାହା ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା । ଏବେ ତାକୁ ଗିରଫ କରାଯାଇ ଭୁବନେଶ୍ୱର ଏସଟିଏଫ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ।

Read More

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ 55 ନମ୍ବର ଜାତାୟ ରାଜପଥ ରାଧାକିଶୋରପୁର ଓଭରବ୍ରିଜ ନିକଟରେ ଏକ ଡକାୟତି ଘଟିଛି । ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଆଜି 18 ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ସମୟ ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଦୁଇଟି ପଲସରରେ ଚାରିଜଣ ଯୁବକ ଆସି ସନ୍ତୋଷଙ୍କୁ ଅଟକାଇଥିଲେ । ପ୍ରଥମେ ଦୁର୍ବୃତ୍ତମାନେ ଗାଡି ଚାବି ଛଡ଼ାଇ ନେଇ ଯାଇଥିଲେ । ପରେ ସେମାନେ ସନ୍ତୋଷଙ୍କୁ ଧମକ ଚମକ ଦେଇ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ ।

Read More

ଖେଳାଙ୍କୁ ସାହାର୍ଯ୍ୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ନୂଆ ଘୋଷଣା କରାଯାଇଛି । ସ୍ପୋର୍ଟସ୍‌ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଭତ୍ତା 2 ଶହରୁ 5 ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଛାତ୍ରଙ୍କ ଭତ୍ତା 3 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍‌ଏସ୍‌ଏଫ୍‌ ସ୍ବୀକୃତୀପ୍ରାପ୍ତ ପ୍ରତିଯୋଗିତା ନିମନ୍ତେ ବାହାରକୁ ଗଲେ ଦୈନିକ 300 ଟଙ୍କାର ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଜାତୀୟ ସ୍ତରରେ ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସ୍ବର୍ଣ୍ଣ ପଦକ ବିଜୟୀଙ୍କୁ ମାସିକ ଏକ ହଜାର, ରୌପ୍ୟ ପଦକ ବିଜେତାଙ୍କୁ 5 ଶହ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ମାସିକ ଅତିରିକ୍ତ 3 ଶହ ଟଙ୍କାର ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜାତୀୟ ରେକର୍ଡ ଯଦି ଏକ ବର୍ଷ ପର୍ଯ୍ୟନ୍ତ ଅତୁଟ ରୁହେ ତେବେ ମାସିକ 5…

Read More

ସମୀକ୍ଷା ବ୍ୟୁରୋ ଭାରତ ବର୍ଷର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଏନ୍ତୁଡିଶାଳ କୁହାଯାଉଥିବା ଐତିହାସିକ, ପବିତ୍ର, ବଳିଷ୍ଠ ବୀର ପ୍ରସବୀନି ବାଣପୁର ମାଟି । ଯେଉଁ ମାଟି ସମସ୍ତ ଭାରତବର୍ଷକୁ ଇଂରେଜ ବିରୋଧ ବିପ୍ଳବର ବାର୍ତ୍ତା ପ୍ରଦାନ କରିଥିଲା । ଯେଉଁ ପାଇକ ପୁଅ ନିଜ ଜୀବନକୁ ବାଜି ଲଗାଇ ଏ ମାଟି ମା’ ପାଇଁ ଲଢେଇ କରିଥିଲେ । ଆଜି ସେହି ମହାନ୍‌ ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଦେଇ  ତଥା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜିର ଏହି ଉତ୍ସବରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ‘ପାଇକ କୂଳତିକଳ’ ସମ୍ମାନରେ ସମ୍ମାନିତ କରାଯିବ । ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଅତିଥିବ ଭାବରେ ଏହି ଉତ୍ସବରେ ଯୋଗଦାନ କରିଛନ୍ତି  । ସ୍ଥାନୀୟ ପଲଟଣ ପଡ଼ିଆଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ସାଧାରଣ ସଭା…

Read More

ବାଂଲାଦେଶୀ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ସାକିବ୍‌ଙ୍କୁ ଦିଆଯାଇଥିବା ନୋଟିସ୍‌ର ଜବାବ ଦେଇ ନଥିବାରୁ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହିତ ଭାରତ ଗସ୍ତ ପାଇଁ ସାକିବ୍‌ଙ୍କୁ ଦଳରେ ସାମିଲ କରାଯାଇ ନାହିଁ । 2017ରେ ଜଣେ ବୁକି ସାକିବ୍‌ଙ୍କୁ ମ୍ୟାଚ୍‌ ଫିକ୍ସିଂ ପାଇଁ ସମ୍ପର୍କ କରିଥିଲେ, ସାକିବ୍‌ ମ୍ୟାଚ୍‌ ଫିକ୍ସିଂରେ ସମ୍ପୃକ୍ତ ନଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ଅଭିଯୋଗ କରିନଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ସାକିବ୍‌ଙ୍କୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ସାକିବ୍‌ ଏହାର ଉତ୍ତର ରଖିନାହାନ୍ତି । ଫଳରେ ସାକିବ୍‌ ବର୍ତ୍ତମାନ ଦେଢବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସମାପିତ 50 ଓଭର ବିଶ୍ବକପ୍‌ରେ ସାକିବ୍‌ 606 ରନ୍‌ ସଂଗ୍ରହ କରିବା ସହିତ 11ଟି ଓ୍ବିକେଟ୍‌ ଅକ୍ତିଆର…

Read More

ରଙ୍ଗାଚରଣ ପ୍ରଧାନ କିଏ କହିଲା ଯେ ଭାରତରେ ସବୁକିଛି ଭଲ ନାହିଁ ? ଆଜ୍ଞା, ଆପଣ ଟୁଇଟରକୁ ଯାଆନ୍ତୁ ନା । ସେଠାରେ ଆପଣଙ୍କୁ ଭଲ ଦିନ ମିଳିଯିବ । ଭାରତର ଖେଳଜଗତ ଓ ଫିଲିମ୍ ଦୁନିଆର ତାରକାମାନେ ସେଠାରେ ଆପଣଙ୍କୁ ଭଲ ଦୁନିଆକୁ ନେଇ ଯିବା ପାଇଁ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଶହ ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ସିନେମାର ଚକୋଲେଟି ହିରୋଇନ୍ ଓ ହିରୋମାନେ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଭାରତୀୟ ଖେଳାଳିମାନେ ବି ସେହିଠାରେ ଆପଣଙ୍କୁ ମିଳିଯିବେ । ଏକଥା ଜଣାନାହିଁ ଯେ ସେମାନେ ଦେଶ ଓ ତାହାର ସମସ୍ୟାଗୁଡିକ ବିଷୟରେ କ’ଣ ଜାଣିଛନ୍ତି କିମ୍ବା ଜାଣିବାକୁ କେବେ ଅବସର ପାଇଛନ୍ତି । ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଦ୍ରୁତ ପତନ୍ନୋମୂଖୀ ଅର୍ଥନୀତି, ସମଗ୍ର ଜାମ୍ମୂ କାଶ୍ମୀରକୁ ଜେଲ୍ ରେ ପରିବର୍ତ୍ତନ କରିବା , ଧର୍ଷଣକାରୀଙ୍କୁ…

Read More