Categories
ବିଶେଷ ଖବର

ଅଭିଜିତ୍ ଆୟାର ମିତ୍ର! ଯାଅ, ଓଡ଼ିଶାବାସୀ ତମକୁ ଉଦାର ଭାବରେ କ୍ଷମା କରିଦେଲେ

ସମୀକ୍ଷା ବ୍ୟୁରୋ

ଅଭିଜିତ ଆୟାର ମିତ୍ରଙ୍କୁ ପରିଶେଷରେ ସବୁ ମାମଲାରୁ ମୁକ୍ତ କରିବା ପାଇଁ ଓ ସେ ଯେଉଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ତାକୁ ଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ଉଚିତ୍ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଉପରେ ଅଭିଜିତ ଯେଉଁ ପ୍ରକାର ମନ୍ତବ୍ୟ ଦେଇଥିଲେ, ତାହା ଅତ୍ୟନ୍ତ ଅଶ୍ଳୀଳ, ହିଂସା ଉଦ୍ରେକକାରୀ ଓ ଅନେକାଂଶରେ ଅମାନବୀୟ। ପ୍ରାଥମିକ ଭାବରେ ଓଡ଼ିଶାରେ ଏହି ତରୁଣ ସାମ୍ବାଦିକଙ୍କ ପ୍ରତି ଲୋକଙ୍କର କ୍ରୋଧ ରହିଥିବାବେଳେ, ପରବର୍ତ୍ତୀ ସମୟରେ ଏହା ପ୍ରଶମିତ ହୋଇଛି। ଲୋକ ଅଭିଜିତଙ୍କୁ କ୍ଷମା କରିଦେଇଛନ୍ତି। ଅବଶ୍ୟ ଏ କ୍ଷେତ୍ରରେ ନିଜେ ଅଭିଜିତ ଅତ୍ୟନ୍ତ ନମ୍ର ଭାବରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିସାରିଥିଲେ। ତାଙ୍କୁ ଓଡ଼ିଶାର ବିଧାନସଭା ଗତ ୧୬ ନଭେମ୍ବରରେ କ୍ଷମା କରିସାରିଥିବା ବେଳେ ଆଜି ଓଡ଼ିଶା ସରକାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ତାଙ୍କ ଉପରେ କରାଯାଇଥିବା ସବୁ ମାମଲା କୁ ପ୍ରତ୍ୟାହାର କରିନିଆଯିବ ବୋଲି କହିଛନ୍ତି। ଉପଯୁକ୍ତ ଆଇନଗତ ପ୍ରକ୍ରିୟାରେ ଅଭିଜିତଙ୍କୁ ଓଡ଼ିଶା ସରକାର ମୁକ୍ତି ଦେଇଛନ୍ତି।

ତେବେ ଅଭିଜିତଙ୍କ ଗିରଫଦାରିକୁ ବାକ୍ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଥିଲା, ତାହାର କୌଣସି ପ୍ରଭାବ ଓଡ଼ିଶାରେ ପଡ଼ିନାହିଁ। କେବଳ ଅଭିଜିତଙ୍କୁ ଓଡ଼ିଶା ଆଣି ବୁଲେଇଥିବା ତାଙ୍କର ବନ୍ଧୁ ବୈଜୟନ୍ତ ପଣ୍ଡା ଓ ତାଙ୍କ କମ୍ପାନୀ ଅନୁଗ୍ରହରେ ଥିବା କେତେଜଣ ସାମ୍ବାଦିକଙ୍କୁ ବାଦ୍ ଦେଲେ ଓଡ଼ିଶାରେ କେହି ଅଭିଜିତଙ୍କ ସପକ୍ଷରେ କହିନଥିଲେ। ପ୍ରଥମ କଥା ହେଉଛି, ଅଭିଜିତ୍ କୋଣାର୍କକୁ ନେଇ କେବଳ ରସିକତା କରୁନଥିଲେ, ସେ କୋଣାର୍କର ଶୃଙ୍ଗାର ସ୍ଥାପତ୍ୟ ଆଳରେ ଏକ ସାମ୍ପ୍ରଦାୟିକ ବିଭାଜନ ପାଇଁ ଲୋକଙ୍କୁ ଉସୁକାଉଥିଲେ। ଓଡ଼ିଶାର ଇତିହାସ, ସଂସ୍କୃତି ଓ ଜନ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ନିହାତି ନିମ୍ନ ସ୍ତରର ଥିଲା। ତାଙ୍କୁ ସମର୍ଥନ କରି ଜାତୀୟ ଗଣମାଧ୍ୟମରେ ଯେଉଁମାନେ ଲେଖାଲେଖି କରୁଥିଲେ, ସେମାନେ ଅଭିଜିତଙ୍କ ରାଜନୀତି ଓ ଘୃଣା ସୃଷ୍ଟିକାରୀ ବକ୍ତବ୍ୟ ବିଷୟରେ କିଛି ଉଲ୍ଲେଖ କରୁନଥିଲେ।

ଅଭିଜିତଙ୍କ ମତ ସବୁବେଳେ ଅତି ନିମ୍ନ ରୁଚିର ଓ ବିଭାଜନକାରୀ ରହିଆସିଛି। ତେଣୁ ତାଙ୍କୁ ମୁକ୍ତ ବିଚାର ଓ ଅଭିବ୍ୟକ୍ତିର ପ୍ରତୀକ ଭାବରେ ଉପସ୍ଥାପନ କରିବା ନିହାତି ନିନ୍ଦନୀୟ। ଅନ୍ୟମାନଙ୍କ ତୁଳନାରେ ଏହି ପ୍ରସଙ୍ଗରେ ଓଡ଼ିଶାରେ ଦୀର୍ଘଦିନ ଧରି କାମ କରିଥିବା ଜଣେ ବଙ୍ଗାଳୀ ସାମ୍ବାଦିକଙ୍କ ମତ ସବୁଠୁ ଭୟଙ୍କର ଥିଲା। ସେ ଅଭିଜିତଙ୍କ ସବୁ ପୁରୁଣା ଟୁଇଟରେ ଟୁଇଟ କରି ଜେଲ ଯିବାକୁ ପ୍ରସ୍ତୁତ ବୋଲି ଖୋଲାଖୋଲି ଲେଖିଥିଲେ। ସୌଭାଗ୍ୟର ବିଷୟ ଏହି ଭଦ୍ରଲୋକଙ୍କ କଥାର କୌଣସି ପ୍ରଭାବ ଓଡ଼ିଆଙ୍କ ମନରେ ପଡିନଥିଲା।

ପରିଶେଷରେ ଓଡ଼ିଶା ସରକାର ଅଭିଜିତଙ୍କୁ କ୍ଷମା କରି ଦେଇଥିବାରୁ, ଏହି ଘଟଣା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ତେବେ ଏହି ପ୍ରସଙ୍ଗ ଅଭିଜିତଙ୍କୁ ଉଚିତ୍ ଶିକ୍ଷା ଦେଇଥିବ ବୋଲି ଆଶା କରାଯାଏ ।

Categories
ବିଶେଷ ଖବର ସଂସ୍କୃତି

କୋଣାର୍କ ଆନ୍ତର୍ଜାତୀୟ ବାଲୁକା ଚିତ୍ର ପ୍ରଦର୍ଶନୀ- ଏକ ଫଟୋ ଆଲବମ

କୋଣାର୍କ ନୃତ୍ୟୋତ୍ସବ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଗତ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ। ପୃଥିବୀର ବିଖ୍ୟାତ ବାଲୁକାଶିଳ୍ପୀ ମାନେ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରୁଛନ୍ତି। ସର୍ବ ଧର୍ମ ସମଭାବ ଓ ସମନ୍ୱୟର ସ୍ୱର ବହନ କରୁଥିବା କେତୋଟି ଫୋଟୋଗ୍ରାଫକୁ ନେଇ ଆମର ଏଇ ଫଟୋ ଆଲବମ।

ଫଟୋ ସୌଜନ୍ୟ- ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର

Categories
ଆଜିର ଖବର

Dangers of climate change staring on world’s face

Representatives from nearly 200 countries are gathering in Poland for talks on climate change — aimed at breathing new life into the Paris Agreement.The UN has warned the 2015 Paris accord’s goal of limiting global warming to “well below 2C above pre-industrial levels” is in danger because major economies, including the US and the EU, are falling short of their pledges.

But scientists at the Intergovernmental Panel on Climate Change (IPCC) — the leading international body on global warming — last month argued the 2C Paris pledge didn’t go far enough. The global average temperature rise actually needed to be kept below 1.5C, they said, according to a BBC News report.

Categories
ଆଜିର ଖବର

Allen Solly has something different for cine-goers

It is about new series of work-wears that Allen Solly with a campaign called ‘Open Work Culture’ that regards the importance of an employee friendly work environment. The manufacturers have released a TVC about cool commutes to work and also a video was released on how they amazed the audience at select PVRs with a surprising performance and special vouchers under the seats.

Categories
ଆଜିର ଖବର

Rahul’s counter offensive against Modi’s fresh attack

Apparently offended by verbal offensives from Prime Minister Narendra Modi, Congress president Rahul Gandhi on Tuesday made scathing counter attack on the former accusing him of betraying unemployed youth of the country.   Speaking  in Malakheda town, an aggressive Gandhi said “Prior to the Lok Sabha general elections, Modi had promised to the youths that he would provide employment to two crore people every year”.

Categories
ଆଜିର ଖବର

Apollo creates milestone in cardiac surgery, crosses 50,000

Apollo Hospitals Enterprise Limited (AHEL) on Tuesday announced successful completion of more than 50,000 cardiac surgeries at its Chennai flagship
hospital. This new milestone in cardiac Surgery was achieved with superior outcomes on par with international standards. The over 50,000 cardiac surgeries included complex procedures like bypass, Valve replacements, pediatric cardiac procedures,
transplants and minimally invasive procedures.

Categories
ଆଜିର ଖବର

Katrina Kaif relieved after breakup with Ranbir Kapoor

Once Bollywood sensation Katrina Kaif has long after broke her silence saying she is happy to have the breakup. The actress was referring to her rumoured friendship with Ranbir Kapoor. ‘I now see it as a blessing because I was able to recognize my patterns thought process’. Katrina said that she could see them from a whole different perspective.

Categories
ଆଜିର ଖବର

S-400 purchase:India, US to ‘sort out’ sanctions waiver, says Mattis

Indian and US officials in coming days will sort out all issues related to the United States possibly waiving sanctions against India for its purchase of Russian S-400 air defence systems, Secretary of Defence James Mattis said at the Pentagon.
“We’ll sort out all those issues here, and in the days ahead… we’ll work all this forward,” Mattis told reporters on Monday when asked, if he expects New Delhi to get a sanctions waiver over the S-400 purchase.

Categories
ଆଜିର ଖବର

JioSaavn the largest streaming, entertainment and artist platform launched by Saavn Media

Saavn Media Private Limited, a subsidiary of Reliance Industries Limited (RIL), on Tuesday launched JioSaavn, South Asia’s largest streaming, entertainment and artist platform.
JioSaavn represents the official integration of JioMusic, India’s most popular music app, and Saavn, India’s leading global over-the-top platform. The new integrated app will be available across all App Stores, including the Jio app store, on JioPhone, as well as, at www.jio.com/jiosaavn.
As announced in March 2018, at the time of acquisition of Saavn by Reliance Industries Ltd, the implied valuation of the combined entity at over USD 1 billion makes it the most valuable music streaming platform in South Asia, and among the most popular in the world.
JioSaavn combines the streaming media expertise of Saavn with Jio’s digital services ecosystem. Jio is India’s
largest digital services network with over 252 million subscribers. The integrated app has a massive addressable
market opportunity both in India as well as for the Indian diaspora.

Categories
ଆଜିର ଖବର

Rahul Gandhi lashed at government on nexus with Nirav & Chowski

Alleging that the government had evidence to arrest Nirav Modi and Mehul Choksi months before they fled the country but did not do so as Finance Minister Arun Jaitley’s daughter was hired as Choksi’s lawyer, Congress president Rahul Gandhi on Monday demanded Mr Jaitley’s resignation.
In a post on social media, Rahul said, “8 months before they were allowed to flee, the IT department wrote a 10,000 page report on Chota Modi & Choksi’s massive fraud.
Govt had evidence to arrest them. But didn’t because FM Jaitlie’s daughter was hired as Choksi’s lawyer.
FM Jaitlie must resign immediately.”
Mr Gandhi posted on his Twitter handle a media report which claimed that IT report waved red flags eight months before the PNB scam broke, but was not shared with other agencies.
Earlier, addressing a press conference, AICC

Categories
ଆଜିର ଖବର

Mukesh Ambani’s tryst with man telling Jio flops

The corporate giant Mukesh Ambani was defenseless that evening at Deepika Padukone’s reception when a photographer taking clips told him that ‘Jio chal nahi raha’ and to which Ambani just smiled back and said nothing. The video has gone viral in social media.

Categories
ଆଜିର ଖବର

Samsung got trolled trying to say about it’s new phone using Apple iPhone for tweet

Business deal derails as an attempt by the Samsung to promote its new product Galaxy Note 9,  the company took to the use of Apple iPhone for tweeting its product through tweets. That did not work out as the company soon got trolled  and Samsung Mobile was shut after the tweet went viral once widely shared online.

Categories
ଆଜିର ଖବର

Use of Google to trace rich for robbing

A tech savvy thief from Andhra Pradesh, Sathya Reddy made a novel attempt to rob the rich ones through use of Google map to know the posh families in Chennai and took a flight. His mapping helped as he started breaking into few houses where people were outside and robbed them, even by breaking houses where owners could be overpowered. He was somehow arrested by the Chennai police.

Categories
ବିଶେଷ ଖବର

ଆମର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ମାନେ ଆମ ଭିତରେ ସଭିଏଁ ଆଶାୟୀ; ଧର୍ମେନ୍ଦ୍ର ବନାମ ଜୁଏଲ ଓ ବିଜେପି ଭିତରେ ଛାୟାଯୁଦ୍ଧର କାହାଣୀ

ସମୀକ୍ଷା ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିଛି ଦିନ ତଳେ ଗୋଟେ ଗୁଗୁଲି ବଲ୍ ପକାଇଥିଲେ, ଯାହାର ପ୍ରତିକ୍ରିୟା ଆଜି ଦେଖିବାକୁ ମିଳିଛିବିଜେପିର ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଗକୁ ଅଣାଯିବକି ବୋଲି ପ୍ରଶ୍ନର ଉତ୍ତରରେ ଜୁଏଲ କହିଥିଲେ ଯେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତେଣୁ ଏ ପ୍ରସଙ୍ଗରେ ସନ୍ଦେହର ଅବକାଶ ନାହିଁ। ଏକଥା କହିଲାବେଳେ, ଜୁଏଲ ଭଲଭାବରେ ଜାଣିଥିଲେ ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏ ବିଷୟରେ କିଛି ସୂଚନା ଦେଇନାହିଁ ଓ ଦଳ ଭିତରେ ଗୋଟେ ବଡ଼ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମଘୋଷିତ ନେତୃତ୍ୱକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି

 ଏହି ପୃଷ୍ଠଭୂମିରେ ଯେତେବେଳେ ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଆସିଲେ, ହଠାତ୍ ତାଙ୍କୁ ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତରଫରୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର ଆରମ୍ଭ କରାଗଲା। ସୋସିଆଲ ମିଡିଆ ଓ ମୁଖ୍ୟଧାରାର ଗଣମାଧ୍ୟମରେ ଅପରାଜିତାଙ୍କ ଯୋଗଦାନ ତଥା ଦିଲ୍ଲୀ ଢାଞ୍ଚାରେ କିରଣ ବେଦୀଙ୍କ ପରି ତାଙ୍କୁ ବିଜେପିର  ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ଭାବରେ  ବଢ଼େଇ ଚଢ଼େଇ ପ୍ରଚାର କରିବାକୁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଜି ମଧ୍ୟ ଜୋରସୋର୍ ଉଦ୍ୟମ କରୁଛନ୍ତି। ଅପରାଜିତା ନିଜେ ଯେଉଁ ଟେଲିଭିଜନ ସାକ୍ଷାତକାର ସବୁ ଦେଉଛନ୍ତି, ସେଥିରେ ସେ ବିଜେପିର ସବୁଠୁ ବଡ଼ ନେତା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଅପରାଜିତାଙ୍କ ମୁଣ୍ଡ ଉପରେ କେଉଁଠି ନା କେଉଁଠି ବିଜେପିର ବଡ଼ ନେତାଙ୍କ ଆଶୀର୍ବାଦ ରହିଛି।

ଜୁଏଲ ଓରାମ ପୁରୁଖା ନେତା। ସେ ଜାଣିଶୁଣି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ବାବୁ ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ ବୟାନ ଦେଇଥିଲେ। ଧର୍ମେନ୍ଦ୍ର ଏ ପ୍ରକାର ବୟାନକୁ ଭାବିଚିନ୍ତି ଆଜି ଗୋଟେ ଅଲଗା ମୋଡ଼ ଦେବାକୁ ଚେଷ୍ଟା କରିଛନ୍ତି। ବିଜେପି ସାମୁହିକ ନେତୃତ୍ଵରେ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି। ଆମ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେହିନାହାନ୍ତି ବୋଲି କହିବାର ଅର୍ଥ ହେଉଛି ଆମ ଦଳରେ ଏକାଧିକ ଦାବୀଦାର ଅଛନ୍ତି। ଜୁଏଲ, ଧର୍ମେନ୍ଦ୍ର, ପ୍ରତାପ ଷଡଙ୍ଗୀ, କନକ ବର୍ଦ୍ଧନ ସିଂ ଦେଓ, ବିଶ୍ବଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ  ଓ ଖୋଦ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପରି ବରିଷ୍ଠ ନେତା ଏବେ ନବାଗତ ଅପରାଜିତାଙ୍କ ଆଗରେ ଫିକା ପଡିଯାଉଛନ୍ତିଅପରାଜିତାଙ୍କ ଯୋଗଦାନ ଦଳକୁ ଶକ୍ତି ଦେଇଛି ବୋଲି ଉପରେ ଉପରେ ଯୁକ୍ତି କରୁଥିବା ବିଜେପି ନେତାମାନେ ଭଲଭାବରେ ଜାଣନ୍ତି ଯେ ଅପରାଜିତାଙ୍କ ସାଧାରଣ ଜୀବନ ସହିତ ବିଶେଷ ସମ୍ପର୍କ ନାହିଁ। କ୍ୟାମେରା ଲାଇଟରୁ ଦୂରକୁ ଚାଲିଗଲେ ତାଙ୍କର ରାଜନୈତିକ ଅସ୍ତିତ୍ଵ ବିଶେଷ ନାହିଁ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ଯେ ନବାଗତ ଅପରାଜିତାଙ୍କୁ ଧର୍ମେନ୍ଦ୍ର ଓ ଜୁଏଲଙ୍କ ତୁଳନାରେ ଅଧିକ ଗୁରୁତ୍ଵ ଦେଉଛନ୍ତି, ତାହା ଏହି ଦୁଇ ନେତାଙ୍କୁ ବିଚଳିତ କରିବା ସ୍ଵାଭାବିକ

ଇତି ମଧ୍ୟରେ ଶହେ କୋଡିଏ ର ଲକ୍ଷ୍ୟ କଥା କହିବା ଭୁଲି ଧର୍ମେନ୍ଦ୍ର ବାବୁ ନିଜେ ୧୪୭ ଆସନରେ ଲଢିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି। ଏହାକୁ ୧୪୭ ଟି ଯାକ ବିଧାନସଭାରେ ମୋ ବ୍ୟତୀତ ଆଉ କେହି ନେତା ନାହାନ୍ତି ଅର୍ଥରେ ମଧ୍ୟ ଗ୍ରହଣ କରାଯାଇପାରିବସାମୁହିକ ନେତୃତ୍ଵରେ ନିର୍ବାଚନ ଲଢିବା ସହିତ ୧୪୭ ଟି ଯାକ ଆସନରେ ଲଢିବାର ଇଚ୍ଛା ପ୍ରସଙ୍ଗ ଏକାସାଙ୍ଗରେ ଉଠାଇ ଧର୍ମେନ୍ଦ୍ର ଜୁଏଲଙ୍କୁ ଚେକମେଟ କରିବାକୁ ଚାହୁଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବାର ମୂଳ କାରଣ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମଘୋଷିତ ନେତୃତ୍ୱ ବୋଲି ପରୋକ୍ଷରେ କହିଛନ୍ତିଦିଲ୍ଲୀପ ରାୟ ତାଙ୍କ ଚିଠିରେ ଜୁଏଲଙ୍କୁ ପ୍ରଶଂସା କରିଥିବାବେଲେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତିଏହି ସବୁ ଘଟଣାରୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ପ୍ରତି ବିଜେପିର ଭିତିରି ଘରେ ଅସନ୍ତୋଷ ଦାନ ବାନ୍ଧୁଥିବାର ପ୍ରମାଣ ମିଳୁଛି।

ଆଉ ଦୁଇ ସପ୍ତାହ ଭିତରେ ହୁଏତ ବିଜେଡ଼ିରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିକୁ ଆସିପାରନ୍ତି। ବୈଜୟନ୍ତଙ୍କ ନିଜ ଟେଲିଭିଜନ ସଂସ୍ଥା ର ଖବର ପରିବେଷଣ ଶୈଳୀ ରେ ଏବେ ଗେରୁଆ ରଙ୍ଗର ପ୍ରଭାବ ଅଧିକ ଦେଖିବାକୁ ମିଳୁଛିତେଣୁ ଦୀର୍ଘ ଦିନର ଅପେକ୍ଷା ପରେ ବୈଜୟନ୍ତ ହୁଏତ ବିଜେପି କୁ ପ୍ରବେଶ କରିପାରନ୍ତିସେ ଆସିଲା ପରେ ଦଳର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ  ଆଉ ଏକ ନୂଆ ମୁହଁ ଯୋଡିହେବତେବେ ଅସଲ କଥାଟି ହେଉଛି, ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯେତିକି, ସେତିକି ସଂଖ୍ୟକ ବିଧାନସଭା ଆସନ ଜିଣିବାକୁ ବିଜେପି ସମର୍ଥ ହେବ ତ!!

Categories
ଆଜିର ଖବର

Rahul takes pot-shot at KCR

Yet again targeting Telangana Rashtra Samithi (TRS) Supremo and caretaker Chief Minister K Chandrashekar Rao( popularly known as KCR), Congress President Rahul Gandhi on Monday said that the people of the state dreamed about ‘Golden Telangana” comprising sufficient water, resources and jobs.However, only one family that of KCR emerged as “golden family” because the TRS Chief shattered the people’s dream by not fulfilling a single promise, Mr Gandhi alleged while addressing a public meeting at Gadwal.

Categories
ଆଜିର ଖବର

Modi attacks Nehru’s rose pinning as elite aura

Prime Minister Narendra Modi on Monday made a blistering attack on country’s first Prime Minister Pt Jawahwarlal Nehru for his faulty agrarian policies and said those were essentially responsible for the hardships of farming community.

Addressing an election rally at here, he asserted that things would have been different if Sardar Vallabhbhai Patel was in power during those days.

“Yeh Gulab Ke phool lagake ghumne wale log, bagicho ka gyan tha. Unko kheto ka gyan nahi tha

(“I want to say something very clearly. Those who roamed about with ‘rose’ pinned on attire might have had knowledge of the garden but hardly understood anything about farming),” the Prime Minister said.

“Those leaders did not appreciate the hard work of Indian farmers. If Sardar Patel was country’s first Prime Minister, the farmers would not be going through the problems they are facing today,” Mr Modi said charging the Congress with “spreading falsehood” about farming community.

Categories
ଆଜିର ଖବର

Qatar to leave OPEC in New Year

Qatar on Monday announced that it would leave the Organization of Petroleum Exporting Countries (OPEC) from the start of the new year and concentrate on developing and raising its natural gas output to 110 million tonnes from 77 million tonnes a year.

At a news conference, Minister of State for Energy Affairs, Managing Director and Chief Executive Officer of Qatar Petroleum (QP) Saad bin Sherida Al Kaabi said Qatar informed its decision to OPEC earlier in the day.

Categories
ଆଜିର ଖବର

Congress is a ‘varsity of falsehood’ PM Modi

Fresh from overseas visit and just four days to go for crucial assembly elections in Rajasthan, Prime Minister Narendra Modi on Monday described Congress party as a “university of falsehood” and maintained the general refrain that every five years government has to change in the desert state will be proved wrong this time.
“Congress has become a university of falsehood. More lies one says in that party, that person is rewarded,” the Prime Minister said addressing an election rally here.

He said there is a general refrain that every five years, the government is changed in Rajasthan and hence Congress party is sitting pretty satisfied confident that they will come back to power without doing anything.

Categories
ଆଜିର ଖବର

A soldier and murder accused died in custody in Bangaluru

A 53-year-old man, a retired soldier, who was arrested on charges of allegedly murdering his wife, died while he was in police custody on Monday.
Official sources said police had arrested Krishnamurthy on the charges of murdering his wife Meghala Devi (50) on November 20 and he had also confessed to have murdered his wife over family dispute. He had informed the police that he threw the weapon used for the murder near Kalkare on the outskirts of the city.
Then police took him to the spot to recover the weapon. While he was being taken to the spot, He collapsed while police were taking him. He was immediately rushed to a nearby hospital but had died on the way to the hospital, DCP Rahul Kumar Shapurwada informed.
After retiring from Indian army the deceased had been working in a private firm as lift operator. As he died while being in police custody, Additional Commissioner of police Seemanth Kumar Singh has entrusted the case to CID.

Categories
ଆଜିର ଖବର

Three films old Sanya Malhotra basking in Femina glory

Sanya Malhotra, who is riding high on her recently released film ‘Badhaai Ho’ just posted Femina Hindi’s next magazine cover featuring her. The actress, who is just three films old has featured on yet another magazine cover for their December edition.
Sanya has extensively spoken about her career graph and two films release in a small span of time.
The actress has spoken how she always tried her best while working and always tries to give her best which makes her wanting for more. Sanya played two diversely different character in her last two films, ‘Patakha’, which was directed by Vishal Bharadwaj and ‘Badhaai Ho’ directed by Amit Ravindernath Sharma.

In ‘Patakha’ the actress played the role of a girl from a very small Village of Rajasthan, which is based on an acclaimed short story by renowned writer Charan Singh Pathik. In ‘Badhaai Ho’ she plays Delhi girl, who knows whats she wants in her life.

On the work front, her next film starring Nawazuddin Siddique, directed by Ritesh Batra ‘Photograph’ will be screened at Sundance Film Festival.

Categories
ଆଜିର ଖବର

Forced conversion of minor girls in Shelter Homes in Odisha

A video has gone viral in several platforms where in a Shelter Home in Dhenkanal in which it was shown that minor girls are given forced ‘benediction’ and conversion into Christianity. The conversion was going on unlawfully and the expose has given grains for the political opposition. How can the intelligence failed to trace such a heinous process is surprising which going on in 26 such homes.

Earlier there were allegation from the Shelter Home regarding sexual exploitation of minor girls.