Author: Samikhsya Bureau

Bollywood actress Sonali Bendre on Tuesday turned 44, and her husband Goldie Behl posted a heartfelt message wishing her love and happiness.Taking to his social media accounts  Goldie posted a picture of him and Sonali saying, “Happy birthday Sonali. They say your partner needs to be your best friend, your sounding board, your mirror, your strength, your inspiration.

Read More

Rich tributes paid to Special Police Officer (SPO) of Jammu and Kashmir police who attained martyrdom when unidentified gunmen shot him in south Kashmir district of Pulwama on Tuesday. SPO Sameer Ahmad Mir was critically injured when some unidentified gunmen fired at him from close range at Hanjan, Pulwama last evening. The injured was rushed to hospital where he was declared dead.

Read More

(UNI) Following were the indicative currency rates and travellers’ cheques buying and selling rates per unit on Wednesday. CURRENCY NAME BUY SALE UAE DIRHAM 17.2416 20.1476 AUSTRALIAN DOLLAR 44.4239 51.3952 BANGLADESH TAKA 0.763526 0.896972 BAHRAIN DINAR 171.4728 196.1881 CANADIAN DOLLAR 46.4201 54.0597 SWISS FRANC 64.4105 75.6851

Read More

Listing out the ‘broken promises’ made by Prime Minister Narendra Modi, the Congress party on Tuesday came out with sharp criticism and said the Prime Minister have only ‘peddled lies’ through his ‘staged interview’. Addressing media persons the Congress spokesperson Randeep Singh Surjewala said India wanted to know the progress of 10 top promises by the Prime Minister.

Read More

(UNI) As many as 37 people were killed in an attack on a village in central Mopti region of Mali, local officials said. According to the officials, many homes were burned in Koulogon village. The incident happened at about 05:00 GMT on Tuesday, a statement said. The attackers were believed to be traditional hunters. An investigation to nab the accused have been launched. Last year, hundreds of people died in clashes between Dogon hunters and members of the largely nomadic Fula ethnic group. The clashes are often over access to land and water.

Read More

କେଦାର ମିଶ୍ର ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶ ପ୍ରଧାନମନ୍ତ୍ରୀଙ୍କର ଜଣେ ପୁରୁଣା ସ୍ତାବକ ଓ ସେ କୌଣସି ପ୍ରକାର କଡା ପ୍ରଶ୍ନ ପଚାରିବାକୁ ସମର୍ଥ ହେବେନାହିଁ ବୋଲି ସମସ୍ତଙ୍କୁ ଜଣାଥିଲା। ତଥାପି ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ନୂଆବର୍ଷ ସାକ୍ଷାତକାରକୁ ଆମେ ଅପେକ୍ଷା କଲୁ ଓ ୯୫ ମିନିଟ ବ୍ୟାପୀ ତାକୁ ଶୁଣିଲୁ ମଧ୍ୟ। ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଜଣେ ତୁଙ୍ଗ ନେତା ଆଜି ମଧ୍ୟ ଅନ୍ୟକୁ ଗାଳି ଦେଇ ନିଜର ସିଂହାସନ ବଞ୍ଚାଇବାକୁ ଚାହୁଁଛନ୍ତି। କଂଗ୍ରେସ ଓ ବିରୋଧୀ ରାଜନୀତିକୁ ଗାଳି ଦେଇ ପ୍ରଧାନମନ୍ତ୍ରୀ ଯେ ୨୦୧୯…

Read More

କେଦାର ମିଶ୍ର ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ ଋତ୍ଵିକ ଘଟକ, ସତ୍ୟଜିତ ରାୟ ଓ ମୃଣାଳ ସେନ, ଶେଷତମ ମହାନାୟକ ଚାଲିଗଲେ। ‘ଭୁବନ ସୋମ'(୧୯୬୯) ଠୁ ଆରମ୍ଭ କରି ‘ଅମର ଭୁବନ'(୨୦୦୨), କୋଡିଏ ରୁ ଅଧିକ ସିନେମା ସେ କରିଛନ୍ତି। ତାରି ଭିତରେ ରହିଛି ଭୁବନ ସୋମ, ପଦାତିକ, ଅକାଲେର ସନ୍ଧାନେ, ମୃଗୟା ଭଳି କ୍ଲାସିକ। ଚିତ୍ର ନିର୍ମାଣରେ ନୂଆ ପୃଥିବୀର ସ୍ଵପ୍ନ ଓ ସାଧାରଣ ମଣିଷର ଶ୍ରମକୁ ସର୍ବାଧିକ ଗୁରୁତ୍ଵ ଦେଇଥିବା ଶିଳ୍ପୀଙ୍କ ଭିତରେ ସେ ଥିଲେ ଅଗ୍ରଣୀ। କହିବାରେ ଦ୍ଵିଧା ନାହିଁ, ଚିନ୍ତନରେ ଓ କଳାକର୍ମରେ ସେ ଥିଲେ ସାମ୍ୟବାଦୀ। ମାର୍କ୍ସ ତାଙ୍କୁ ପ୍ରଭାବିତ କରିଥିଲେ, କିନ୍ତୁ ବିଂଶ ଶତକରେ ଏମିତି କିଏ ନଥିଲା,…

Read More

କେଦାର ମିଶ୍ର ଗୋଟେ ବର୍ଷ ସରୁଛି, ଆଉ ଗୋଟେ ବର୍ଷ କବାଟ ଠକ ଠକ କରୁଛି। ଭାରତୀୟ ଦର୍ଶନରେ ଏହାକୁ କୁହାଯାଏ ସନ୍ଧିକାଳ। ଏମିତି ଏକ ସନ୍ଧିକାଳରେ ଆମେ ଯେତିକି ଆନନ୍ଦିତ, ସେତିକି ଆତ୍ମମନସ୍କ ମଧ୍ୟ। ଆମ ସମୟ ଓ ସମାଜକୁ ନେଇ ଏମିତି ଏକ କ୍ଷଣରେ ଅନେକ କିଛି ଚିନ୍ତା କରାଯାଇପାରେ। ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ଆସନ୍ତା କାଲି ନଥିବ।  ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀ ର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି ଦେଖୁଛୁ, ତାରି ଉପରେ ଆମର ଭବିଷ୍ୟତ ତିଆରି ହେବ। ଗୋଟେ ନୂଆ ସମୟର କଥା କହିବାବେଳେ ଇତିହାସର ଗୋଟେ କଥା ଆମକୁ ଆଜି ଅଧିକ ପ୍ରାସଙ୍ଗିକ ମନେହେଉଛି। ଆଜିର ରାଜନୀତିରେ ଯେତେପ୍ରକାର ବିଭେଦ, ବିଭାଜନ, ହିଂସା, ଅସହିଷ୍ଣୁତା…

Read More

ସମୀକ୍ଷା ବ୍ୟୁରୋ ଚଳିତ ବର୍ଷ ମୋଦୀ ଲହରକୁ ଏକ ଶକ୍ତ ଧକ୍କା ଦେଇଛି ରାହୁଲଙ୍କ ନେତୃତ୍ଵ। ହିନ୍ଦୀ ଅଞ୍ଚଳର ୫ଟି ମୁଖ୍ୟ ରାଜ୍ୟରେ ବିଜେପିର ପରାଜୟ ଓ କଂଗ୍ରେସ ଓ ଆଞ୍ଚଳିକ ଦଳର ବିଜୟ ୨୦୧୮ ରାଜନୀତି ପରିବେଶକୁ ବେଶ ଉଷ୍ମ କରି ରଖିଥିଲା। ନିଶ୍ଚିତ ଭାବରେ ଆଗାମୀ ଦିନରେ ଜାତୀୟ ରାଜନୀତିରେ ନୂଆ ମୋଡ ଆସିବ ବୋଲି କୁହାଯାଉଛି। ସେହିପରି ଦେଶରେ ଆଞ୍ଚଳିକ ଦଳର ଦୃଢତା ଯେ ଆଗାମୀ ସମୟରେ ବିଜେପିର ମୁଣ୍ଡବିନ୍ଧାର କାରଣ ହେବ ତାହା ସ୍ପଷ୍ଟ ପ୍ରତୀୟମାନ। ଭୁପେଶ ବଘେଲ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ରାଜସ୍ଥାନରେ ଅଶୋକ ଗେହେଲଟ ଓ ମଧ୍ୟପ୍ରଦେଶରେ କମଳା ନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ତେଲେଙ୍ଗନାରେ କେ ଚନ୍ଦ୍ରଶେଖର ରାଓ ଓ ମିଜୋରାମର ଜୋରମ ଥାଙ୍ଗା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନ୍ୟାୟପାଳିକା ଓ ରାୟ ଦୃଷ୍ଟିକୋଣରୁ ୨୦୧୮ ମସିହା ଏକ ଗୁରୁତ୍ବପୂର୍ଣ ବର୍ଷ ରହିଥିଲା।  ପ୍ରଥମ ଥର ପାଇଁ  ସ୍ଵାଧୀନ ଭାରତର ନ୍ୟାୟିକ ଇତିହାସରେ…

Read More

ସମୀକ୍ଷା ବ୍ୟୁରୋ ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳା ଭୂମିରେ ୨୦୧୯କୁ ନିଜର ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି। ପୁରୀସ୍ଥିତ ମାନସ ସାହୁ ବାଲୁକା କଳା ପାର୍କରେ ସେ ନିର୍ମାଣ କରିଛନ୍ତି  ନୂଆ ବର୍ଷର ଏକ ଭିନ୍ନ କଳାକୃତି। ଏଥିରେ ମାନସ ବିଶ୍ବବାସୀଙ୍କୁ ଶାନ୍ତି ଓ ଭଲପାଇବାର ବାର୍ତ୍ତା ଦେଇଛନ୍ତି। ସେଥିପାଇଁ ସେ ବିଷୟ ରଖିଛନ୍ତି ” ବିଶ୍ବ ସଂହତି “। ଏହି ସ୍ଥାପତ୍ୟରେ ସେ ବିଶ୍ବର ଭିନ୍ ଭିନ୍ନ ପ୍ରସିଦ୍ଧ ସ୍ଥାପତ୍ୟକୁ ସ୍ଥାନିତ କରିଛନ୍ତି। ଏଥିରେ ରହିଛି ଇଟାଲୀର ବକ୍ର ସ୍ତମ୍ଭ, ଲଣ୍ଡନର ବିଗ୍ ବେନ୍, ପ୍ୟାରିସର ଇଫେଲ ଟାୱାର, ରୋମର କୋଲୋସିୟମ, ମସ୍କୋର ସ୍ୟାଣ୍ଡ ଭ୍ୟାଲି କ୍ୟାଥଡ୍ରାଲ ଏବଂ ଭାରତର ତାଜମହଲ ପ୍ରଭୁତି। ଏହି ଭିନ୍ନ ସ୍ଥାପତ୍ୟ ଦେଶ ଦେଶ ମଧ୍ୟରେ ଭାତୃତ୍ୟ…

Read More

ବୌଦ୍ଧାୟନ ଆଚାର୍ଯ୍ୟ ଚାଲିଯିବ ୨୦୧୮  । ଦେଇଯିବ କିଛି ଅଧୁରା ଟାସ୍କ  । ୨୦୧୯ ର ନିର୍ବାଚନ ବର୍ଷରେ ନେତାଙ୍କ ପାଇଁ କସରତର ସମୟ ପାଲଟିବ  । ଓଡିଶା କଥା ବିଚାରକୁ ନେଲେ କଂଗ୍ରେସ, ବିଜେପି,ବିଜେଡିର ମୁଖିଆମାନେ ନେଇପାରନ୍ତି କିଛି ଏଭଳି ସବୁ ସଙ୍କଳ୍ପ  । ବିଜେଡି ପାଇଁ ହୁଏତ ସଙ୍କଳ୍ପ ରହିପାରେ, କିଭଳି ୨୦୧୯ ନିର୍ବାଚନ ମଇଦାନରେ ବିଜୟ ବାନା ଉଡାଇ ହେବ । ଆଉ ୧୧୯ ଆସନକୁ କିଭଳି ବୃଦ୍ଧି କରିହେବ  । କାରଣ ବିଜେଡି ମୁଖିଆ ବୁଝିଛନ୍ତି ଏବେ ବି ଲୋକଙ୍କ ସମର୍ଥନ ରହିଛି  ।କେବଳ ଲୋକଙ୍କ ସମର୍ଥନ ନାହିଁ ବରଂ ଅନ୍ୟ ଦଳର ନେତାଙ୍କର ମଧ୍ୟ ନିଜ ଦଳ ଅପେକ୍ଷା ଅଧିକ ଭରସା ରହୁଛି  । ତା ପରେ ବି ୨୦୧୮ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ସଫଳ ହକି ବିଶ୍ୱକପ ଆୟୋଜନ ଓଡିଶାକୁ ଏକ ନୂଆ ପରିଚୟ ଦେଇଥିଲା  । ଆଉ ଏହାକୁ…

Read More

ସମୀକ୍ଷା ବ୍ୟୁରୋ ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ବରର ଚେହେରା ହଠାତ ବଦଳିଗଲା। ରାସ୍ତା ନୂଆ ଓ ଚକ ଚକ, ସବୁଠି ନୂଆ ଗଛ ଓ ସବୁଜିମା, କଳାତ୍ମକ ଅନେକ ପରିବର୍ତ୍ତନ- ରାଜଧାନୀକୁ ବେଶ ସୁନ୍ଦର କରିଥିଲା। ବିଶେଷ କରି କଳିଙ୍ଗ ଷ୍ଟାଡିୟମ ଆନ୍ତର୍ଜାତିକ ସ୍ତରର କଳେବର ଧାରଣ କରିଥିଲା। ଏହି ଷ୍ଟାଡିୟମକୁ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ ବୋଲି ସମସ୍ତେ ଏବେ ସ୍ଵୀକାର କରୁଛନ୍ତି। ବିଶ୍ଵର ଅଳ୍ପ କେତୋଟି ବଡ ହକି ଷ୍ଟାଡିୟମ ଭିତରୁ କଳିଙ୍ଗ ଷ୍ଟାଡିୟମ ଏବେ ଅନ୍ୟତମ।ପୁରୁଷ ବିଶ୍ଵକପ ହକି ଆୟୋଜନ ଅବସରରେ ଓଡିଶା ଗୋଟେ ବଡ ସୁଯୋଗ ନିଜ ପାଇଁ ତିଆରି କରିଥିଲା। କେବଳ ଓଡିଶାର ବ୍ରାଣ୍ଡ ଯେ ପୃଥିବୀରେ ଚର୍ଚ୍ଚା ରେ ଥିଲା ତା ନୁହେଁ, ଗୋଟେ ରାଜ୍ୟର ଜଣ ସାଧାରଣ କ୍ରୀଡାକୁ ନେଇ କି ପ୍ରକାର ଉତ୍ସାହ ପ୍ରଦର୍ଶନ କରିପାରନ୍ତି, ତାହା ବି ଚର୍ଚ୍ଚା ରେ ଥିଲା। ଜାତୀୟତାର ପ୍ରସଙ୍ଗ ସହିତ ଜାତୀୟ କ୍ରୀଡା…

Read More

ଜ୍ୟୋତି ନନ୍ଦ ଏଠାରେ ଦୁଇଟି ତଥ୍ୟ ଉପସ୍ଥାପନ କରାଯିବ ଆଉ ସେହି ଦୁଇଟି ତଥ୍ୟ ସହିତ ସାଂପ୍ରତିକ ରାଜନୀତିକୁ ଯୋଡାଯିବ। ଏହା ମୂଖ୍ୟତଃ ଏଇ ରମ୍ୟଲେଖର ସାମଗ୍ରିକ ରୂପରେଖ।ତେଣୁ ବିଚିତ୍ର ତଥ୍ୟ ପ୍ରତି ଆଗ୍ରହ ଥିବା ଲୋକେ ଏଥିରେ ତଥ୍ୟର ବୈଚିତ୍ର୍ୟକୁ ଉପଭୋଗ କରିପାରନ୍ତି ଆଉ ଯେଉଁମାନେ ସବୁକଥାରେ ତୁଣ୍ଡ ସୁଆଦ ପାଇଁ ରାଜନୀତିର ଛୁଙ୍କ ରହିବା ଦରକାର ବୋଲି ଭାବନ୍ତି ତାଙ୍କ ପାଇଁ ରାଜନୀତି ବି ଯଥାସ୍ଥାନରେ ରହିଛି। ଏବେ ପ୍ରସଙ୍ଗକୁ ଆସିବା। ଦୁଇ ରାତି ତଳର କଥା। ଦୁଇ ରାତି ତଳେ  ମାନେ କାଳଟି ହେଉଛି ଡିସେମ୍ବର ମାସର ୨୯ ତାରିଖ ମାତ୍ର, ସାଲଟିକୁ ଗଣିଥାନ୍ତୁ ୧୬୭୫ ଖ୍ରୀ॰ଅ॰।ଦେଶଟିର ନାଆଁ ଇଂଲଣ୍ଡ ଆଉ ପାତ୍ର ସେଇ ଇଂଲଣ୍ଡର ସମ୍ରାଟ ଚାର୍ଲସ୍ ଦ୍ୱିତୀୟ। ସେଦିନ ରାତିରେ ରାଜା ଚାର୍ଲସ୍ ଦ୍ବିତୀୟ ଙ୍କ ମୁଣ୍ଡକୁ ଗୋଟିଏ ଅଜବ ଖିଆଲ୍ ଜୁଟିଗଲା। ପ୍ରାୟ ବର୍ଷକ ତଳେ ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ…

Read More

ଅସିତ ମହାନ୍ତି ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର। କେବେ ଜାଣିଲି ମୁଁ ଦିଲୀପ ପଟ୍ଟନାୟକଙ୍କୁ ? ପ୍ରାୟ ୩୭ ବର୍ଷ ତଳର କଥା। ତେଣୁ ମାସଟି ଠିକ୍ ମନେ ନାହିଁ। ତେବେ ୧୯୮୧ ମସିହାର କୈାଣସି ଏକ ମାସ ହେବ। ସେତେବେଳେ ଭୁବନେଶ୍ୱର ୩ ନମ୍ବର ୟୁନିଟ ଶିଳ୍ପାଞ୍ଚଳର କ୍ବାଲିଟି ପ୍ରେସ୍ କେବଳ ଭୁବନେଶ୍ୱରର ନୁହେଁ, ଓଡ଼ିଶାର ଏକ ସଂଭ୍ରାନ୍ତ ପ୍ରେସ୍। ‘ସମାବେଶ’ ସେଇଠୁ ଛାପା ହେଉଥିଲା ଏବଂ ଭଲ ଛାପା ପାଇଁ ପ୍ରେସ୍ ର ନାଆଁ ଥିଲା। ସରୋଜ ଭଟ୍ଟାଚାର୍ଯ୍ୟ ଥାଆନ୍ତି ପ୍ରେସ୍ ର ମ୍ୟାନେଜର। ଆଉ ଜଣେ ଥାଆନ୍ତି ବିଷ୍ଣୁପଦ ମାଇତି- ଏକଦା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ଘନିଷ୍ଠ। ଜଗଦୀଶ ପାଣିଙ୍କର ବି ବ୍ୟକ୍ତିଗତ ବନ୍ଧୁ। ସେ ଚିଠିପତ୍ର ଆଦିର ଚମତ୍କାର ଡ୍ରାଫ୍ଟ ଇଂରାଜୀରେ…

Read More

London, Dec 30 (UNI) The UK will spend more than €118 million to charter extra ferries in the event of a no-deal Brexit to ensure vital goods continue to enter the country. The contracts, awarded to France’s Brittany Ferries, Denmark’s DFDS and Britain’s Seaborne Freight, plan for an extra 3,700 lorries a week to travel between the UK and the continent in the event the UK leaves the European Union on March 29, 2019, without a deal in place, an Euronews report said. This extra capacity — equivalent to 10pc of the existing Dover Strait traffic — will be provided…

Read More

(UNI) The year 2018 will enter into the annals of Bihar’s history as one of the most happening periods for the state. The year witnessed expose of sexual abuse of minor girls at Muzaffarpur`s short stay home, aggressive posturing by ruling JD (U) and BJP following conviction of RJD chief Lalu Prasad in fodder scam case, communal flare ups in Darbhanga and Muzaffarpur and Rashtriya Lok Samata Party (RLSP) chief and former union minister Upendra Kushwaha shifting his loyalty to grand alliance after quitting NDA. On one hand, the official residence of RJD chief Mr Prasad presented a deserted look…

Read More

(UNI) Naseeruddin Shah, is a great nationalist not a pseudo nationalist like certain members of ‘Sangh Parivar’ and that’s why he expressed concern on the ‘prevailing’ situation in the country, Telangana Pradesh Congress Committee (TPCC) official spokesperson said on Sunday. In a statement here, spokesperson Shujath Ali while referring to the statement of Union Minister Ravi Shankar Prasad that Nasseruddin’s comment on law and order in the country was unfortunate, claimed that the actor’s opinion was ‘voice’ of the nation except few members of ‘BJP’ or ‘Sangh Parivar’. “Naseeruddin made very plain observation without blaming any organisation for this scenario…

Read More