Author: Samikhsya Bureau

ଭୁବନେଶ୍ବର: ଶୈକ୍ଷିକ ଉନ୍ନତି ପାଇଁ ପରୀକ୍ଷା କେବଳ ଏକ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ମାନସିକ ଭାବରେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଏଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଦରକାର। ଓସେପାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାମାନେ କିଭଳି ଚାପମୁକ୍ତ ରହି ପରୀକ୍ଷା ପ୍ରସ୍ତୁତି କରିବେ ସେ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଅଧ୍ୟକ୍ଷତା କରି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଏସ୍‌. ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଏସ୍‌. ସୂଚନା ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍‌ ଓସେପାର ବିଦ୍ୟା ସମୀକ୍ଷା କେନ୍ଦ୍ରରେ…

Read More

ଭୁବନେଶ୍ୱର: ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଅପ୍ରତ୍ୟାଶିତ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ରହିଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାମ କରିପାରୁନାହାନ୍ତି। ତେଣୁ ସେ ସଙ୍ଗଠନରେ ମନୋନିବେଶ କରିବାକୁ ଏହି ପଦବୀରୁ ନିଜକୁ ଦୂରେଇ ନେଇଛନ୍ତି। ରାଜନୀତିକ ଘଟଣାବଳୀରେ ରୁଚି ରଖୁଥିବା ଲୋକଙ୍କ କହିବା ଅନୁସାରେ ଅନୁଗୁଳ ବିଧାୟକ ଶ୍ରୀ ସିଂହ ନିଜର ଇସ୍ତଫାର କାରଣ ସମ୍ପର୍କରେ ଯାହା କହିଛନ୍ତି ତାହା ସତ୍ୟ। ସେ ଉପବାଚସ୍ପତି ହେବା ପରଠାରୁ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ନିଜର ଅସାମର୍ଥ୍ୟତା ପ୍ରକାଶ କରି ଆସୁଛନ୍ତି। ଫଳରେ ମତଦାତାମାନେ ତାଙ୍କଠାରୁ ଓ ତାଙ୍କ ଦଳ ବିଜେଡିଠାରୁ ମଧ୍ୟ ଦୂରେଇବାରେ ଲାଗିଛନ୍ତି। ଏକଥା ନିକଟରେ ବିଜେପିର କେନ୍ଦ୍ରୀୟ ସର୍ଭେରୁ ସ୍ପଷ୍ଟ ହୋଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହୋଇଥିବା ସର୍ଭେ, ରଜନୀଙ୍କ ପାଇଁ ହେଲା କାଳ ବିଜେପିର ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ରମନ୍ତ୍ରୀ…

Read More

ମେଷ-  ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ– ଆଜି ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ।…

Read More

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ କମିଟି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିସ କରିଛି। ୫୦୦ ପୃଷ୍ଠାର ରିପୋର୍ଟରେ କମିଟି ମୋଇତ୍ରାଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଜଘନ୍ୟ ଓ ଅପରାଧିକ ବୋଲି କହିଛି। କମିଟି ଟିଏମସି ସାଂସଦଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛି। ଅନ୍ୟପକ୍ଷରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ମହୁଆ ମୋଇତ୍ରାଙ୍କ ବିରୋଧରେ ଥିବା ଅଭିଯୁକ୍ତଙ୍କ ବିରୋଧରେ ଏବେ ସିବିଆଇ ତଦନ୍ତ କରିପାରିବ। ନିଶିକାନ୍ତ ଦୁବେ ବୁଧବାର ଲେଖିଛନ୍ତି- ଜାତୀୟ ନିରାପତ୍ତା ପ୍ରତିଶ୍ରୁତି ଦେଇ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ସାଂସଦ ମହୁଆଜୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ଲୋକପାଳ ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ହୋଇଥିବା ମାମଲାର ଡ୍ରାଫ୍ଟ ରିପୋର୍ଟ ଗ୍ରହଣ କରିବା ପାଇଁ ଲୋକସଭାର ନୈତିକତା କମିଟି ଗୁରୁବାର…

Read More

ଭୁବନେଶ୍ବର: ଆଜି ସମ୍ବଲପୁର ସଙ୍କର୍ମାଠାରେ ମେମୁ ଟ୍ରେନର ଚାରୋଟି ଚକା ଲାଇନଚ୍ୟୁତ ହୋଇଯାଇଛି। ଫଳରେ ଏକ ବଡ ଦୁର୍ଘଟଣାରୁ ଟ୍ରେନଟି ବର୍ତ୍ତି ଯାଇଛି। ଏହାଦ୍ବାରା କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ଘଟିନାହିଁ। ଏହି ଟ୍ରେନଟି ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଘଟଣାରୁ ଜଣାପଡିଛି ଯେ, ଟ୍ରେନଟି ଯାଉଥିବା ବେଳେ ତା ଆଗକୁ ଏକ ମଇଁଷି ଚାଲିଆସିଥିଲା। ଫଳରେ ଟ୍ରେନର କୋଚ ନମ୍ବର 08169 ର ଚାରୋଟି ଚକା ଲାଇନଚ୍ୟୁତ ଘଟିଥିଲା। ଏହାଦ୍ବାରା ଚାରୋଟି ବଗି ମଧ୍ୟ ଲାଇନ ବାହାରକୁ ଚାଲିଯାଇଥିଲା। ଖବର ପାଇ ରେଳ ବିଭାଗର କର୍ମଚାରୀ ଟ୍ରେନକୁ ଲାଇନ ଆଣିବାରେ ସକ୍ଷମ ହୋଇଥିଲେ।

Read More

ଭୁବନେଶ୍ବର: ଶେଷରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତି ସିଂ। ଆଜି ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଏହି ପଦବୀରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଚାଲିଥିଲା। ଏ ନେଇ ସମୀକ୍ଷା ରେ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଯାହା ବର୍ତ୍ତମାନ ସତ ହୋଇଛି। ରଜନୀକାନ୍ତ ସିଂ ୨୦୧୯ ମସିହା ଜୁନ ମାସରୁ ଆଜି ପର୍ଯ୍ୟନ୍ତ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର କାର୍ଯ୍ୟକଳାପରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାର ଶୀତ ଅଧିବେସନକୁ ଆଉ ମାତ୍ର କେତେ ଦିନ ଥିବା ବେଳେ ତାଙ୍କ ଇସ୍ତଫା ରାଜନୈତିକ ମହଲରେ ଆଲୋଚନା ଚାଲିଛି। ତେବେ ସେ ଏହି ପଦବୀରୁ ଇସ୍ତଫା ଦେବାର କାରଣରେ କୁହାଯାଉଛି ଯେ, ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ। ସେ ଏହି…

Read More

ନୂଆଦିଲ୍ଲୀ: ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ବଡ଼ ଦାବି କରିଛନ୍ତି । ଆଜି ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଲୋକପାଳ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ନିରାପତ୍ତା ପ୍ରତିଶ୍ରୁତି ଦେଇ ମୋ ଅଭିଯୋଗ କ୍ରମେ ଅଭିଯୁକ୍ତ ସାଂସଦ ମହୁଆ କରିଥିବା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଲୋକପାଳ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଛନ୍ତି। ଲୋକସଭା ବାଚସ୍ପତି ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ଗୃହର ନୈତିକତା କମିଟିକୁ ବିଚାର ପାଇଁ ପଠାଇଥିଲେ। ମହୁଆଙ୍କ ପ୍ରତିକ୍ରିୟା ନିଶିକାନ୍ତ ଦୁବେଙ୍କ ଦାବି ଉପରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଟ୍ୱିଟ୍ କରି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକର ସମଗ୍ର ଶିକ୍ଷା, ଖୋର୍ଦ୍ଧା ପକ୍ଷରୁ ୧୦୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଆରବିଏସକେ, ଆଲିମ କୋ, ସାଇଡ ସେଭର ଆଦି ବିଭାଗର ମିଳିତ ସହଯୋଗରେ ବାଣପୁର ସ୍ଥିତ ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନ୍ତରକିଆରୀ ଠାରେ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକ ଶିକ୍ଷଧିକାରୀ ସନାତନ ଜାଲି ସିଆରସିସି ତାପସ ମହାରଣା ଓ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗର ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବିଆରପି ବିଶ୍ୱଜିତା ଜେନା, ଦାଶରଥି ମହାସୁଆର, ନରେଶ କୁମାର ପଣ୍ଡା ଓ ପ୍ରଧାନ ଶିକ୍ଷକ ନିରୋଦ ପ୍ରସାଦ ସାମନ୍ତରାୟ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ବୁଧବାର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକରେ ବିଜେଡିର ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ପଲଟଣ ପଡିଆ ସ୍ଥିତ କୃତିବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ପ୍ରଥମ ଦିନରେ ୧୪ ଏବଂ ୧୫ ନମ୍ବର ଜୋନର କର୍ମୀମାନେ ପ୍ରଶିକ୍ଷିତ ହୋଇଥିବା ବେଳେ ଆସନ୍ତା ଦୁଇଦିନରେ ଅନ୍ୟ ଜୋନ ଗୁଡିକର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷିତ କରାଯିବ। ପୂର୍ବାହ୍ନରେ ୧୫ନମ୍ବରର ପ୍ରତ୍ୟେକ ୱାର୍ଡରୁ ଯୋଗ ଦେଇଥିବା ୪ଜଣ ଲେଖାଏଁ କର୍ମକର୍ତ୍ତାଙ୍କୁ ବିଜେଡି ମୁଖପାତ୍ର ସୋଫିଆ ଆଲାମ ଏବଂ ଲୋରା ମହାପାତ୍ର ପ୍ରଶିକ୍ଷଣ କରିଥିଲେ। ଉକ୍ତ ଶିବିରକୁ ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର ପରିଚାଳନା କରିଥିଲେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ସରକାରଙ୍କ ଯୋଜନା ଗୁଡିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ମୁଖ୍ୟ କାର୍ଯ୍ୟ ବୋଲି କୁହାଯାଇଥିଲା। ପ୍ରଚାର ପ୍ରସାର ଦିଗରେ ଆମକୁ ସମସ୍ତେ କ୍ରିୟାଶୀଳ ହେବାକୁ ପଡିବ। ତେଣୁ ଶଙ୍ଖ ଆପ ଡାଉନଲୋଡ଼ କରି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବିକଟାଳ ଶବ୍ଦ କରି ମୋଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବାଇକ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ବାଣପୁର ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛି ବାଣପୁର ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ମଟରସାଇକେଲ ଜବତ କରିଛନ୍ତି ଆଇଆଇସି। ତେବେ ବାଣପୁର ପୋଲିସର ଉକ୍ତ…

Read More

ଭୁବନେଶ୍ୱରରେ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଅଭିଯାନ ଆୟୋଜିତ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୦ଟି ସହରର ୫୦୦ଟି ସ୍ଥାନରେ ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ ୨.୦ ଆୟୋଜନ କରାଯାଉଛି ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ଅଭିଯାନ ୨.୦ ସମସ୍ତ ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣି ‘ସାମଗ୍ରିକ ସରକାର’ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ଦ୍ୱାରା ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସହଜ ଏବଂ ବାଧାମୁକ୍ତ ହେଉଛି ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ‘ସହଜ ଜୀବନଧାରଣ’କୁ ସୁନିଶ୍ଚିତ କରିବା ପାଇଁ ପେନ୍ସନ୍ ଓ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ଅର୍ଥାତ୍ ଜୀବନ ପ୍ରମାଣକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛି। ୨୦୧୪ ମସିହାରେ ବାୟୋମେଟ୍ରିକ୍ ଡିଭାଇସ୍ ବ୍ୟବହାର କରି ଡିଏଲସି ଦାଖଲ ଆରମ୍ଭ ହୋଇଥିଲା। ପରବର୍ତ୍ତୀ…

Read More

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଆମ ଦେଶ ପ୍ରତିବର୍ଷ ନିର୍ବାଚନକୁ ନେଇ ସଦାସର୍ବଦା ଘୂରି ବୁଲୁଛି। ଆଜି ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିତର୍କ ଚାଲିଥିବା ଆମ ଦେଶର ନିର୍ବାଚନୀ ଯାତ୍ରା ବିଷୟରେ ଆପଣ ଜାଣିଛନ୍ତି କି ? କିଏ ହେବ ନେତା ? କିଏ ନିର୍ବାଚନ ଲଢ଼ିବ ଓ କିଏ ଭୋଟ ଦେବ? ସ୍ୱାଧୀନତା ପରେ ଏସବୁ ନିଷ୍ପତ୍ତି ନେବାକୁ ଆଉ ୫ ବର୍ଷ ସମୟ ଲାଗିଥିଲା। ସୁକୁମାର ସେନ ୧୯୫୦ ମସିହାରେ ଭାରତର ପ୍ରଥମ ନିର୍ବାଚନ କମିଶନର ହୋଇଥିଲେ ଏବଂ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧- ୫୨ରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ୧୭ କୋଟି ପଞ୍ଜୀକୃତ ଭୋଟର ଥିଲେ। ଏତେ ସଂଖ୍ୟକ ଭୋଟରଙ୍କୁ ପଞ୍ଜୀକରଣ କରାଇବା କିଛି କମ ଚ୍ୟାଲେଞ୍ଜ ନ ଥିଲା। ଅଧାରୁ ଅଧିକ ଲୋକ ଶିକ୍ଷିତ ନୁହଁନ୍ତି, ମହିଳାମାନେ ସେମାନଙ୍କ ନାମ କୁହନ୍ତି ନାହିଁ, ଭୋଟ ଦେବା ପାଇଁ କମ ଲୋକ ଥିଲେ।…

Read More

ଭୁବନେଶ୍ବର: ଓଡ଼ିଶାର ବିଶ୍ୱପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଯାଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କ୍ରୀଡା ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କର ନେତୃତ୍ୱ ଦଳଗତ କାର୍ଯ୍ୟ, ଅନୁଶାସନ, ନ୍ୟାୟ ସମାନତା ଗୁଣ ଉନ୍ନତି ହେବା ସହ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରେଇବ ବୋଲି ଶ୍ରୀମତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି। ଏହି ଉତ୍ସବରେ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଓରମାସ୍‌ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପୂନମ ଟି ଗୂହା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଯୁବ କ୍ରୀଡାବିତ୍‌ମାନଙ୍କ ଉତ୍ସାହ ଓ ଉଲ୍ଲେଖନୀୟ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇବା ସହ ଓଡ଼ିଶାର କ୍ରୀଡା କ୍ଷେତ୍ରକୁ ଆହୁରି…

Read More

ଭୁବନେଶ୍ୱର: ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଦୀପାବଳି ପାଳନ ସମୟରେ କେବଳ ସବୁଜ ବାଣ ବ୍ୟବହାରକୁ ଅନୁମତି ଦିଆଯାଇଥିବା ବେଳେ ବେରିୟମ୍ ନାଇଟ୍ରେଟ୍ ଥିବା ରାସାୟନିକ ବାଣ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ଯେ ବେରିୟମ୍ ନାଇଟ୍ରେଟ୍ ଥିବା ବାଣକୁ ନିଷିଦ୍ଧ କରିବା ଆଦେଶ ପ୍ରତ୍ୟେକ ରାଜ୍ୟକୁ ବାନ୍ଧି ରଖିଛି ଏବଂ ଏହା କେବଳ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୀମିତ ନୁହେଁ। ଗାଇଡଲାଇନ ଅନୁଯାୟୀ, ଦୀପାବଳି ଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଲୋକେ ବାଣ ଫୁଟାଇପାରିବେ। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ। ଜିଲ୍ଲା ପ୍ରଶାସନ…

Read More

ଭୁବନେଶ୍ୱର: ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି।ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିିବ ଶ୍ରୀ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ରପ୍ତାନୀ ଓ ବାଣିଜ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ। ୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା)କୁ ମିଳିଛି । ଦ୍ୱିତୀୟରେ ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍‌.ବି. ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି। ଟ୍ରଫି ସହ ମେରିଟ୍‌ ସାର୍ଟିଫିକେଟ୍‌ ବର୍ଗରେ ଭୁବନେଶ୍ୱରସ୍ଥ ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟକଚର ଲିଃ., ବାଲେଶ୍ୱରର ଇମାମି ପେପର ମିଲ୍‌ସ, ବଲାଙ୍ଗିରର ବି.ଏଲ୍‌. ଗୋୟାଲ୍‌, ଭୁବନେଶ୍ୱରର ବି. ୱାନ୍‌ ବିଜିନେସ୍‌ ହାଉସ୍‌, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ…

Read More

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଯେ ମୁଖ୍ୟ କେନ୍ଦ୍ରବିନ୍ଦୁ ସେ ହେଉଛନ୍ତି କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ବା ଆଇଆରଏସ୍‌ ଶ୍ରୀ ସମ୍ବିତ ତ୍ରିପାଠୀ। ସେ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏକଦା ସେ ଚାକିରୀରେ ଥିବା ବେଳେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ଚାକିରୀ ଛାଡି ଧର୍ମେନ୍ଦ୍ରଙ୍କ ରାଜନୈତିକ ବ୍ୟାପାର ପରୋକ୍ଷରେ ବୁଝାବୁଝି କରୁଛନ୍ତି। ସେହିପରି କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଓ ସୁସଂଗଠକ ଏବଂ ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଶ୍ରୀ ରଘୁରାମ ମାଛ, ଜୟପୁର…

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବ୍ୟାଙ୍କିଙ୍ଗ୍‌ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ ଏବଂ ଇନ୍‌ସୁରାନ୍ସ ଭୋକେସନାଲ୍‌ ବିଷୟରେ ଶିକ୍ଷକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଛି। ପୂର୍ବତନ ଉପନିର୍ଦ୍ଦେଶକ ପ୍ରଫେସର ଡକଫର ତିଳତ୍ତମା ସେନାପତି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶ୍ରୀମତୀ ରଞ୍ଜିତା ମେରୀ ନାୟକ ଉପଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଶିବିରର କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଞ୍ଜନ ବଳ ସମସ୍ତ ଟ୍ରେନି ଓ ରିସୋର୍ସ ପର୍ସନ୍‌ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌ ଆୟାର ଦୁଇଦିବସୀୟ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ଟ୍ରେନିମାନଙ୍କ ଠାରୁ ଫିଡ୍‌ବ୍ୟାକ୍‌ ନେଇଥିଲେ। ଏନ୍‌ଏସ୍‌କୁ୍ୟଏଫ୍‌ ସିଲାବସ୍‌ ପ୍ରଥମ ବର୍ଷ ପାଇଁ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୯.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୭ଟି ବ୍ଲକ୍‌‌ର ୨୭୯ଟି ଗ୍ରାମ ପଞ୍ଚାୟତରେ ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା ମଂଜୁର ହୋଇଛି।…

Read More

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜାତିଗତ ଜନଗଣନା ଓ ଗୋଷ୍ଠୀ ସଂରକ୍ଷଣ ଦାବି ମଧ୍ୟରେ ରାଜନୈତିକ ସମୀକରଣ ନୂଆ ମୋଡ଼ ନେଉଥିବାରୁ ଏଥର ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ରାଜନୈତିକ ଆବଶ୍ୟକତା ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ। ଏଥର ମଧ୍ୟ ଦଳ ବିଜୟର ଅଧିକ ସମ୍ଭାବନା ଥିବା ‘ଏ ବର୍ଗ’ର ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜେପି ତିନିଜଣିଆ କମିଟି ଗଠନ କରିଛି। ଏହି କମିଟି ବୟସ, ବିଜୟ ସମ୍ଭାବନା, ପ୍ରାର୍ଥୀଙ୍କ ଜାତି, ଲୋକସଭା ନିର୍ବାଚନମଣ୍ଡଳୀର ବିକାଶ, ଆସନ ସମସ୍ୟା ଏବଂ ପ୍ରମୁଖ ବିରୋଧୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରୁଛି। ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ସ୍ଥିର ହୋଇପାରେ ଦଳର ଜଣେ ବରିଷ୍ଠ…

Read More

ସୁଶ୍ରୀ ଲୀନା ନନ୍ଦନ ଡଲଫିନ ପ୍ରକୃତିର ଏକ ଅବିଶ୍ୱସନୀୟ କମନୀୟ ପ୍ରାଣୀ ଯିଏ ଏହାର ବୁଦ୍ଧି ଓ ଅନନ୍ୟ ଆକର୍ଷଣୀୟ ରୂପ ପାଇଁ ପ୍ରସିଦ୍ଧ। ଏହି ଜଳଚର ପ୍ରାଣୀ ଡଲଫିନ ବା ଶିଶୁମାର ଭାରତୀୟ ସଂସ୍କୃତି ଓ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛି। ଡଲଫିନ ନିଜର କ୍ଷିପ୍ରଗତି ଓ କ୍ରୀଡା କୌତୁକ ପୂର୍ଣ୍ଣ ଆଚରଣ ପାଇଁ ଦେଶ ଜଣାଶୁଣା। ଏହି ପ୍ରାଣୀକୁ ଦେଖିବା ପାଇଁ ବଣ୍ୟପ୍ରାଣୀ ଦର୍ଶକ ଓ ପର୍ଯ୍ୟଟକ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି। ଭାରତର ସମୁଦ୍ର ଓ ନଦନଦୀରେ ବିଭିନ୍ନ ପ୍ରଜାତିର ଡଲଫିନ ବହୁ ସଂଖ୍ୟାରେ ବାସ କରନ୍ତି। ଏମାନେ ଉଭୟ ଲୁଣି ଓ ମଧୁର ଜଳରେ ରହନ୍ତି।  ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ପ୍ରଜାତି ହେଲା ଭାରତ-ପ୍ରଶାନ୍ତ ମହାସାଗରୀୟ କୁଜ ବିଶିଷ୍ଟ(ହମ୍ପବ୍ୟାକ୍‌) ଡଲଫିନ ଓ ଗଙ୍ଗାରେ ମୁଖ୍ୟତଃ ଦେଖାଯାଉଥିବା ଗାଙ୍ଗେୟ ଡଲଫିନ। ପରିବେଶ ଭାରସାମ୍ୟ ରକ୍ଷାରେ ଏହି ଡଲଫିନମାନେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଗାଙ୍ଗେୟ…

Read More

ନୂଆଦିଲ୍ଲୀ, ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି।  ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା 1- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି । ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ । 2- ଉଡିବା ସମୟରେ…

Read More