Author: Samikhsya Bureau

ନୂଆଦିଲ୍ଲୀ: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା। ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨କୋଟି ଟଙ୍କାର ଟିକସ ଓ ୧୨, ୦୨୫କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ। ଏହି ସମୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୪୫, ୮୬୪, ରାଜ୍ୟ ଜିଏସ୍‌ଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି। ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ୱ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧କୋଟି ରାଜ୍ୟ ଜିଏସ୍‌ଟି। ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷର ସମାନ…

Read More

ମୁମ୍ବାଇ: ଦଳର ମୁଖ୍ୟ ପଦରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ରାଜ୍ୟ ରାଜନୀତିରେ ଏକ ଆଲୋଡନ ସୃଷ୍ଟି କରିଛି। ଯଦି ଶରଦ ପାୱାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ନକରନ୍ତି ତେବେ ଏନସିପିର ପରବର୍ତ୍ତୀ ମାଲିକ କିଏ ହେବେ, ଏନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ତାଙ୍କ ଦାଦାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶରଦ ପାୱାରଙ୍କ ଏହି ବଡ ଘୋଷଣା ଉପରେ ଅଜିତ ପାୱାର କହିଛନ୍ତି ଯେ, କମିଟି ଯାହା ନିଷ୍ପତ୍ତି ନେବେ ତାହା ବୈଧ ହେବ। ସେ କହିଛନ୍ତି ଯେ, ଶରଦ ପାୱାର ତାଙ୍କ ବୟସକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଏନସିପିର ଅର୍ଥ ହେଉଛି ଶରଦ ପାୱାର। ଯିଏ ନୂଆ ସଭାପତି ହେବେ ଆମେ ତାଙ୍କ ସହ ରହିବୁ। କର୍ମୀମାନେ ଚିନ୍ତା କରନ୍ତୁ ନାହିଁ। ତେବେ…

Read More

ଭୁବନେଶ୍ଵର: ଗଣତନ୍ତ୍ର ଦିବସ, ୨୦୨୪ ରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ୨୦୨୪ ପାଇଁ ଅନଲାଇନ୍ ନାମାଙ୍କନ/ସୁପାରିଶ ୧ ମଇ ୨୦୨୩ ରେ ଖୋଲାଯାଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ଅଟେ। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ ରାଷ୍ଟ୍ରୀୟ ପୁରସ୍କାର ଅନଲାଇନ୍‍ ପୋର୍ଟାଲରେ (https://awards.gov.in ) ଗ୍ରହଣ କରାଯିବ। ପଦ୍ମ ପୁରସ୍କାର ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରେ ରହିଛି। ୧୯୫୪ ରେ ପ୍ରତିଷ୍ଠିତ ଏହି  ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ଏହି ପୁରସ୍କାର ‘ଉଲ୍ଲେଖନୀୟ କାର୍ଯ୍ୟ’ କୁ ସ୍ୱୀକୃତି ଦେବାକୁ ଚେଷ୍ଟା କରିଥାଏ ଏବଂ ସମସ୍ତ କ୍ଷେତ୍ର/ବିଭାଗରେ ଯଥା କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଜନସମ୍ପର୍କ, ବେସାମରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ଭଳି ଭିନ୍ନ ତଥା ଅତୁଳନୀୟ…

Read More

ଛତ୍ରପୁର: ରାଜ୍ୟ ବିଦ୍ୟୁତ ବିଭାଗ ତଥା ବର୍ତ୍ତମାନର ଟି ପି ଏସ୍ ଓ ଡି ଏଲ୍ ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଚୌଧୁରୀଙ୍କୁ ଛତ୍ରପୁର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯନ୍ତ୍ରୀ ଶ୍ରୀଯୁକ୍ତ ଚୌଧୁରୀ ମହାବାତ୍ୟା ସମୟରେ ଅଞ୍ଚଳର ଜନସାଧାରଣଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ। ବର୍ତ୍ତମାନ ସେବାରୁ ଅବସର ନେବା ପରେ ଛତ୍ରପୁର ବରିଷ୍ଠ ସମାଜସେବୀ କାଳି ଚରଣ ତ୍ରିପାଠୀଙ୍କ ପୌରହିତ୍ୟରେ ଛତ୍ରପୁର ତାମ୍ପରା ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚୌଧୁରୀଙ୍କୁ କାଳିଚରଣ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ, ପୁର୍ଣ୍ଣ ଚନ୍ଦ୍ର ବେହେରା, ସରପଞ୍ଚ ବଚନ ଦାସ ବରିଷ୍ଠ ନାଗରିକ ସଦାଶିବ ସାହୁ, ଶିକ୍ଷକ ନେତା କେ ସୁନୀଲ ରାଓ ଓ…

Read More

ସମ୍ବଲପୁର: ସମାଜର ଅବକ୍ଷୟ କାଳରେ ମାନବବାଦୀ ଶିକ୍ଷକଙ୍କୁ ସ୍ମରଣ କରିବା ମଙ୍ଗଳକର। ଏଭଳି ମାନବବାଦୀ ଆଦର୍ଶ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟ ପଦପଦବୀର ଅଧିକାରୀ ନଥାଇ ବି, କ୍ଷମତାର ଅଧିକାରୀ ନ ଥାଇ ବି ଅଗଣିତ ଛାତ୍ରଙ୍କ ଚିରସ୍ମରଣୀୟ। ବେତୁଲି, ବାଣପୁରରୁ ୪୫୦ କିଲୋମିଟର ଦୂରବର୍ତ୍ତୀ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲକୁ ନିଜର କର୍ମକ୍ଷେତ୍ର ଭାବରେ ଆପଣେଇ ନେଇ ପିତୃତ୍ୱର ସ୍ନେହରେ ଛାତ୍ରମାନଙ୍କୁ ବାନ୍ଧିବା ତାଙ୍କର ବଡ଼ ଗୁଣ ଥିଲା। ଶିକ୍ଷକତା ତାଙ୍କ ପାଇଁ ପେଶା ନ ଥିଲା ନିଶା ଥିଲା ବୋଲି କହିଥିଲେ ମୁଖ୍ୟବକ୍ତା ଡ. ଦିଲୀପ ପଣ୍ଡା। ବାଙ୍କନିଧି ଶତ୍ରୁଶଲ୍ୟ ସ୍ମରଣିକା କମିଟି ଦ୍ୱାରା ସମ୍ବଲପୁର ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ସ୍ମୃତି ସଭାରେ ଏ ବିଚାର ରଖିଥିଲେ ଡ. ପଣ୍ଡା। ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା, ଶିକ୍ଷକ ଶତ୍ରୁଶଲ୍ୟଙ୍କର ସମାଜ, ଦେଶ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ବାଘମାରି ଥାନା ପୋଡ଼ାଡିହ ଗ୍ରାମ ମା’ ମହିଷାଶୁଣି ମନ୍ଦିର ନିକଟରେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ଓ ବାଘମାରି ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୩.୯୫ ଗ୍ରାମ ବ୍ରାଉନ ସୁଗାର ସମେତ ଦୁଇ ଗୋଟି ନମ୍ବର ବିହୀନ ବାଇକ ଜବତ ହୋଇଥିବା ବେଳେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ପ୍ରସନ୍ନ ସେଠି (୩୫), କମଳ ମଙ୍ଗରାଜ (୨୮), ପବିତ୍ର ଜେନା (୩୨), ସୌଭାଗ୍ୟ ରଞ୍ଜନ ପଣ୍ଡା (୨୧) ଏବଂ ଅଜୟ ସାମନ୍ତରାୟ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ପ୍ରୟାସରେ ସୋମବାର ଦିନ ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ…

Read More

ଭୁବନେଶ୍ୱର: ସରକାରଙ୍କ ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ବିଭିନ୍ନ ଜିଲ୍ଲାର ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାର ୭ ମାସ ପରେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓଡ଼ିଶାର ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରୁନଥିବା ପ୍ରତିବାଦରେ ରାଜ୍ୟ ସଂଘ ଗତ ଅପ୍ରେଲ ୧ ତାରିଖରୁ ୧୩ ତାରିଖ ଯାଏଁ ବିଧାନସଭା ଆଗରେ ଧାରଣରେ ବସିଥିଲା। ଧାରଣାର ୧୩ ଦିନ ପରେ ଅର୍ଥାତ ଏପ୍ରିଲ ୧୩ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା:- ୮୪୭୪/ତାରିଖ:୧୩-୦୪-୨୦୨୩ ଅନୁସାରେ ନିୟମିତ ନେଇ ଏକ ବିଜ୍ଞପ୍ତି ବିଦ୍ଧବଦ୍ଧ ପ୍ରକାଶ ପାଇଲା। ଏହାର ଏକ ନକଲ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଭାଗ ଅବଗତ କରାଇ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ କରାଗଲା ବୋଲି ଘୋଷଣା କଲେ। ଅନୁରୂପ ଭାବେ ବିଭାଗୀୟ ମନ୍ତ୍ରୀ ନିଜର ସାମାଜିକ ଗଣମାଧ୍ୟମ/ଫେସବୁକ୍ ରେ…

Read More

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଜଣେ ଯୁବକ ଓ ଜଣେ ବାଳକର ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଠାରୁ ଗୁଣପୁର ଆସୁଥିବା ଆୟାପ୍ପା ନାମକ ଯାତ୍ରୀବାହୀ ବସ୍ ଗୋଟିଏ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ କୁ ବସ୍ ଟି ଏମିତି ଭୟଙ୍କର ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରୁ କଚାଡି ହୋଇ ଗଜପତି ଜିଲ୍ଲା ନୁଆଁଗଡ ଗ୍ରାମର ସନ୍ତୋଷ ପ୍ରଧାନ ଓ ଶରଧାପୁର ଗ୍ରାମର ଚିଣ୍ଟୁ ପ୍ରଧାନ ନାମକ ଜଣେ ବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଗୁଣପୁର ଥାନ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଇତ୍ୟବସରରେ ବହୁ ଦୁର ଦୁରାନ୍ତରୁ ମାଁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଛି ଓ ମାଁ ଙ୍କ ଯାତ୍ରା ପରମ୍ପରା ଓ ନୀତି ନିୟମ ପାଳନ ହେବା ସହ ବହୁ ମାନସିକ ବେଶଧାରୀ ବ୍ୟକ୍ତିବିଶେଷ ମାଁ ଙ୍କ ଦର୍ଶନ କରି କ୍ରୁପା ଲାଭ କରୁଛନ୍ତି। କିନ୍ତୁ କିଛି ଅନୁଷ୍ଠାନ ଓ ସଂସ୍କୃତି ବିରୋଧୀ ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାର ଅଶ୍ଳୀଳ ଭଜନ,ନାଚ ଗୀତ ସହ ଦଣ୍ଡନାଚ ପଟୁଆର ବାହାର କରି ଧର୍ମାବଲମ୍ବୀ ଜନତାଙ୍କ ହୃଦୟକୁ କୁଠାରାଘାତ କରୁଛନ୍ତି। ଯ’ଦ୍ଵାରା କିଛି ବୁଦ୍ଧିଜୀବି ଓ ଯାତ୍ରା କଳାକାର ସଂଘ ପକ୍ଷରୁ ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଏହି ଭଳି ଅପସଂସ୍କୃତି କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଦାବି କରିଥିଲେ। ଏସ୍ ପି ଡଃ…

Read More

ସ୍ୱାସ୍ଥ୍ୟଟିପ୍ସ: ମଧୁମେହ ରୋଗୀଙ୍କ ପାଇଁ ପଣସ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ। ମଧୁମେହକୁ ରୋକିବା ଏବଂ ଏହାର ଲକ୍ଷଣ ପରିଚାଳନା କରିବାରେ ଏହା ସାହାଯ୍ୟ କରେ ବୋଲି କୁହାଯାଏ। ପଣସ ମଞ୍ଜିରେ ପ୍ରୋଟିନ ଭରପୂର ଏବଂ ଏହାର ଅଧିକ ହାଇ ସଲ୍ୟୁବଲ ଫାଇବର ସାମଗ୍ରୀ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପଣସ ମଞ୍ଜି ଖାଇବା ଉପକାରୀ ବୋଲି ବିବେଚନା କରାଯାଏ ଏବଂ ଏହା ଅନେକ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିରେ ପ୍ରୋଟିନ୍ ଭରପୂର ଅଟେ। ଏହାକୁ ଭଜା କରି ମଧ୍ୟ ଖାଇ ପାରିବେ। ଏହା ଆପଣଙ୍କ ପାଇଁ ଏକ ସୁସ୍ଥ ହାଇ ଫାଇବର ଜଳଖିଆ ହେବ। ଏହା ବ୍ୟତୀତ ଆପଣ ପଣସ ତରକାରୀ ଖାଇପାରିବେ। ଏଥି ସହିତ, ଏହାର ପତ୍ରର ବ୍ୟବହାର ମଧ୍ୟ ଲାଭଦାୟକ ହେବ। ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ: ପାଚିଲା ପଣସ ଅପେକ୍ଷା କଞ୍ଚା ପଣସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି,…

Read More

ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…

Read More

ନୂଆଦିଲ୍ଲୀ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ସ୍ୱଚ୍ଛତା ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି। ଏହି କାରଣରୁ ଆମେ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ଆମ ଘରର ସ୍ୱତନ୍ତ୍ର ଭାବେ ପରିଷ୍କାର କରିଥାଉ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସଫା କରିବା ପାଇଁ ବ୍ୟବହୃତ ଫୁଲ ଝାଡୁ ମଧ୍ୟ ମାଙ୍କର ପ୍ରତୀକ ଅଟେ। ଆସନ୍ତୁ ଝାଡୁକୁ କିପିର ବ୍ୟବହାର କରିବେ ସେ ସଂପର୍କରେ କେତେକ ତଥ୍ୟ ଆମେ ଆପଣଙ୍କୁ ଦେବୁ ୧- ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ଝାଡୁକୁ କେବେ ବି ପାଦ ତଳେ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି। ଘରେ ଦରିଦ୍ରତା ଗୋଡାଏ। ୨- ଝାଡୁକୁ ଅସମ୍ମାନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହିତ ସମାନ ହୋଇଥାଏ। ୩- ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଝାଡୁକୁ କେବେ…

Read More

ଭୁବନେଶ୍ଵର: ଆଜିର ସମୟରେ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି। ଏହା ଲୋକମାନଙ୍କୁ ଖର୍ଚ୍ଚ କରିବାର ସ୍ୱାଧୀନତା ଦେଇଥାଏ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ, କିନ୍ତୁ ତା’ପରେ ମଧ୍ୟ ଆପଣ ଅନେକ ସୌଖୀନ ଏବଂ ଅନେକ ଆବଶ୍ୟକତା କ୍ରେଡିଟ୍ କାର୍ଡ ସହିତ ପୂରଣ କରିପାରିବେ। ତଥାପି, ଏହି ସୁବିଧା ସହିତ, କ୍ରେଡିଟ୍ କାର୍ଡରେ ମଧ୍ୟ କିଛି ଅସୁବିଧା ଅଛି। ଯଦି ଆପଣ କ୍ରେଡିଟ୍ କାର୍ଡକୁ କିପରି ସଠିକ୍ ଭାବରେ ବ୍ୟବହାର କରିବେ ଜାଣନ୍ତି ନାହିଁ, ତେବେ ଆପଣ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ କ୍ରେଡିଟ୍ କାର୍ଡରେ ଏକ ସୀମା ଦିଅନ୍ତି, ଯାହା ପରେ କ୍ରେଡିଟ୍ କାର୍ଡ ଧାରକକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପରିଶୋଧ କରିବାକୁ ପଡିବ। ଏହା ଏକ ପ୍ରକାର ବ୍ୟାଙ୍କରୁ ନିଆଯାଇଥିବା ଏକ ଋଣ, ଯାହାକୁ ସୁଧ ବିନା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କକୁ ଫେରସ୍ତ କରିବାକୁ ପଡିବ। ଯଦି କାର୍ଡଧାରୀ ଧାର୍ଯ୍ୟ ସମୟ…

Read More

ନୂଆଦିଲ୍ଲୀ: ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ପ୍ରତି ନିର୍ବାଚନ ସର୍ଭେରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ମଜବୁତ ମନେହୁଏ। ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସଂଖ୍ୟାଗରିଷ୍ଠତା ହେଉଛି ୧୧୩ ଟି ଆସନ। ନିକଟରେ ହୋଇଥିବା ତିନୋଟି ସର୍ଭେରେ କଂଗ୍ରେସ ଏହି ସଂଖ୍ୟାଗରିଷ୍ଠତାକୁ ଛୁଇଁଥିବା ଦେଖାଯାଇଛି। ଏଥି ସହ ବିଜେପି ଦ୍ୱିତୀୟ ଦଳ ଭାବରେ ଦେଖାଯାଉଥିବାବେଳେ ଜେଡିଏସକୁ ତୃତୀୟ ନମ୍ବରରେ ଦର୍ଶାଯାଇଛି। କର୍ଣ୍ଣାଟକରେ ରାଜନୈତିକ ଦଳର ଧୂଆଁଧାର ନିର୍ବାଚନ ପ୍ରଚାର ମଧ୍ୟରେ ନେତାଙ୍କ ମଧ୍ୟରେ ମତଦାନର ଫଳାଫଳ ସମ୍ପର୍କରେ ମଧ୍ୟ ବିବୃତ୍ତି ଦିଆଯାଉଛି। ସ୍ୱରାଜ ଭାରତର ଯୋଗେନ୍ଦ୍ର ଯାଦବ ଏକ ସର୍ଭେ ଫଳାଫଳକୁ ଟ୍ୱିଟ୍ କରି ତତ୍କାଳୀନ ବିଜେପି ନେତା ତଥା କେନ୍ଦ୍ର ସରକାରଙ୍କ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ନକଲି ବୋଲି କହିଛନ୍ତି। ପୋଲ୍ ସର୍ଭେ କ’ଣ କହୁଛି ଆସନ୍ତୁ ଜାଣିବା… ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେ: ମୋଟ ଆସନ-…

Read More

ଉପେନ୍ଦ୍ର ବଳିୟାରସିଂହ ଭୁବନେଶ୍ଵର: ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଚିତ୍ରକୁଟରେ ଥିଲେ। ଲକ୍ଷ୍ମଣ ଜୀ ଫଳମୂଳ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସୀତା ଜୀ ଓ ରାମ ଜୀ କୌଣସି ଏକ ବିଷୟରେ ଚର୍ଚ୍ଚା କରୁଥିଲେ। ସିତାଜୀ ହଠାତ କହିଲେ, “ପ୍ରଭୁ କ୍ଷମା କରିବେ, ଗୋଟିଏ କଥା କହିବି?” ପ୍ରଭୁ କହିଲେ,”କୁହ। ସୀତା କହିଲେ, “ମୋର ଚରଣ ଆପଣଙ୍କ ଚରଣ ଠାରୁ ବେଶୀ ସୁନ୍ଦର! ଶ୍ରୀରାମ ଜୀ କହିଲେ, “ଏହା କିପରି ହୋଇପାରିବ? ମୋର ଚରଣ ସବୁଠାରୁ ସୁନ୍ଦର! ଯଦି ଭଗବାନ ସ୍ଵୀକାର କରି ନେଇଥାନ୍ତେ, ତାହେଲେ କୌଣସି କଥା ନଥିଲା।” କିନ୍ତୁ ପ୍ରଭୁଙ୍କର କଥା ଶୁଣି ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ଶେଷକୁ ସ୍ଥିର ହେଲା ଯେ, ଲକ୍ଷଣଙ୍କ ନିଷ୍ପତ୍ତି ହିଁ, ଉଭୟଙ୍କର ମାନ୍ୟ ହେବ। କାରଣ ସେ ହିଁ ଉଭୟଙ୍କର ଚରଣର ସେବା କରନ୍ତି। ଲକ୍ଷ୍ମଣ ଫଳମୂଳ ଧରି କୁଟୀରକୁ ଫେରିଲେ। ଶ୍ରୀରାମ କହିଲେ, “ଗୋଟିଏ ତକରାଳ ହୋଇଛି। ତୁ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜିକାଲି ମୁଖ୍ୟମନ୍ତ୍ରୀ ବାସଭବନର ନବୀକରଣକୁ ନେଇ ବିବାଦ ଘେରକୁ ଆସିଛନ୍ତି। କେଜ୍ରିୱାଲ ନବୀକରଣ ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ନେତା ଅଲକା ଲାମ୍ବା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏବଂ ସରକାରୀ ଘରର ସାଜସଜ୍ଜାରେ ସେ ଜନସାଧାରଣଙ୍କ ଟଙ୍କା ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ଅଲକା ଲାମ୍ବା କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନର ପରିସରରେ ଅଛନ୍ତି, ବୋଧହୁଏ ସେଥିପାଇଁ ସେ ନିରବ ଅଛନ୍ତି। କ୍ଷମତାରେ ପହଞ୍ଚିବା ସମୟରେ ରାମଲିଲା ମଇଦାନରୁ ଦୁର୍ନୀତି ବିରୋଧରେ ବାହାରିଥିବା ଏହି ଦଳର ଶବ୍ଦ ଓ ମନୋଭାବ ବଦଳିଛି।” କଂଗ୍ରେସ ନେତା କହିଛନ୍ତି ଯେ, ସେ (ସିଏମ କେଜ୍ରିୱାଲ) ରାମଲିଲା ମଇଦାନରେ କହିଥିଲେ ଯେ, ଯଦି ଆମେ କ୍ଷମତାକୁ ଆସିବୁ, ତେବେ ଶୀଲା ଦୀକ୍ଷିତଙ୍କ ପରି ବଙ୍ଗଳା ନେବୁ ନାହିଁ, ଆମେ ଦୁଇ କୋଠରୀ ଘରେ ରହିବୁ। କିନ୍ତୁ ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧-୨…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Read More

କୁମ୍ଭ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଧନୁ- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ ।

Read More

ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ।

Read More

ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ।   ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ ।

Read More