Author: Samikhsya Bureau

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ମହୁଝର ଗ୍ରାମର ନଣ୍ଡା ଜେନା ଓ ତାଙ୍କ ପତ୍ନୀ ବାଇକ୍ ଯୋଗେ ବାଣପୁରର ଆୟତପୁରରେ ନିଜ ଝିଅ ଘରକୁ ଦୋଳ ପୁନେଇ ଭାର ନେଇ ଯାଉଥିଲେ। ହେଲେ ୧୬ ନଂ ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ତାଙ୍କ ବାଇକ୍ କୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଯାହାଫଳରେ ନଣ୍ଡା ଜେନାଙ୍କ ପତ୍ନୀ ଜୟନ୍ତୀ ଜେନା (୩୦) ଙ୍କ ମୃତ୍ୟୁ ହୋଇଯାଇଛି।

Read More

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି। ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି। ପ୍ରତ୍ୟେକ ଥର ବାତ୍ୟା…

Read More

ନୂଆଦିଲ୍ଲୀ: ହିନ୍ଦି ଚଳଚିତ୍ର RRR ର Naatu Naatu ଗୀତର କ୍ରେଜ କେତେ ତାହା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ସେହିପରି ଏକ ପ୍ରମାଣ ନୂଆଦିଲ୍ଲୀରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଗତକାଲି ଏହି କାର୍ଯ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସେଥିରେ ଖୋଦ ରାଷ୍ଟ୍ରଦୂତଙ୍କ ସହିତ ଅନ୍ୟକର୍ମଚାରୀ ଧୂମ ନାଚିଲେ। ଏହି ଭିଜୁୟାଲ କୋରିଆନ ଟୁଇଟରରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସ ପ୍ରକଟ କରିଛନ୍ତି। ମୋଦି ଟୁଇଟ କରି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ଜୀବନ୍ତ ଏବଂ ଆକର୍ଷଣୀୟ ପଦକ୍ଷେପ।

Read More

ନୂଆଦିଲ୍ଲୀ: ପ୍ରାୟତଃ ଏପରି ଅନେକ ନୋଟ୍ ମିଳେ, ଯାହା ଉପରେ କିଛି ନା କିଛି ଲେଖାଯାଇଥାଏ। ଏପରି ପରିସ୍ଥିତିରେ, ପ୍ରଶ୍ନ ମନକୁ ଆସେ ଯେ ଯେଉଁ ନୋଟ ଉପରେ କିଛି ଲେଖା ଅଛି ତାହା ଅବୈଧ ବୋଲି ଧରାଯିବ କି? ଆଜିକାଲି ଏହି ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି ହେଉଛି ଯେ, ଯଦି ଆପଣ ନୂଆ ନୋଟରେ କିଛି ଲେଖନ୍ତି ତେବେ ଏହା ଅବୈଧ ହୋଇଯିବ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କ’ଣ ଏହାର ମୂଲ୍ୟ ସମାପ୍ତ ହେବ ଏବଂ କ’ଣ ଆପଣ ଏହାକୁ ବଜାରରେ ବ୍ୟବହାର କରିପାରିବେ ନାହିଁ କିମ୍ବା ଅନ୍ୟ କିଛି ସତ୍ୟ ଅଛି? ସୋସିଆଲ ମିଡିଆରେ ଏକ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଯଦି କୌଣସି ନୋଟରେ ଲେଖାଯାଏ ତେବେ ଏହା ସିଧାସଳଖ ଅବୈଧ ହୋଇଯିବ। ଏହିପରି ନୋଟ୍ ଗୁଡିକ କେବଳ…

Read More

ଭୁବନେଶ୍ବର: ଭୁବନେଶ୍ବରର ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ଆଦିବାସୀ ମେଳା-୨୦୨୩ରେ ଚାଲିଛି ଆଦିବାସୀ ମେଳା। ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ପ୍ରାଚୀନ ଜନଜାତିଙ୍କ ଦୁନିଆରେ ଦେଖିବାକୁ ମିଳୁଛି। ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିିତ ହେଉଛି। ଏହାଛଡ଼ା ଆଦିବାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍‌ ଅନୁମାନ କରିହେଉଛି। ଗତାକାଲି ଶନିବାର ଛୁଟିଥିବାରୁ ଅପରାହ୍ନରେ ମେଳା ପରିସରକୁ…

Read More

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଜେରା ପାଇଁ ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପହଞ୍ଚିଛନ୍ତି। କିନ୍ତୁ ଏହାର କିଛି ସମୟ ପରେ AAP ସାଂସଦ ସଞ୍ଜୟ ସିଂ ସିବିଆଇ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଥିଲେ। ତେବେ ସିବିଆଇ କାର୍ଯ୍ୟାଳୟ ନିକଟରେ ବିରୋଧ କରୁଥିବା ଦଳର ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି। ପ୍ରକାଶ ଯେ, ସିବିଆଇ କାର୍ଯ୍ୟାଳୟଠାରୁ ଏକ କିଲୋମିଟର ଦୂରରେ ପୋଲିସ୍ ବ୍ୟାରିକେଡ୍ ଅଛି। କାହାକୁ ଆସିବାକୁ ଅନୁମତି ନାହିଁ। ଏଥିରେ କ୍ରୋଧିତ AAP ସାଂସଦ ସଞ୍ଜୟ ସିଂ ଏବଂ ଦଳୀୟ କର୍ମୀମାନେ ଆର୍ଚ ବିଶପ ମାର୍ଗରେ ଜୋରଦାର ପ୍ରଦର୍ଶନ କରିଥିଲେ।

Read More

ରାୟପୁର: ଛତିଶଗଡ଼ର ରାୟପୁର ଠାରେ ୮୫ ତମ ଅଖିଳ ଭାରତ କଂଗ୍ରେସର ମହା ଅଧିବେଶନରେ ଓଡିଶାରୁ ବହୁ ତୁଙ୍ଗ ନେତା ସହିତ ଶତାଧିକ କର୍ମି ଯୋଗ ଦେଇଛନ୍ତି। ଏଥିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ। ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇଥିଲେ। ଏଥିସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲାଟ,ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ,ଏଆଇସିସି ସାଧାରଣ ସମ୍ପାଦକ ରାନଦୀପ ସୁରଜେବାଲା, ଶସି ଥରୁର ଏବଂ ବହୁ ନେତୃବୃନ୍ଦ, ବିଭିନ୍ନ ରାଜ୍ୟର ପିସିସି ସଭାପତି, ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳ ନେତା,ଏଆଇସିସି ଏବଂ ପିସିସି ସଦସ୍ୟ ପାଖାପାଖି ୧୫ ହଜାର ରୁ ଅଧିକ ନେତୃବର୍ଗ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ପ୍ରଥମେ ଦିବଙ୍ଗତ କଂଗ୍ରେସ ନେତୃବୃନ୍ଦଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଓଡ଼ିଶାର…

Read More

ଭୁବନେଶ୍ବର: ଚିଟ ଫଣ୍ଡ କଂପାନୀର ଯାହା ଜମି ଜବତ ହୋଇଛି ତୁରନ୍ତ ତାହାକୁ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରାଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଚିଟଫଣ୍ଡ ମାମଲା ଚାଲିଥିବା କୋର୍ଟ କହିଛନ୍ତି ଯେ, ଏହାକୁ ସାଧାରଣରେ ଅକସନ କରି ବିକ୍ରି କରି ସେହି କଂପାନୀର ଜମାକାରୀଙ୍କୁ ଟଙ୍କା ଫେରସ୍ତ କର। ଓଡିଶାର ଶ୍ରୀ ଭୂମି ଗ୍ରୁପ ଅଫ କଂପାନୀର ଏହି ଜମିକୁ ବିକ୍ରି କରିବା ପାଇଁ କୁହାଯାଇଛି। ପୂର୍ବରୁ ଓଡିଶା ଇକୋନିମିକାଲ ଅଫନସିଭ ୱଇଙ୍ଗି ବା ଇଓଡବ୍ଲୁ ଏହି କଂପାନୀର 24 ଏକର ଜମି ଜବତ କରିଛି। ଏଥିସହିତ କଂପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରିଛି। ଏହି କଂପାନୀ ଲୋକଙ୍କୁ ଅଧିକ ଲୋଭ ଦେଖାଇ ଟଙ୍କା ନେଣଦେଣ କରିଥିବାର ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହି କଂପାନୀ ଜବତ ହୋଇଥିବା ମୋଟ 24.0487 ଏକର ଜମିକୁ ଅକସନ କରିବା ପାଇଁ ବନ୍ଦୋବସ୍ତ କରୁଥିବାର ଜଣାପଡିଛି। ବିକ୍ରି ସରିବା…

Read More

ଶ୍ରୀନଗର: ସ୍ଥାନୀୟ ବଜାରକୁ ଯାଉଥିବାବେଳେ ପୁଲୱାମାର କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କାଶ୍ମୀର ପୋଲିସ କହିଛି। ଏହି ଘଟଣା ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଘଟଣାର ଏକ ଧାରା ବୋଲି ବିଶ୍ୱାସ କରାଯାଏ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ସଞ୍ଜୟ ଶର୍ମା ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଥିଲେ। ସେଦିନ ସକାଳ ପ୍ରାୟ ୧୦ ଟା ବେଳେ ବଜାରକୁ ଯାଉଥିବା ବେଳେ ତାଙ୍କୁ ନିକଟରୁ ଗୁଳି କରାଯାଇଥିଲା।

Read More

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ବଢିବାରେ ଲାଗିଛି। ଅବକାରୀ ନୀତି ମାମଲାରେ ତାଙ୍କୁ ଜେରା ପାଇଁ ସିବିଆଇ ଡାକିଛି। ସିସୋଦିଆ କହିଛନ୍ତି ଯେ, ସେ ଅନୁସନ୍ଧାନକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ମିଥ୍ୟା ଅଭିଯୋଗରେ ଜେଲ ଯିବାକୁ ପଡିଲେ, ସେଥିପ୍ରତି ସେ ଭୟଭୀତ ନୁହନ୍ତି। ସିବିଆଇ ଏଫଆଇଆର ଅନୁଯାୟୀ ଲାଞ୍ଚ ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା, ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଦୁର୍ନୀତି ନିବାରଣ ଆଇନ (୧୯୮୮) ର ଧାରା ୭ ମନୀଷ ସିସୋଦିଆ ଉପରେ ଲାଗୁ କରାଯାଇଛି। ଯଦି ଦୋଷ ପ୍ରମାଣିତ ହୁଏ, ତେବେ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୭ ବର୍ଷ ଜେଲ ଏବଂ ଜରିମାନା ହୋଇପାରେ। ଆଇପିସିର ଧାରା ୧୨୦ ବି (ଅପରାଧିକ ଷଡଯନ୍ତ୍ର) ମଧ୍ୟ ମନୀଷ ସିସୋଦିଆଙ୍କ ଉପରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣିଥିଲା। ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଥିଲେ। ଜଣେ ଝିଅକୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା…

Read More

ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି. ମୃତକ ଜଣକ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ (୪୮)। କୁକୁଡା ଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଂଜାମ ସହ ଏକ ପିକ୍ ଅପ୍ ଭ୍ୟାନରେ କୁକୁଡାଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକ୍ ଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ…

Read More

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା…

Read More

ବାସ୍ତୁ ଶାସ୍ତ୍ର: ଆଜିର ବସ୍ତୁବାଦୀ ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସଫଳତା ପାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସହିତ ଚାକିରି କରିଥିବା ଲୋକଙ୍କ ଆର୍ଥିକ ଆହ୍ଵାନକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ସଫଳତା ହାସଲ ହୁଏ ନାହିଁ। ତେବେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଟିପ୍ସ ଉଲ୍ଲେଖ କରାଯାଇଛି। ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି କାର୍ଯ୍ୟାଳୟକୁ ବାସ୍ତୁ ଅନୁକୂଳ ରଖାଯାଏ, ତେବେ ଏହା ଆର୍ଥିକ ଆହ୍ଵାନରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ଅଫିସ୍ ସହିତ ଜଡିତ କିଛି ବିଶେଷ ବାସ୍ତୁ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା…. ବାଉଁଶ ଉଦ୍ଭିଦ: ବାଉଁଶ ଉଦ୍ଭିଦକୁ ଫେଙ୍ଗ୍ ଶୁଇ ଟିପ୍ସ ଏବଂ ବାସ୍ତୁ ଶାସ୍ତ୍ରରେ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିଲେ ସମୃଦ୍ଧି ଆଣିଥାଏ ଏବଂ ସୁଖର…

Read More

ରଣପୁର: ରଣପୁର ଚାରିଅଟ ପବ୍ଲିକ ସ୍କୁଲ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ଼ସ ଦ୍ୱାରା ମନୋନୀତ ହୋଇ ଜାତୀୟ ସ୍ତରରେ କବ ବୁଲବୁଲ ଉତ୍ସବ ଓ ଗୋଲଡେନ ଆରୋ ଆୱାର୍ଡ ଉତ୍ସବରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ପାରିଛନ୍ତି। ହରିୟାଣା ରାଜ୍ୟର ଗୋଦପୁର ସ୍ଥିତ ଜାତୀୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୧୮ ଟି ରାଜ୍ୟର କବ ବୁଲବୁଲ ଯୋଗ ଦେଇଥିଲା ବେଳେ ଓଡିଶା ରାଜ୍ୟର କବ ବୁଲବୁଲମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଗ୍ରୁପ ଡ୍ୟାନ୍ସ ଓ ରେଡ ଫ୍ଲାୱାର ନୃତ୍ୟ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାର ରଣପୁର ସ୍ଥିତ ଚାରିଅଟ ପବ୍ଲିଜ ସ୍କୁଲର ୯ ଜଣ କବ ବୁଲବୁଲ ପ୍ରଥମ ସ୍ଥାନ କରିବା ସହିତ ଗୋଲଡେନ ଆରୋ ଆୱାର୍ଡ ହାସଲ କରି ଜାତୀୟ ସ୍ତରରେ ସଫଳତା ହାସଲ କରି ପାରିଛନ୍ତି। ସ୍କୁଲର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ନେତୃତ୍ୱରେ ଆୟାସା ଅଭିଲିପ୍ସା, ଅମ୍ରିତ କୁମାର ସ୍ୱାଇଁ,…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତୈଲା ଗ୍ରାମରେ ଜନୈକ ଯୁବକକୁ ମାଡ ମାରି ହତ୍ୟା କରାଯାଇଥିବା ପୋଲିସ୍ କହିଛି। ମୃତ ଯୁବକ ଜଣକ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଧଳତୈଲା ଗ୍ରାମର ଅରକ୍ଷିତ ମହାକୁଡ଼ (୩୫) ବର୍ଷ ବୋଲି ଜଣା ଯାଇଛି। ସୂଚନା ଅନୁସାରେ ଅରକ୍ଷିତ ଗତକାଲି ପ୍ରାୟ ଅପରାହ୍ନ ୪ଟା ସମୟରେ ନିଶା ସେବନ କରି ଘରେ ଆସି ପାଟିତୁଣ୍ଡ କରୁଥିଲା। ପାଟିତୁଣ୍ଡ କରୁଥିବା ସମୟରେ ପଡୋଶୀ ବିରେନ ପ୍ରଧାନ ନାମକ ଯୁବକ ଅରକ୍ଷିତ ଘରକୁ ଯାଇ ମାଡ ମାରିବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲା। ତେବେ ପରିବାର ଲୋକେ ତୁରନ୍ତ ଅରକ୍ଷିତକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନା ନେବାବେଳେ ଶକ୍ରବାର ସଂଧ୍ୟାରେ ବୁର୍ଲା ନେବା ବାଟରେ ଯୁବକର ମୃତ୍ୟୁ ହୋଇଯାଇଥିଲା।…

Read More

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ମହିଳା ପ୍ରିମିୟର ଲିଗ୍ ର ପ୍ରଥମ ସିଜନ୍ ପାଇଁ ପ୍ରସ୍ତୁତି ଶେଷ ମୁହୂର୍ତ୍ତରେ ପହଞ୍ଚିଛି। ପ୍ରଥମ ସିଜନ୍ କୁ ଶକ୍ତିଶାଳୀ ଏବଂ ଧମକାଦାର କରିବାକୁ ସମସ୍ତ ଦଳ ପ୍ରସ୍ତୁତ ହୋଇଛନ୍ତି। ଏଥି ସହିତ, ଫ୍ରାଞ୍ଚାଇଜିମାନେ ମଧ୍ୟ ଏହି ଅବସରରେ କୌଣସି କାର୍ଯ୍ୟକୁ ଛାଡି ନାହାଁନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଆଜି ସେମାନଙ୍କ ଜର୍ସି ଉନ୍ମୋଚନ କରିଛି। ସମସ୍ତଙ୍କ ସାମ୍ନାରେ ତାଙ୍କ ଜର୍ସି ରଖି ଫ୍ରାଞ୍ଚାଇଜି ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। https://twitter.com/mipaltan/status/1629402355254063105 ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କ ଜର୍ସି ପ୍ରକାଶ କରିଛି। ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରି ମୁମ୍ବାଇ ଏହି ଜର୍ସି ଉନ୍ମୋଚନ କରିଛି। ମୁମ୍ବାଇର ଏହି ଜର୍ସି ପୁରୁଷ ଦଳର ଜର୍ସି…

Read More

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ ତାଲିମ ନେବାକୁ ପାକିସ୍ତାନ ଯାଉଥିବା ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୁଇଜଣ କଟ୍ଟରପନ୍ଥୀଙ୍କୁ ଗିରଫ କରିଛି। ଏହି ଦୁଇ ଜଣଙ୍କୁ ଲାଲ କିଲ୍ଲା ନିକଟରୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଭାରତର ତାମିଲନାଡୁ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରର ବୋଲି ଜଣାପଡିଛି। ଆତଙ୍କବାଦୀ ତାଲିମ ନେବାକୁ ଏହି ଦୁଇ ଜଣ ଯାଉଛନ୍ତି ବୋଲି ପୋଲିସ ଦାବି କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ଖାଲିଦ ମୁବାରକ ଖାନ (୨୨ ବର୍ଷ) ଏବଂ ଅବଦୁଲ୍ଲା (32 ବର୍ଷ)। ଖାଲିଦ ମହାରାଷ୍ଟ୍ରର ଥାନେ ୱେଷ୍ଟର ବାସିନ୍ଦା। ଯେଉଁଠାରେ ଅବଦୁଲ୍ଲା ତାମିଲନାଡୁର କଲିଆକୁଲାର ବାସିନ୍ଦା ଅଟନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୁହେଁ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଜମ୍ମୁ କାଶ୍ମୀରର କିଛି କଟ୍ଟରପନ୍ଥୀ ଯୁବକଙ୍କ ସହ ଟ୍ରେନିଂ ନେବାକୁ ଯାଉଥିଲେ। ଏହି ଦୁଇଜଣଙ୍କ ବିଷୟରେ ପୋଲିସ ସୂଚନା ପାଇଥିଲା,…

Read More

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଛାତ୍ର ଜୀବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥର ସେମାନଙ୍କର ଭବିଷ୍ୟତର ମୂଳଦୁଆ ପକାଇବ। ଚାଣକ୍ୟ ନିତୀରେ ଛାତ୍ରମାନଙ୍କ ପାଇଁ କିଛି ବିଶେଷ କୌଶଳ କୁହାଯାଇଛି, ଯାହା ପରୀକ୍ଷାରେ ସେମାନଙ୍କ ପାଇଁ ସହାୟକ ହୋଇଛି। ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ଜଣେ ବିଦ୍ୟାର୍ଥୀ କିପରି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍। ଲକ୍ଷ୍ୟ ଉପରେ ଗମ୍ଭୀରତା: ଛାତ୍ର ଜୀବନରେ କେବଳ ଗୋଟିଏ ଲକ୍ଷ୍ୟ ରହିବା ଉଚିତ, ଭଲ ଶିକ୍ଷା ପାଇବା। କଠିନ ପରିଶ୍ରମ ବ୍ୟତୀତ ପରୀକ୍ଷାରେ ସଫଳତା ପାଇବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ। ଏଭଳି ପରିସ୍ଥିତିରେ, ପରୀକ୍ଷା ପୂର୍ବରୁ, ମୋବାଇଲ୍, ସୋସିଆଲ୍ ମିଡିଆକୁ ଅତିକ୍ରମ କରି ଏକ ଏକାଗ୍ର ମନ ସହିତ ଅଧ୍ୟୟନ କରନ୍ତୁ। ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଛାତ୍ରଙ୍କ ସଫଳତା ପାଇଁ ଅନୁଶାସନ ହେଉଛି ପ୍ରଥମ ପଦକ୍ଷେପ। ଅଧ୍ୟୟନ, ଖାଇବା, ଶୋଇବା ଏବଂ ଠିକ୍ ସମୟରେ ଉଠିବା ପରି ଯଦି ଆପଣ ଏହି ଜିନିଷଗୁଡିକ…

Read More

ମେଷ- ବ୍ୟବସାୟ ଯାତ୍ରା ସଫଳ ହେବ । ବକେୟା ଅର୍ଥ ଫେରସ୍ତ କରାଯିବ। ରୋଜଗାର କରିବେ । ଆଘାତ ଏବଂ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟ ଭଲ କରିବ । ସମ୍ମାନ ଏବଂ ସ୍ଥିତି ପାଇଁ ସୁଯୋଗ ଆସିବ । ଆୟ ଉନ୍ନତି ହେବ । ବ୍ୟବସାୟ ସ୍ଥିରତା ବୃଦ୍ଧି ପାଇବ । ମାଙ୍ଗଳିକ ଉତ୍ସବରେ ଅଂଶଗ୍ରହଣ କରିବେ । ବୃଷ- ଭାଗ୍ୟର ଉନ୍ନତି ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପତି-ପତ୍ନୀଙ୍କଠାରୁ ସମ୍ମାନ ପାଇ ହୃଦୟ ଖୁସି ହେବ । ବିପଦପୂର୍ଣ୍ଣ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ । ଚାକିରିରେ ଇଚ୍ଛାଧୀନ ସ୍ଥାନାନ୍ତର ହେଉଛି ପଦୋନ୍ନତିର ସମଷ୍ଟି । ଅଧ୍ୟୟନରେ ଆଗ୍ରହ ବଢିବ । ମିଥୁନ- ତୀର୍ଥଯାତ୍ରା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବୃଦ୍ଧି ପାଇବ । ଖୁସି ହେବେ। ସନ୍ତାନଙ୍କ ବିଷୟରେ ଚିନ୍ତିତ ହେବେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି। ପୁର୍ବ ସୂଚନା ପାଇ ଗୋପାଳପୁର ରାସ୍ତା ପଥରା ଛକରେ ଅବକାରୀ ବିଭାଗ ଜଗି  ବସିଥିଲେ। ସେଠାରେ ବିକ୍ରି ପାଇଁ ଅପେକ୍ଷା କରିଥିବା ଦୁଇ ଦମ୍ପତି ସୁମନ ବାହାଦୁର ଓ ପତ୍ନୀ ଭାନୁ ବାହାଦୁରଙ୍କୁ ଅବକାରୀ ବିଭାଗ ମାଡି ବସିଥିଲା। ସେମାନଙ୍କ ଠାରୁ ୯ ଗ୍ରାମର ବ୍ରାଉନ ସୁଗାର ଜବତ୍ କରିବା ସହ ଉକ୍ତ ଦମ୍ପତିଙ୍କୁ ଗିରଫ କରିଥିଲା।

Read More