Author: Samikhsya Bureau

ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୪ ବରଗଡ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୧୦ ଗଞ୍ଜାମ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୬ କନ୍ଧମାଳ ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୫ ପୁରୀ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୧୫ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଚାଣକ୍ୟ ନୀତି: ସମସ୍ତଙ୍କୁ ଟଙ୍କା ଆବଶ୍ୟକ ହୁଏ। ବାସ୍ତୁ ଯୁଗରେ ଅର୍ଥ ଏକ ପ୍ରମୁଖ ଉତ୍ସ ଭାବରେ ବିବେଚନା କରାଯାଏ। ଯେତେବେଳେ ଅର୍ଥର ଅଭାବ ଥାଏ, ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୁଏ। ଏହା ସହିତ ଅର୍ଥର ଅଭାବ ହେତୁ ଅନେକ ସମସ୍ୟା ଘେରି ରହିଥାଏ। ଯଦି ଆପଣ ଆୟ କମ ଏବଂ ଖର୍ଚ୍ଚ ଅଧିକ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଜିନିଷଗୁଡ଼ିକ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ସବୁବେଳେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ଯାହାଦ୍ୱାରା ଜୀବନରେ ଅର୍ଥର ଅଭାବ ରହିବ ନାହିଁ। ଟଙ୍କା ସଞ୍ଚୟ: ଜଣେ ବ୍ୟକ୍ତି ବୁଝିସୁଝି ଟଙ୍କା ଖର୍ଚ୍ଚ କରିବା ଉଚିତ୍। ଯେଉଁମାନେ ଏହାର ଯତ୍ନ ନିଅନ୍ତି ନାହିଁ, ସେମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଛୋଟ ପଦକ୍ଷେପ ଅର୍ଥ ସଞ୍ଚୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ। କେବଳ ଛୋଟ ପଦକ୍ଷେପ ଦ୍ୱାରା ଟଙ୍କା…

Read More

ଭୂବନେଶ୍ବର: ଭୂବନେଶ୍ବର ଠାରେ ଏକ ପଞ୍ଚତାରକା ହୋଟେଲ୍ ରେ ନୂଆ ଚଳଚ୍ଚିତ୍ର “ବୋଉର ହାତ ବାକ୍ସ ” ର ଅଫିସିଆଲ୍‌ ଟ୍ରେଲର ରିଲିଜ୍ ହୋଇ ବୁଦ୍ଧିଜିବୀଙ୍କ ଦ୍ବାରା ଆଦୃତି ଲାଭ କରିଥିଲା। ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳକ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ନିର୍ଦ୍ଦେଶକ ନାରାୟଣ ପତି, ବରିଷ୍ଠ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ବିନି ପଟ୍ଟନାୟକ, ସୂର୍ଯ୍ୟ ରଥ ଅଭିନେତ୍ରୀ ସୁଶ୍ରୀ ସବିତା ପ୍ରମୁଖ ଉପସ୍ଥିତ ଥିଲେ। ମୁକ୍ତିଲାଭ ପୂର୍ବରୁ ଏବେ ବେଶ ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବୋଉର ହାତ ବାକ୍ସ’। ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ କାହାଣୀ ଗତିଶୀଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ‘ବୋଉର ହାତ ବାକ୍ସ’କୁ ଅତି ନିଖୁଣ ଭାବେ ନିର୍ଦ୍ଦେଶକ ନାରାୟଣ ପତି ସଜାଇଛନ୍ତି। ଓଡିଆ…

Read More

ନୂଆଦିଲ୍ଲୀ: ଦେଶରେ ଧାନ ନଡା ପୋଡି ଜନିତ ସମସ୍ୟାର ସମାଧାନ ପାଇଁ ଏଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଧାନନଡାର ଉପଯୁକ୍ତ ବ୍ୟବହାର ଓ ପରିଚାଳନା କରି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଉଦ୍ୟୋଗତ୍ତ୍ୱ /ଶିଳ୍ପ ସ୍ଥାପନ କଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ତାହାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉନ୍ମୋଚନ କରିଥିଲେ। ଏହି ନିର୍ଦ୍ଦେଶାବଳୀ ଅନୁସାରେ ନଡାକୁ ପେଲେଟ ବା ଗୋଳାରେ ଏବଂ ଏହାକୁ ତାପଜ ପ୍ରକ୍ରିୟାରେ ଅଙ୍ଗାରରେ ପରିଣତ କରିବା (ପେଲେଟାଇଜେସନ ଓ ଟରିଫ୍ୟାକସନ) ଲାଗି ପ୍ଲାଣ୍ଟ ସ୍ଥାପନ କଲେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ସରକାର ଏକକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପେଲେଟାଇଜେସନ ବା ଗୋଲା ପ୍ରସ୍ତୁତି କାରଖାନା ପାଇଁ ସର୍ବାଧିକ ୭୦ଲକ୍ଷ ଟଙ୍କା ଟରିଫ୍ୟାକସନ ପ୍ଲାଣ୍ଟ ପାଇଁ ସର୍ବୋଚ୍ଚ ୧. ୪କୋଟି ଟଙ୍କାର ଆର୍ଥିକ ସହାୟତା ଏକକାଳୀନ…

Read More

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ଗୁରୁବାର ଦିନ ଚିଲିକା ବ୍ଲକ ପରିଦର୍ଶନ କରିଛନ୍ତି। ସେ ଦୀର୍ଘ ସମୟ ଧରି ବ୍ଲକ ଅଫିସରେ ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଚିଲିକା ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ନିର୍ଦ୍ଦିଷ୍ଠ ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟ ଶେଷ କରିବାକୁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେ ସୁଦର୍ଶନ ଚକ୍ରବର୍ତ୍ତି ଗତ ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଯୋଗଦେବା ପରେ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନ କାମର ତଦାରଖ କରୁଛନ୍ତି। ନିକଟରେ ସେ ଚିଲିକା ବ୍ଲକର ବିରିବାଡି ସ୍କୁଲ ପରିଦର୍ଶନ ମଧ୍ୟ କରିଥିଲେ।

Read More

ଭୁବନେଶ୍ବର: ଓଡିଶାର ତିନୋଟି ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ଚ୍ୟାନେଲ ମଧ୍ୟରୁ ଦୁଇଟି ସାଟେଲାଇଟ ଚ୍ୟାନେଲ। ଅନ୍ୟ ଗୋଟିଏ ହେଉଛି ୟୁଟ୍ୟୁବ ଚ୍ୟାନେଲ ସହିତ ଖବରକାଗଜ। ଯେଉଁ ଦୁଇଟି ସାଟେଲାଇଟ ଚ୍ୟାନଲ ନିଯୁକ୍ତି ବିଜ୍ଞାପନ ବାହାରିଛି ତାହା ହେଲା ନନ୍ଦିଘୋଷ ଟିଭି ଏବଂ ଅର୍ଗସ ଟିଭି। ନନ୍ଦିଘୋଷ ଟିଭି ପାଇଁ ଯେଉଁ ପଦବୀ ନିମନ୍ତେ ନିଯୁକ୍ତି ବାହାରିଛି ତାହା ହେଲା ସେହିପରି ଅନ୍ୟତମ ନ୍ୟୁଜ ଚ୍ୟାନେଲ ଅର୍ଗସ ପାଇଁ ମଧ୍ୟ ନିଯୁକ୍ତି ବିଜ୍ଞାପନ ବାହାରିଛି। ତେବେ ଏହି ଚ୍ୟାନେଲ ପାଇଁ ମାତ୍ର ଦୁଇଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି। ହେଲେ ଏଥିରେ କେତେ ଜଣ ନିଯୁକ୍ତି ହେବେ ତାହା କୁହାଯାଇ ନାହିଁ। ଯେଉଁ ପଦବୀ ପାଇଁ ନିଯୁକ୍ତି ହେବ ସେଗୁଡିକ ହେଲା। ଅନ୍ୟତମ ୟୁଟ୍ୟୁବ ଚ୍ୟାନେଲ ଓଡିଶା ଭାସ୍କର ମଧ୍ୟ ତାହାର କଳେବର ବୃଦ୍ଧି କରିବା ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ କରିଛି। ଏହି…

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କେତେକ ଉଦ୍ଭିଦ ଘରେ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ବିସ୍ତାର କରିବାରେ ସାହାଯ୍ୟ କରନ୍ତି। ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ସମସ୍ତ ଉଦ୍ଭିଦକୁ ଘରେ ସ୍ଥାନ ଦିଆଯାଇପାରିବ ନାହିଁ। କେତେକ ଉଦ୍ଭିଦ ଘରେ ନକାରାତ୍ମକତା ଆଣିଥାଏ। ତେଣୁ, ଯତ୍ନର ସହ ବିଚାର କରିବା ପରେ ଘରେ ଚାରା ରୋପଣ କରନ୍ତୁ। ଘରେ ବେଲ, ଅଁଳା, ଶମି, ତୁଳସୀ ଇତ୍ୟାଦି ଗଛ ଲଗାଇବା ସୁଖ ଆଣିଥାଏ। ସେହିପରି ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କନିଆରୀ ଗଛ ମଧ୍ୟ ଘରର ଅଗ୍ରଗତି ପାଇଁ ଶୁଭ ବୋଲି ବିବେଚନା କରାଯାଏ। କନିଆରୀ ଗଛର ଐଶ୍ୱରୀୟ ଗୁଣ ଅଛି ବୋଲି ବିଶ୍ୱାସ କରାଯାଏ। ଯାହା ଘରେ ଲଗାଇବା ଦ୍ଵାରା ପାରସ୍ପରିକ ମତଭେଦ ଶାନ୍ତ ହୁଏ। କେବଳ ଏତିକି ନୁହେଁ, କନିଆରୀ ଗଛ ମଧ୍ୟ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ। ଘରେ କନିଆରୀ ଗଛ ଲଗାଇବାର କ’ଣ ଲାଭ ଅଛି…

Read More

ମେଷ: ଆଜି ଆପଣ ମାନସିକ ଚିନ୍ତା ଅନୁଭବ କରିବ। ଆପଣଙ୍କ ମନ ଅଧିକ ସମ୍ବେଦନଶୀଳତା ଏବଂ ଅନୁଭବ ସହିତ ଆର୍ଦ୍ରତା ଅନୁଭବ କରିବେ। ଆଜି, କାହା ସହିତ କୈଣସି ବିତର୍କ କରନ୍ତୁ ନାହିଁ। ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ସହିତ ମନୋବଳ ଦୃଢ ରହିବ। ଅସମ୍ମାନିତ ନହେବା ପାଇଁ ଧ୍ୟାନ ଦିଅନ୍ତୁ। ନୂତନ କାର୍ଯ୍ୟ ଆରମ୍ଭରେ ବିଫଳତା ମିଳିବ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ମହିଳା ବନ୍ଧୁମାନେ କ୍ଷତି ଘଟାଇ ପାରନ୍ତି। ବୃଷ: ପ୍ରାରମ୍ଭରେ, ଅର୍ଥନୈତିକ ଘଟଣା କିଛି ବାଧା ସହିତ ସମ୍ପୂର୍ଣ୍ଣ ଦେଖାଯିବ। ଆପଣ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଭେଟିବାକୁ ଉପଭୋଗ କରିବେ। ବ୍ୟବସାୟ କ୍ଷେତ୍ରରେ ଏକ ସହଯୋଗୀ ପରିବେଶ ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ। ଯେଉଁମାନେ ପୁଞ୍ଜି ବିନିଯୋଗ କରୁଛନ୍ତି ସେମାନେ ଯତ୍ନର ସହ ପୁଞ୍ଜି ବିନିଯୋଗ କରିବା ଉଚିତ୍। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ। ମିଥୁନ: ଆଜି ଆପଣଙ୍କର ଦିନ ଶାରୀରିକ ଏବଂ…

Read More

ନୂଆଦିଲ୍ଲୀ: ୧୩ ଅକ୍ଟୋବର ୨୦୨୨ରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ‘ଅଣ୍ଡର ଚିତା ଡିଲ୍‌, ସଟ୍‌ ଇଣ୍ଡିଆସ୍‌ ସପର୍ଟ ଅନ୍‌ ଲିଫ୍ଟିଂ ଆଇଭରୀ ବ୍ୟାନ : ନାମିବିୟା’ (ଚିତା ରାଜିନାମା ଅଧୀନରେ, ହାତୀ ଦାନ୍ତ ଉପରେ ନିଷେଧାଜ୍ଞା ଉଚ୍ଛେଦ ଲାଗି ଭାରତର ସହଯୋଗ ଲୋଡ଼ାଯାଇଛି: ନାମିବିୟା) ଶୀର୍ଷକ ଖବର ସମ୍ପୂର୍ଣ୍ଣ ଭାବେ ଆକଳନ ଓ ଗୁଜବ ଉପରେ ଆଧାରିତ ଏବଂ ବାସ୍ତବ ତଥ୍ୟ ସହ ଏହାର କୌଣସି ସମ୍ପର୍କ ନାହିଁ। ଯଦିଓ ଭାରତ ଓ ନାମିବିୟା ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ରାଜିନାମାରେ ‘ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ’କୁ ଏକ ସହଯୋଗ କ୍ଷେତ୍ର ଭାବେ ସାମିଲ କରାଯାଇଛି, ଏହାକୁ କୌଣସି ପ୍ରକାରରେ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଅଙ୍ଗପ୍ରତ୍ୟଙ୍ଗ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ପ୍ରତି ସମର୍ଥନ ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ। ହାତୀ ଦାନ୍ତ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ଲାଗି ନାମିବିୟା ସରକାରଙ୍କ ପକ୍ଷରୁ ଭାରତ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗୀ ବୋଲଗଡ଼ ବ୍ଲକ ବଙ୍କଳ ଦଳ ଜଟଣୀ ବ୍ଲକ ବଙ୍କଳ ଦଳଙ୍କୁ ୫-୩ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଜଟଣୀର ବାଳିକା ଦଳ ବୋଲଗଡ଼ର ବାଳିକା ଦଳଙ୍କୁ ୨-୦ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ମହାନଗର ନିଗମ ବାଳିକା ଦଳ ବେଗୁନିଆ ବାଳିକା ଦଳକୁ ୩-୦ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଆଜି ତୃତୀୟ ଦିବସର ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ଆରକ୍ଷୀ ଅଧିକ୍ଷକଙ୍କ କୁମାର ମଜୁମଦାର୍‌, ଶିକ୍ଷାବିତ୍ କିଶୋର ଚନ୍ଦ୍ର ପରମଗୁରୁ ବ୍ଲକ ଶିକ୍ଷାଧବକାରୀ ଡ଼ଃ ନିରଂଜନ ମହାନ୍ତି, ସଂଧ୍ୟାରାଣୀ ରାଉତ, ସନାତନ ଜାଲି, ଏବଂ ନଳିନୀକାନ୍ତ ମହାନ୍ତି, ଜିଲ୍ଳା କ୍ରୀଡ଼ା ନିରୀକ୍ଷକ ପଠାଣି ଆଗ୍ରାସିଂହ ଆନୁଷ୍ଠାନିକ ଭାବେ ପ୍ରତିଯୋଗିମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଆସନ୍ତା କାଲି ପୂର୍ବାହ୍ନରେ ବାଲିଅନ୍ତା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ପ୍ରଥମ ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉପଭୋକ୍ତା ମାନଙ୍କ ଅଧିକାର ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। ଉପଭୋକ୍ତା ମାନଙ୍କ ଅଧିକାର ଓ ଦାୟିତ୍ବ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକତା ରହିଛି। ବଜାରରୁ ବିଭିନ୍ନ ସାମଗ୍ରୀ କ୍ରୟବେଳେ ଉପଭୋକ୍ତା ମାନେ ଏହାର ମାନ, ଗୁଣବତ୍ତା, ବ୍ୟବହାର୍ଯ୍ୟ ତାରିଖ ଆଦି ଯାଞ୍ଚ କରିବା ନିମନ୍ତେ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ଖୋରଧା ମାନ୍ୟବର ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ଯୋଗଦେଇ ଉପଭୋକ୍ତା ମାନଙ୍କ ଥିବା ବିଭିନ୍ନ ଅଧିକାର ସଂପର୍କରେ ଆଲୋଚନା କରିଛନ୍ତି। ଖାଉଟି ବଜାରର ପରିସୀମା ସମୟକ୍ରମେ ବ୍ୟାପକ ହେଉଥିବାରୁ ଅନେକ ନକଲି ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନେ ସଚେତନ ହେବା ନେଇ ମତାବ୍ୟକ୍ତ କରିଥିଲେ। ଖାଉଟି ମାନେ କୌଣସି ସ୍ଥାନରେ ଠକାମିର ଶିକାର ହେଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ…

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ଆଜି ହିମାଚଳ ପ୍ରଦେଶର ଚାମ୍ବା ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର (ପିଏମ୍‌ଜିଏସ୍‌ୱାଇ) – ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଦୁଇ ଦିନ ପୂର୍ବେ ସେ ମହାକାଳ ସହର ପରିଦର୍ଶନ କରିଥିଲେ ଏବଂ ଆଜି ସେ ମଣି ମହେଶ୍ୱରଙ୍କ ଆଶ୍ରୟ ସ୍ଥଳକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଅଂଚଳର ଜଣେ ଶିକ୍ଷକଙ୍କଠାରୁ ସେ ପାଇଥିବା ଏକ ଚିଠି ସମ୍ପର୍କରେ ସ୍ମରଣ କରିଥିଲେ,  ଯିଏକି ପ୍ରଧାନମନ୍ତ୍ରୀଙ୍କ ସହିତ ଚାମ୍ବା ବିଷୟରେ ଅନେକ ତଥ୍ୟ ବାଂଟିଥିଲେ। ଏହି ଚିଠିକୁ ପ୍ରଧାନମନ୍ତ୍ରୀ ମନ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିତ କରିଥିଲେ। ଚାମ୍ବା ଏବଂ ଅନ୍ୟାନ୍ୟ ଅପହଂଚ ଇଲାକାରେ ରହିଥିବା ଗ୍ରାମ ଗୁଡିକ ପାଇଁ ସଡ଼କ ସଂଯୋଗୀକରଣ କରିବା ଏବଂ ରୋଜଗାର ସୃଷ୍ଟି କରିବା ନିମନ୍ତେ ଏକାଧିକ…

Read More

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଓଡିଶାରେ ଟାଟା ସନ୍ସର ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ସଂପ୍ରସାରିତ କରିବେ ବୋଲି ଅବଗତ କରାଇଛନ୍ତି। ଉଭୟ ଟାଟା ଷ୍ଟିଲ ସହିତ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ବୈକରେ ଏହା ପ୍ରକାଶ ପାଇଛି ଯେ ଟିସିଏସ ବା TCS ଭୁବନେଶ୍ୱର କେନ୍ଦ୍ରରେ ଏହାର କ୍ଷମତାକୁ ୧୫ ହଜାରକୁ ବୃଦ୍ଧି କରିବ। ଏହି ବୈଠକରେ ସିଏମ୍ (୫ ଟି) ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ଟାଟା ଷ୍ଟିଲ୍ ଏମଡି ଶ୍ରୀ ଟିଭି ନରେନ୍ଦ୍ରନ୍ ମଧ୍ୟ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଶେଷରେ ଧାମନଗରର ଦୁଇ ବିଡିଓ ବଦଳି ବେଆଇନି ବୋଲି ବିଜେପି କରିଥିବା ଅଭିଯୋଗକୁ ଖଣ୍ଡନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବିଡିଓ ବଦଳି ଆଇନି ଅନୁସାରେ ହୋଇଛି, କିଛି ଭୁଲ ହୋଇ ନାହିଁ ବୋଲି ରୋକଠୋକ କହିଲେ। ଆଜି ସଂଧ୍ୟାରେ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ନିର୍ବାଚନ କମିସନର ଅଫିସରୁ ଏହି ତଥ୍ୟ ଦିଆଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏକ ରାଜନୈତିକ ଦଳ ତରଫରୁ ଧାମନଗର ବିଡିଓ ଏବଂ ତିହିଡି ବିଡିଓଙ୍କ ବଦଳି ବେଆଇନି। ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ସେମାନଙ୍କ ସରକାର ବେଆଇନି ଭାବେ ବଦଳି କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଅଭିଯୋଗ କରାଯାଇଥିଲା। ତେବେ ଏ ସଂପର୍କରେ ଏକ ଅନୁଧ୍ୟାନ କରିବା ପରେ ଜଣାପଡିଛି ଯେ, ଉଭୟଙ୍କ ବଦଳି ଆଇନ ଅନୁଯାୟୀ କରାଯାଇଛି। ଧାମନଗର ବ୍ଲକର ବିଡିଓ ଥିବା ଦୁର୍ଗାଚରଣ ମୁର୍ମୁ 2018…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଚିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଦ୍ଧେଶ୍ବରୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ସୌମ୍ୟ ରଂଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଦଳର ପ୍ରଦେଶ ସାଧାରଣ ସଂପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ଦାସ, ଦଳର ମାର୍ଗଦର୍ଶକ ତଥା ବରିଷ୍ଠ ଡ଼ାକ୍ତର ସୁରେନ୍ଦ୍ର ନାଥ ଦାସ,୧୩ ନଂ ଜୋନ ଜିଲ୍ଲା ପରିଷଦ…

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଭାରତୀୟ ବଜାରରେ ଚାଇନାର ସାମଗ୍ରୀର ବ୍ୟବସାୟ ମାନ୍ଦା ହେବାକୁ ଯାଉଛି। ଦୋକାନୀମାନେ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଭାରତୀୟ ବ୍ୟବସାୟୀଙ୍କ ଏକ ବୃହତ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଆକଳନ କରିଛି ଯେ, ଏହି ଦିୱାଲୀ ଋତୁରେ ଚୀନ୍ ପ୍ରାୟ ୬୦ ହଜାର କୋଟି କ୍ଷତି ସହିବ। ଦୀପାବଳି ପର୍ବ ପାଇଁ ମାତ୍ର ୧୦ ଦିନ ବାକି ଅଛି, ଏପରି ପରିସ୍ଥିତିରେ ବଜାରକୁ ସଜାଯାଇଛି। କ୍ରେତାମାନଙ୍କର ଭିଡ଼ ମଧ୍ୟ ଅଛି, କିନ୍ତୁ ବଜାର ପୂର୍ବ ପରି ଚାଇନାର ସାମଗ୍ରୀରେ ପରିପୂର୍ଣ୍ଣ ନାହିଁ। CAIT ର ଦୋକାନୀମାନଙ୍କ ମଧ୍ୟରେ କରାଯାଇଥିବା ସର୍ଭେ ଅନୁଯାୟୀ, ଏହି ଦିୱାଲୀ sଋତୁରେ ଚୀନ୍ ଭାରତୀୟ ବଜାରରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଝଟକା ଲାଗିବାକୁ ଯାଉଛି। CAIT ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ଆମେ…

Read More

ଭୁବନେଶ୍ବର: ଧାମନଗର ଏବି ତିହିଡି ବିଡିଓଙ୍କୁ ବଦଳି ନେଇ ଖପ୍ପା ହୋଇଛି ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି। ଏଥିରେ ଦଳ କହିଛି ଯେ, ସରକାର ହଠାତ ଧାମନଗର ଏବଂ ତିହିଡି ବ୍ଲକର ବିଡିଓଙ୍କୁ ବଦଳି କରିଦେଲେ। ଏହା ବିଜେଡି ଦଳର ଚାପରେ ସରକାର ଏପରି କରିଛନ୍ତି ବୋଲି ବିଜେପି କହିଛି। ଦଳ ଅଭିଯୋଗ କରିଛି ଯେ, ବିଜେଡି ଧାମନଗରରେ ହାରିଯିବା ଭୟରେ ବିଡିଓଙ୍କୁ ବଦଳି କରିଛି। ଏହା ଅଗଣତାନ୍ତ୍ରିକ ଏବଂ ଏହା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ବିଜେପି କହିଛି। ପୁଣି ଥରେ ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି।

Read More

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ.ଏସ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୋଲକାତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର ତାଲପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଫ୍ରେଞ୍ଚ ଭାଷା ଶିକ୍ଷା ନିମନ୍ତେ ଗଣଶିକ୍ଷା ସଚିବଙ୍କ ସହିତ ଆଲୋଚନା କରିଥିଲେ। ଫ୍ରେଞ୍ଚ ଭାଷାର ଶିକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଫ୍ରେଞ୍ଚ ଡେଲିଗେସନ ସୂଚନା ପ୍ରଦାନ କରିବା ସହ ରାଜସ୍ଥାନ ଓ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ଫ୍ରେଞ୍ଚ ଭାଷା ଶିକ୍ଷାର ପ୍ରସାର ପାଇଁ ସେମାନେ ମତବ୍ୟକ୍ତ କରିଥିଲେ। ବିଭାଗୀୟ ସଚିବ ଫ୍ରେଞ୍ଚ ଭାଷା ଶିକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସ୍ତରରେ ବିସ୍ତୃତ ଆଲୋଚନା କରି ପରବର୍ତ୍ତୀ ସମୟରେ ଅବଗତ କରାଯିବ ବୋଲି ଫ୍ରେଞ୍ଚ ଡେଲିଗେସନମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଫ୍ରେଞ୍ଚ ଡେଲିଗେସନରେ ଆସିଥିବା ଏମାନୁଏଲ୍‌…

Read More

ନୂଆଦିଲ୍ଲୀ: ଆଜି ସିରିଆର ଦମିସ୍କ ନିକଟରେ ଏକ ସେନା ବସ୍ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଏହା ଗତ କିଛି ମାସ ମଧ୍ୟରେ ସିରିଆ ସରକାରୀ ସୈନ୍ୟ ବିରୁଦ୍ଧରେ ହୋଇଥିବା ଘାତକ ଆକ୍ରମଣ। ଦମିସ୍କରେ ମଧ୍ୟ ଏହିପରି ବସ୍ ଆକ୍ରମଣ ବୃଦ୍ଧି ପାଉଛି। ଆଜିର ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାଁନ୍ତି। ସିରିଆରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଥିବା ଏହି ବିବାଦରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଦେଶ ଧ୍ୱଂସ ହୋଇଯାଇଛି। ସିରିଆ ସରକାରୀ ସୈନ୍ୟମାନେ ମଧ୍ୟ ବିରୋଧୀ ଯୋଦ୍ଧାମାନଙ୍କ ଦ୍ଵାରା ହରାଇଥିବା ଅଞ୍ଚଳକୁ ପୁନର୍ବାର ଜବରଦଖଲ କରିବାରେ ସଫଳ ହୋଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରେ 139 ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ଏ ନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରା ଲିଷ୍ଟ ଜାଣିବା ପାଇଁ    ‘ଓଏଏସ ବଦଳିର ପୁରା ତାଲିକା’   ଉପରେ କ୍ଲିକ କରି ଡାଉନଲୋଡ କରନ୍ତୁ। ଏହି ବଦଳିରେ ମୋଟ 62 ଜଣ ତହସିଲଦାର ଥିବା ବେଳେ 30 ଜଣ ଡେପୁଟି କଲେକ୍ଟର ରହିଛନ୍ତି। ସେହିପରି ପ୍ରାୟ 10 ଜଣ ବିଡିଓ ଅଛନ୍ତି। ଏଥିସହିତ ଅନାନ୍ୟ ବିଭାଗର ବହୁ ଅଧିକାରୀଙ୍କ ବଦଳି ହୋଇଛି। ଏହି ଅଧିକାରୀମାନେ ତୁରନ୍ତ ଆସନ୍ତା କାଲି ନିଜ ପଦବୀରୁ ରିଲିଭ ହୋଇ ଯଥାଶିଘ୍ର ନୂଆ ସ୍ଥାନରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଶ୍ଵିନର ଶାରଦୀୟ ପର୍ବପରେ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତିକାନ୍ତି। ମା’ ଭଗବତୀ ପରମ ବୈଷ୍ଣବୀ। ଯାହାଙ୍କୁ ମାଜଣା ପରେ ପ୍ରତ୍ୟହ ମହାପ୍ରସାଦ ଅର୍ପଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଓଡ଼ିଆ ଘରର ଚଳଣିରେ ସ୍ନାନ ପରେ ପରେ ଜଗନ୍ନାଥଙ୍କ ନିର୍ମାଲ୍ୟ ମହାପସ୍ରାଦ ସେବନ କରିବା ପରି ମା’ଙ୍କ ନୀତି କାନ୍ତିରେ ମହାପ୍ରସାଦ ଅର୍ପଣରୁ ମା’ଙ୍କ ପୀଠ ପରମ ବୈଷ୍ଣବ ପୀଠ ଭାବରେ ପରିଚିତ। ମହାକାର୍ତ୍ତିକର ପ୍ରାରମ୍ଭରୁ ପ୍ରତ୍ୟହ ଭୋର ୫ ଘଟିକାରେ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ନାମ ସଂକୀର୍ତ୍ତନ, ସକାଳ ୭ ଘଟିକାରେ ବଲ୍ଲଭ ଆଳତୀ, ବେଢ଼ା ପରିକ୍ରମା, ବେଶ, ସର୍ବସାଧାରଣଙ୍କ ନୈବେଦ୍ୟ ଲାଗି, ଦିବା ୧୨ ଘଟିକାରେ ଶଙ୍କୁଡ଼ି ଧୂପ, ତାପରେ ଏଣ୍ଡୁରୀ ସହ ଶଙ୍କୁଡ଼ି ଲାଗି। ଦିବା ୨ଘଟିକାରେ ଦିବା ପହୁଡ। ଦିବା ୩ ଘଟିକାରୁ ଦ୍ଵାର ଫିଟା ସର୍ବସାଧାରଣ…

Read More