Author: Samikhsya Bureau

ଡକ୍ଟର ସତ୍ୟ ଷଡ଼ଙ୍ଗୀ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବାଣପୁରଠାରେ ଯେଉଁ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ, ଇଂରେଜ ପଲଟଣ ତାହାକୁ ଦମନ କଲେ। କିନ୍ତୁ ୧୮୩୬ ମସିହାରେ ପୁଣି ଏଠାରେ ମୁଣ୍ଡ ଟେକିଲା ଆଉ ଏକ ମୁକ୍ତି ସଂଗ୍ରାମ – ଯାହା ଇତିହାସରେ ‘ପଞ୍ଚୁଆ ଫତୁରି’ ନାମରେ ଜଣାଶୁଣା। ଆଶ୍ଚର୍ଯ୍ୟ ଜନକ ଭାବରେ ଏହି ଘଟଣା ସହ ଭାରତୀୟ ଇଂରାଜୀ କଥା ସାହିତ୍ୟର ଯୋଗସୂତ୍ର ରହିଛି। ପଞ୍ଚୁଆ ଫତୁରିର ମୁଖ୍ୟ ନାୟକ ଥିଲେ ଅରାଙ୍ଗ ଦଳବେହେରା କୃତ୍ତିବାସ ପାଟ୍ଟଶାଣୀ। ତାଙ୍କ ସଂଗ୍ରାମ ଏତେ ପ୍ରଭାବଶାଳୀ ଥିଲା ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକୃତ ଭାରତର ରାଜଧାନୀ କଲିକତାରେ ଅବସ୍ଥାପିତ ଜଣେ ବଙ୍ଗୀୟ ବୁଦ୍ଧିଜୀବୀ ତଥା ଲେଖକ ଶଶୀ ଚନ୍ଦ୍ର ଦତ୍ତ ଗୋଟିଏ ସଂକ୍ଷିପ୍ତ ଉପନ୍ୟାସ ବା Novelette ରଚନା ନିମନ୍ତେ ତହିଁରୁ ପ୍ରେରଣା ଲାଭ କରିଥିଲେ। ପ୍ରସିଦ୍ଧ ‘ଆନନ୍ଦ ମଠ’ (୧୮୮୨) ଉପନ୍ୟାସ ପାଇଁ ବଙ୍କିମ ଚନ୍ଦ୍ର ସନ୍ନ୍ୟାସୀ ବିଦ୍ରୋହ…

Read More

ଭୁବନେଶ୍ୱର: ଭୁବନେଶ୍ୱରର ଏକ ତାରକା ହୋଟେଲ ଠାରେ ନୂଆ ଓଡିଆ ଚଳଚ୍ଚିତ୍ର କିସ୍‌ମିସ୍‌ର ଅଡିଓ ରିଲିଜ ଅନୁଷ୍ଠିତ ହୋଇଛି। ଝିଲିକ୍ ମୋସନ ପିକ୍‌ଚର୍ସର ବ୍ୟାନରରେ ନିର୍ମିତ ଏହି ସିନେମାରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ , ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଜୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନ୍ ରପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ- ନାୟିକା ସ୍ୱରାଜ ବାରିକ – ଶିବାନୀ ସଙ୍ଗିତାଙ୍କ ସହ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। କିସ୍‌ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି। ୪ଟି ଯାକ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ। “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି। ସେହିପରି “ତୋ ପ୍ରେମ ଜାଲରେ” ଗୀତରେ…

Read More

ଚାଣକ୍ୟ ନୀତି: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଚାଣକ୍ୟଙ୍କ ନୀତି ସହାୟକ ହୋଇଥାଏ। ନୀତି ଶାସ୍ତ୍ରରେ ଜୀବନର ପ୍ରତ୍ୟେକ ଦିଗକୁ ଆଚାର୍ଯ୍ୟ ଚାଣକ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ଯଦି ଆପଣ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି ଜିନିଷର ଗଣ୍ଠି ବାନ୍ଧିବା ଉଚିତ, କେବଳ ସେତେବେଳେ ଆପଣ ସଫଳତା ପାଇବେ। ଚାଣକ୍ୟଙ୍କ ଅନୁଯାୟୀ, ନିୟମ ଏବଂ ଅନୁଶାସନ ବିନା ସଫଳତା କଦାପି ସ୍ଥାୟୀ ନୁହେଁ। ଯଦି ଆପଣ ଉଚ୍ଚତାକୁ ସ୍ପର୍ଶ କରିବାକୁ ଚାହାଁନ୍ତି, ତେବେ ଚାଣକ୍ୟଙ୍କ ଏହି ଜିନିଷଗୁଡ଼ିକୁ କଠିନ ପରିଶ୍ରମ ସହିତ ବିଚାର କରନ୍ତୁ। ଅନ୍ୟମାନଙ୍କ ଭୁଲରୁ ଶିଖନ୍ତୁ: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କଠିନ ପରିଶ୍ରମ ବ୍ୟତୀତ ଜୀବନରେ କିଛି ଜିନିଷ ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି ଅନ୍ୟର ଭୁଲରୁ ଏକ ଶିକ୍ଷା ଗ୍ରହଣ କରିବା ଉଚିତ ଯାହା ଦ୍ଵାରା ସେ ଭବିଷ୍ୟତରେ ବାଧାବିଘ୍ନର…

Read More

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତ ଅଭିମୁଖେ ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନରୁ ରାଉରକେଲାକୁ ଯାତ୍ରା କରିଛନ୍ତି। ଆଜି ଶ୍ରୀ ପ୍ରଧାନ ରାଉରକେଲା ରେଳ ଷ୍ଟେସନ ଠାରେ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ। ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ। ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା…

Read More

ମେଷ ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବ। ସମସ୍ୟାର ମୁକାବିଲା ପାଇଁ ଆଜି ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇପାରେ। ପରିବାର ତରଫରୁ ପୂର୍ଣ୍ଣ ସମର୍ଥନ ମିଳିବ। ସାଙ୍ଗମାନଙ୍କ ସହିତ କିଛି ସମୟ ବିତାଇଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ । ଆପଣ ଏକ ନୂତନ ଯାନ କିଣିବା ପାଇଁ ମନସ୍ଥ କରିପାରିବେ। ଆପଣଙ୍କ ପରିବାରର ଆବଶ୍ୟକତା ପାଇଁ ଆପଣ କିଛି ଟଙ୍କା ମଧ୍ୟ ଖର୍ଚ୍ଚ କରିପାରିବେ । କେତେକ କ୍ଷେତ୍ରରେ, ଆପଣ ବରିଷ୍ଠ ବ୍ୟକ୍ତିଙ୍କ ସହିତ ପରାମର୍ଶ କରିପାରିବେ। ଯେଉଁମାନେ କାମ କରନ୍ତି ସେମାନେ ଚାକିରୀ ପରିବର୍ତ୍ତନକୁ ବିଚାର କରିପାରନ୍ତି। ସେମାନେ ଲାଭ ସୁଯୋଗ ପାଇବେ। ବୃଷ ଆଜି ଆପଣଙ୍କର ଦିନଟି  ଭ୍ରମଣରେ ବିତାଇବ। କୈଣସି ଗୁରୁତ୍ୱପୂର୍ଣ୍ଣ ଅଫିସ କାର୍ଯ୍ୟ ପାଇଁ ଆପଣ ସହର ବାହାରକୁ ଯିବେ। ଆପଣ ଜଣେ ସହକର୍ମୀଙ୍କୁ ନେଇ ମଧ୍ୟ ଯାଇପାରିବେ । ଜଣେ ସମ୍ପର୍କୀୟଙ୍କୁ ଭେଟିବାର ସମ୍ଭାବନା ମଧ୍ୟ ଅଛି । ଆପଣ…

Read More

ନୂଆଦିଲ୍ଲୀ: ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ଦୃଷ୍ଟି ରଖିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଅଗଷ୍ଟ ୧୨ତାରିଖରେ ଏହି ମର୍ମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ହରଡ ଡାଲିର ମହଜୁଦ (ଷ୍ଟକ୍) ପରିମାଣ ଜଣାଇବା ସବୁ ବଡ ବଡ ବ୍ୟବସାୟୀ (ଷ୍ଟକ୍ ହୋଲଡର)ଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୩ (୨) (ଏଚ୍) ଓ ୩(୨)(ଆଇ) ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଆଇନ ଅନୁସାରେ ସରକାରୀ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ଡାଲି ସହିତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ପରିମାଣ ଏବଂ ମୂଲ୍ୟ ତଦାରଖ କରିବାକୁ ଅଧିକୃତ। ସମ୍ପୃକ୍ତ ବଡ ବଡ ବ୍ୟବସାୟୀ ସେମାନଙ୍କର ହରଡ ଡାଲିର ମହଜୁଦ (ଷ୍ଟକ) ପରିମାଣ ପ୍ରତ୍ୟେକ ସପ୍ତାହରେ ଥରେ ଲେଖାଏଁ ଖାଉଟି…

Read More

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଦୁଇ ଗୋଟି ପୃଥକ ପୃଥକ ଚୋରି ଘଟଣାରେ ପୋଲିସ କୁ ମିଳିଛି ସଫଳତା। ପୋଲିସ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ଓ ମଞ୍ଜରିଆ ଗ୍ରାମରୁ ଚୋରି ହୋଇଥିବା ଦୁଇଟି ଜେନେରେଟର ଉଦ୍ଧାର କରିଛି ପୋଲିସ। ଦୁର୍ବୁତ୍ତମାନେ ଜେନେରେଟର ଦୁଇଟିକୁ ଚୋରି କରି ଅନ୍ୟତ୍ର ବିକ୍ରୀ କରିଦେଇଥିଲେ। ଉକ୍ତ ଚୋରି ଘଟଣାରେ ପୋଲିସ ନିରାକାରପୁରର ହେମନ୍ତ ପ୍ରଧାନ,ମୁଗୁପଦର ଗ୍ରାମର ରାଜକିଶୋର ବରାଳ ଓ ମୂଳିଝରଗଡ ଗ୍ରାମର ପ୍ରଶାନ୍ତ ଜେନାଙ୍କୁ ଗିରଫ କରିଛି।ଅନ୍ୟପକ୍ଷରେ ନିରାକାରପୁର କଲେଜ ଛକ ନିକଟରୁ ଚୋରି ହୋଇଥିବା ଏକ ମୋଟର ସାଇକେଲକୁ ପୁରି ଜିଲ୍ଲା ଗଡିଶାଗୋଦା କଉଡିଖଣି ଗ୍ରାମରୁ ଉଦ୍ଧାର କରି ଅଭିଯୁକ୍ତ ସୁକାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ନିରାକାରପୁର…

Read More

ନୂଆଦିଲ୍ଲୀ: ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ। ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଶ୍ରୀ ଅରବିନ୍ଦଙ୍କ ସ୍ମରଣରେ ହେଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଧାରରେ ଜେଲର ଅନ୍ତେବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଉଦେଶ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ଜୀବନରେ ପରିବର୍ତ୍ତନ ଆବଶ୍ୟକ। ଏହି ପରିବର୍ତ୍ତନ ଆତ୍ମ ଚିନ୍ତନ ଓ ଅନୁଭବ ମାଧ୍ୟମରେ ଘଟିପାରିବ। ସେମାନଙ୍କ ଜୀବନରେ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଏକ ନୂଆ ଅନୁଭବ ଓ ପରିବର୍ତ୍ତନ ଆଣି ନୂଆ…

Read More

ଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଯୁବ ସମ୍ବାଦ “ଭାରତ@୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବକ୍ସର ନିଖତ ଜରିନ୍, ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ଭାରତୀୟ ହକି ଦଳର କ୍ରୀଡାବିତ୍ ପି. ଆର୍. ଶ୍ରୀଜେଶ, ପର୍ବତାରୋହୀ ଅରୁଣିମା ସିହ୍ନା ଏବଂ ପ୍ରେରଣାଦାୟୀ ବକ୍ତା ଆଭା ମର୍ଯ୍ୟାଦା ବାନାର୍ଜୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇ ଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଆମର ହଜାର ହଜାର ବର୍ଷର ଇତିହାସରେ, ଆମର ଯୁବ ଶକ୍ତି ଆମ…

Read More

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଜୀବନର ନୂତନ ଲାଭ ପ୍ରଦାନ କରିବ। ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ଏକ “ହର ଘର ତ୍ରିରଙ୍ଗା, ହର ଘର ଜିଓଫାଇବର’ ଅଭିଯାନ ଯାହା ସହ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ରେ ମାଗଣାରେ ୧୫ ଦିନର ଅତିରିକ୍ତ ଲାଭ, ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ୱାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍ ମଧ୍ୟ ସାମିଲ ରହିଛି। ୨୦୨୨ ଅଗଷ୍ଟ ୧୨ରୁ ୧୬ ତାରିଖ ମଧ୍ୟରେ ଜିଓଫାଇବର୍ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଉପରେ ବିଶ୍ୱ ଅନେକ ଅପେକ୍ଷା ରଖିଛି। ତେଣୁ ଯୁବଶକ୍ତି ନିଜ ଅଧିକାର ବିଷୟରେ ସଚେତନ ହେବା ବେଳେ ଏହି ବିଷୟକୁ ହୃଦୟଙ୍ଗମ କରନ୍ତୁ। ଦେଶ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝିବା ସହ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ନୂଆଦିଲ୍ଲୀ ଠାରେ ଦୁଇଟି ପୃଥକ କାର୍ଯ୍ୟକ୍ରମ “ଯୁବ ସମ୍ବାଦ : ଭାରତ @ ୨୦୪୭” ଏବଂ “ବୀରଗାଥା ପ୍ରତିଯୋଗିତା ପୁରସ୍କାର” ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଶହୀଦ ଭଗତ ସିଂହ, ଶହୀଦ ବାଜି ରାଉତଙ୍କ ଭଳି ଅନେକ ସଂଗ୍ରାମୀ ଆମକୁ ପ୍ରେରଣା ଦେଇ ଆସିଛନ୍ତି। ଭାରତର ସମ୍ପନ୍ନ ସଭ୍ୟତାକୁ ଆଗକୁ ନେବାର ଦାୟିତ୍ୱ ଉର୍ଜାବାନ ଯୁବପିଢିଙ୍କ ଉପରେ ନ୍ୟସ୍ତ ରହିଛି। ଏକବିଂଶ ଶତାବ୍ଦୀରେ ଭାରତୀୟ ପରମ୍ପରା,…

Read More

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା ରୋଗୀ ସେବା ସମ୍ବନ୍ଧୀୟ ଅନେକ ବିକାଶମୂଳକ କାର୍ଯ୍ୟ, ଗବେଷଣା ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ରୋଗୀ ସେବା ଓ ସମାଜ ପ୍ରତି ଏମ୍ସ ଭୁବନେଶ୍ୱରର ସେବା ମନୋଭାବ ଏବଂ ସକରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ଓଡ଼ିଶାର ରାଜ୍ୟପାଳ ତଥା ଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ସାକ୍ଷାତକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ଆନନ୍ଦ ପ୍ରକାଶ କରିବା ସହିତ ଏହା ଏକ ପ୍ରେରଣାଦାୟୀ ବୈଠକ ଥିଲା ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଏମ୍ସ ଭୁବନେଶ୍ୱର ରେଜିଷ୍ଟ୍ରାର ବି…

Read More

ଖୋର୍ଦ୍ଧା: ପ୍ରତି ଘରେ ତ୍ରିରଙ୍ଗା ଉଡାଇବା ନିମନ୍ତେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ୱାର୍ଡ ଅଫିସରମାନଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଛି। ବିଭିନ୍ନ ୱାର୍ଡରେ ଥିବା ଘର ଗୁଡିକରେ ଏହି ପତାକା ବଣ୍ଟନ କରାଯିବ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅ‍ାସନ୍ତା କାଲିଠାରୁ ଅଗଷ୍ଟ ୧୫ ତରିଖ ପର୍ଯ୍ୟନ୍ତ ନିଜ ଘରେ ପତାକା ଉଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହା ବଣ୍ଟନ କରାଯାଉଛି। ଖୋର୍ଦ୍ଧା ପୌରସଂସ୍ଥାର ୨୨ଟି ୱାର୍ଡର ପ୍ରାୟ ୧୦ ହଜାର ଘରେ ବିନା ଦେୟରେ ଏହା ବଣ୍ଟନ କରାଯିବ। ଏଥିରେ ୱାର୍ଡ ଅଧିକାରୀ ମାନଙ୍କୁ ସ୍ବଚ୍ଛ ସାଥୀ ଓ ସ୍ବଚ୍ଛ ସୁପର ଭାଇଜର ମାନେ ସହଯୋଗ କରିବେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ତହସିଲଦାର ଇପସିତ କୁମାର ସାହୁ, ନାରାୟଣ ଜେନା, ମୟୂରୀ ମହାପାତ୍ର, ଜୟକୃଷ୍ଣ ସେନାପତି, ଦେବାଶିଷ ବରାଳ, ସୌମ୍ୟରଞ୍ଜନ ମିଶ୍ର, ଦେବାଶିଷ ମହାପାତ୍ର,…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଶ୍ରୀକ୍ଷେତ୍ର ପରି ଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ମଧ୍ୟ ବାରମାସରେ ତେର ଯାତ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ତନ୍ମଧ୍ୟରୁ ବର୍ଷାଋତୁର ଧାରା ଶ୍ରାବଣର ପୂର୍ଣ୍ଣିମା ତିଥିରେ ମା’ଙ୍କ ଗହ୍ମାପର୍ବ ଅତ୍ୟନ୍ତ ଆନନ୍ଦଦାୟକ ଓ ଅନ୍ୟାନ୍ୟ ମନ୍ଦିର ଠାରୁ ସଂପୂର୍ଣ୍ଣ ନିଆରା। ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମହାପ୍ରସାଦ ଅର୍ପଣ, ବଲ୍ଲଭ, ମଙ୍ଗଳ ଆଳତି, ବେଶରେ ସର୍ବସାଧାରଣ ଦର୍ଶନ, ଦିବା ବାର ଘଟିକାରେ ଧୁପ ପରେ ଦିବା ପହୁଡ, ପରେ ସଂଧ୍ୟା ନିଶଙ୍କୁଡି, ଖେଇ କାନ୍ତି ସରପୁଳି ଭୋଗ ପରେ ମା’ଙ୍କ ବିଜେ ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣି,ଚନ୍ଦ୍ରଶେଖର ଗୋପିନାଥଙ୍କ ସହ ଘଣ୍ଟା, ଘଣ୍ଟ, କାହାଳି,ଆଲଟ, ଚାମର, ଛତ୍ର ତରାସରେ ସେବାୟତମାନଙ୍କ ସହ ପୂର୍ବ ଦିଗକୁ ଯାତ୍ରା କରିଥିଲେ। ବାଣପୁର ସହରର ବିଷରପାଟଣା ଛକରେ ପୂର୍ବରୁ ପଲେଇ ସେବାୟତମାନଙ୍କ ଦ୍ଵାରା ବାଲିରେ ବେଦି କରାଯାଇ ଆସନ ପକାଯାଇଥିଲା। ମା’…

Read More

ଚେନ୍ନାଇ: ଧୂଆଁ ସମ୍ବଦ୍ଧୀୟ ଚେତାବନୀ ହେତୁ ମାଲେ ଯାଉଥିବା ଘରୋଇ ବିମାନକୁ ଆଜି କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ପଡିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ବାଙ୍ଗାଲୋରରୁ ମାଲେ ଅଭିମୁଖେ ଯାଉଥିବା ଏହି ବିମାନରେ ୯୨ ଜଣ ଯାତ୍ରୀ ଥିଲେ। ବିମାନଟିକୁ ନିରାପଦରେ ବିମାନବନ୍ଦରରେ ଅବତରଣ କରାଯାଇଛି ଏବଂ ‘ଆପ୍ରୋନ୍’ ରେ ପାର୍କିଂ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କ ଅନୁଯାୟୀ ବିମାନର କାର୍ଯ୍ୟ ସ୍ୱାଭାବିକ ଅଛି।

Read More

ନୂଆଦିଲ୍ଲୀ: ‘ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ, ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ। ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ – ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଧାରାବାହିକ। ଏ ଧାରାବାହିକକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି। ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ତାରିଖ ଠାରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ଚାନେଲରେ କରାଯିବ। ଏସବୁ ଭାଷା ହେଲା – ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା। ଏ ଧାରାବାହିକକୁ ଅଗଷ୍ଟ ୨୦ ତାରିଖ ଠାରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ବାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ। ସପ୍ତାହ…

Read More

ମୁମ୍ବାଇ: ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ ବର୍ତ୍ତମାନ ରିଲାଏନ୍‌ସ ଡିଜିଟାଲରେ ସମସ୍ତ ବର୍ଗରେ ଆକର୍ଷଣୀୟ ଅଫର ସହିତ ଲାଇଭ୍ ରହିଛି। ଆପଣଙ୍କର ପସନ୍ଦର ଟେକ୍‌କୁ ବାଛନ୍ତୁ ଓ ୧୦%ର ତୁରନ୍ତ ଡିସକାଉଂଟ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ ଗୁଡ଼ିକ ଉପରେ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଲାଭ କରନ୍ତୁ। ଏହା ସହିତ ଆପଣ ୧୦% ଇନଷ୍ଟାଂଟ ଡିସକାଉଂଟ ଭାଉଚର ପାଇପାରିବେ ଯାହାକୁ ଆପଣ ପରବର୍ତି କ୍ରୟ ଉପରେ ରିଡିମ୍ କରିପାରିବେ ଓ ଏହା ସହିତ ଅନେକ ଗୁଡ଼ିଏ ସହଜିଆ ଫାଇନାନ୍ସ ବିକଳ୍ପ ମଧ୍ୟ ଲାଭ କରିପାରିବେ। ଏଠାରେ ଫୋନ୍‌, ଲାପଟପ୍‌, ଟିଭି, କିଚେନ ଓ ଗୃହ ଉପକରଣ ତଥା ଆହୁରି ଅନେକ ସାମଗ୍ରୀ କେବଳ ରିଲାଏନ୍‌ସ ଡିଜିଟାଲରେ, ମାଇଁ ଜିଓ ଷ୍ଟୋରରେ ଓ www.reliancedigital.in ରେ କିଣା କିଣି କରନ୍ତୁ। ପାଆନ୍ତୁ ଆଧୁନିକ ଅଲଟ୍ରା ହାଇ ଡେଫିନିସନ ଟିଭି ଅତୁଳନୀୟ ମୂଲ୍ୟରେ। ଘରକୁ ନେଇ ଯାଆନ୍ତୁ ୬୫ ଇଂଚ ୟୁଏଚଡି ଆଣ୍ଡ୍ରଏଡ୍ ଟିଭି ସହିତ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଚା’ ଠାରୁ ରୋଷେଇ ପର୍ଯ୍ୟନ୍ତ ଏବଂ ସମସ୍ତ ପ୍ରକାରର ଔଷଧରେ ଅଦା ମଧ୍ୟ ବ୍ୟବହୃତ ହୁଏ। ଅଦା ସୁଜନକୁ ହ୍ରାସ କରିଥାଏ ଏବଂ ହଜମକୁ ଠିକ୍ ରଖେ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅଦାର କିଛି ଗୁଣ ଅଛି ଯାହା ଭୋକକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ କିପରି ଅଦା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା- ଅଦା ସୁଜନ ଏବଂ ମୋଟାପଣର ଚାପକୁ ହ୍ରାସ କରିଥାଏ: ଅଦାରେ ଜିଞ୍ଜରୋଲ ଏବଂ ଶୋଗାଲ ନାସାଲର ଏକ ଯୌଗିକ ଧାରଣ କରିଥାଏ। ଯେତେବେଳେ ଆପଣ ଅଦା ଖାଆନ୍ତି, ଏହା ଆପଣଙ୍କ ଶରୀରରେ ଅନେକ ଜୈବିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ। ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ମୁକ୍ତ ରେଡିକାଲକୁ…

Read More

ସ୍ଵାସ୍ଥ୍ୟ ଟିପ୍ସ: ଯଦି ଆପଣ ଖାଦ୍ୟର ସୁଗନ୍ଧ ବଢାଇବାକୁ କିମ୍ବା ସ୍ୱାଦ ବଢାଇବାକୁ ଚାହୁଁଛନ୍ତି, ତେବେ ଗୁଜୁରାତି ନାମ ପ୍ରଥମେ ଆସେ। ଏହି ସମୟରେ, କିଛି ଲୋକ ଏହାକୁ ମାଉଥ ଫ୍ରେସନର ଭାବରେ ମଧ୍ୟ ବ୍ୟବହାର କରନ୍ତି। ସେଥିପାଇଁ କିଛି ଲୋକ ଏହାକୁ ବାରମ୍ବାର ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଗୁଜୁରାତିର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ଜାଣିବା ଗୁଜୁରାତିର ଅତ୍ୟଧିକ ବ୍ୟବହାର ଦ୍ଵାରା କଣ ସମସ୍ୟା ହୋଇଥାଏ- ୧- ଷ୍ଟୋନ- ଆମ ଶରୀର ଗୁଜୁରାତିକୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ସକ୍ଷମ ନୁହେଁ। ତେଣୁ, ଏହାର ଅଧିକ ଖାଇବା ଦ୍ୱାରା ଏହାର ମଞ୍ଜି ଧୀରେ ଧୀରେ ଜମା ହୋଇ ଗଲ୍ ବ୍ଲାଡରରେ ଷ୍ଟୋନର କାରଣ ହୋଇଯାଏ। ତେଣୁ, ଯେଉଁମାନଙ୍କର ଷ୍ଟୋନ ସମସ୍ୟା ଅଛି ସେମାନେ ଆଦୌ ଖାଇବା ଖାଇବା ଉଚିତ୍ ନୁହେଁ। କାରଣ ଗୁଜୁରାତି ଷ୍ଟୋନକୁ ଆହୁରି ବଢାଇଇପାରେ। ୨- ଚର୍ମ ସମସ୍ୟା- ଯଦି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରି କହିଛନ୍ତି ଯେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି। ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି। ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିତେଶରେ ସୁନାମ କରିପାରୁଛନ୍ତି ବୋଲି ସେ କହିଥିଲେ। ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ…

Read More

ନୂଆଦିଲ୍ଲୀ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ର ଦ୍ୱିତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣ ଭାରତର ୬ ଟି ସହରରେ ଖେଳାଯିବ। ଗତ ବର୍ଷ ଭଳି, ଏଥର ମଧ୍ୟ ଅନେକ ଦେଶର ଖେଳାଳି ଏହି ଲିଗରେ ଅଂଶଗ୍ରହଣ କରିବେ। ଲିଗ୍ ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ଜାନୁଆରୀରେ ଓମାନରେ ତିନିଟି ଦଳ ଇଣ୍ଡିଆ ମହାରାଜା, ୱାର୍ଲ୍ଡ ଜଏଣ୍ଟସ୍ ଏବଂ ଏସିଆ ଲାଏନ୍ସ ମଧ୍ୟରେ ଖେଳାଯାଇଥିଲା ଏବଂ ସାତୋଟି ମ୍ୟାଚ୍ ଗଠିତ ହୋଇଥିଲା। ତେବେ ସଂସ୍କରଣ-୨ ରେ ଚାରୋଟି ଫ୍ରାଞ୍ଚାଇଜ୍ ମାଲିକାନା ଦଳ ରହିବ। ୧୫ ଟି ମ୍ୟାଚ୍ ହେବ, ଯାହା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ୬ ଟି ସହରରେ- କୋଲକାତା, ଲକ୍ଷ୍ନୌ, ଦିଲ୍ଲୀ, ଯୋଧପୁର, କଟକ ଏବଂ ରାଜକୋଟରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ପାଇଁ ଭିସା ଉପଲବ୍ଧତା ଆୟୋଜକଙ୍କ…

Read More