Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୨୫ରେ ମେଷ, ସିଂହ, କନ୍ୟା ଓ ମକର ରାଶିଙ୍କ ଭାଗ୍ୟ ଖୋଲିବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ବନ୍ଧରେ
ଆଜିର ଖବର

ଡିସେମ୍ବର ୨୫ରେ ମେଷ, ସିଂହ, କନ୍ୟା ଓ ମକର ରାଶିଙ୍କ ଭାଗ୍ୟ ଖୋଲିବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ବନ୍ଧରେ

December 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଡିସେମ୍ବର ୨୫ ଅର୍ଥାତ୍‌ ବଡଦିନ। ଆଜିର ଦିନରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ଆଜି ଦିନଟି ବହୁତଶୁଭ। ପଚାଙ୍ଗ ଅନୁସାରେ ମାର୍ଗଶୀର ଶୁକ୍କ ଏକାଦଶୀ ତିଥି ଯୋଗୁଁ ଅନେକ ରାଶିକୁ ଶୁଭ ଫଳ ମିଳିବ ।ସେହିପରି ଆଜି ଅଶ୍ବିନୀ ନକ୍ଷତ୍ର। ସୂର୍ଯ୍ୟ ଧନୁ ରାଶିରେ ଗୋଚର କରୁଛନ୍ତି। ଏହି ସମସ୍ତ ଗ୍ରହ ସବୁ ରାଶିଙ୍କୁ ପ୍ରଭାବିତ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି କ’ଣ କହୁଛି–

ମେଷ ରାଶି: ମେଷ ରାଶିରେ ମଙ୍ଗଳର ଗୋଚର ହୋଇସାରିଛି। ଚନ୍ଦ୍ରମା ଆଜି ଆପଣଙ୍କ ରାଶିରେ ରହିଛନ୍ତି। ଆପଣ ଆଜି ସକାରାତ୍ମକ ଶକ୍ତିର ଅନୁଭବ କରିବେ। ଆଜି ଆପଣ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା କରନ୍ତୁ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତିମାନେ ଆଜି ନିଜ ମିତ୍ରମାନଙ୍କସହିତ ଭଲ ସମୟ ବ୍ୟତୀତ କରିବେ। ପରିବାରରେ ଖୁସିର ମାହୋଲ୍‌ ରହିବ। ଯଦି ଆପଣ  କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଆଜି ଦିନର ଉପହାର ଦିଅନ୍ତୁ ଭଲ ରହିବ।

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ଚିନ୍ତା ମୁକ୍ତ ରହିବା ପାଇଁ ମନରେ ସକାରାତ୍ମକ ବିଚାର ଆଣନ୍ତୁ। ଆଜି ଆପଣଙ୍କୁ ଯିଏ ହୃଦୟରୁ ପସନ୍ଦ କରନ୍ତି ତାଙ୍କୁ ଧନ୍ୟବାଦ ଦିଅନ୍ତୁ। ଆପଣ ଦିନଟିଖୁସିରେ କଟିବ।

କର୍କଟ ରାଶି: ଏହି ରାଶିର ଲୋକମାନେ ଆଜି ପାର୍ଟି କରିପାରନ୍ତି। ଆପଣଙ୍କ ଖୁସିମିଜାଜ ଗୁଣ ପାଇଁ ଆପଣଙ୍କୁ ସମେସ୍ତ ବହୁତ ସ୍ନେହ କରନ୍ତି।

ସିଂହ ରାଶି: ସିଂହରାଶିର ବ୍ୟକ୍ତିମାନେ ଆଜିନିଜ ମନର କଥା ଶୁଣନ୍ତୁ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ପ୍ରକାଶ କରନ୍ତୁ। ଲାଭର ସ୍ଥିତି ମଧ୍ୟ ରହିଛି। କ୍ରୋଧ କରନ୍ତୁନି।

କନ୍ୟା ରାଶି: ଆଜି ଆପଣଙ୍କୁ ଉପହାର ମିଳିପାରେ। ସାଙ୍ଗ ସାଥୀମାନଙ୍କ ସହିତ ପାର୍ଟି ମଧ୍ୟ କରିପାରନ୍ତି।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିମନେ ଆଜି ବାହାରକୁ ବୁଲିଯିବାର କାର୍ଯ୍ୟକ୍ରମ କରିପାରନ୍ତି। ସମସ୍ତଙ୍କୁ କ୍ରିସମାସର ଶୁଭେଚ୍ଛା ଜଣାନ୍ତୁ। ଯଦି ଆପଣଙ୍କ ବସ୍‌ ଆପଣଙ୍କ ଉପରେ ରାଗିଛନ୍ତି ତେବେ କିଛି ଉପହାର ଦେଇ ତାଙ୍କୁ ରାଗ ଶାନ୍ତ କରନ୍ତୁ।

ବିଛା ରାଶି: ଏହି ରାଶିର ବ୍ୟକ୍ତିମାନେ ଆଜି ଏକୁଟିଆ ନ ରହି ନିଜ ଜୀବନସାଥୀ ସହିତ ରୁହନ୍ତୁ। ଯଦି ଅବିବାହିତା ଥିବେ ତେବେ ନିଜ ଜୀବନସାଥୀଙ୍କ ସହିତ ନିଜ ଭବିଷ୍ୟତ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରନ୍ତୁ। ଚିନ୍ତାରୁ ମୁକ୍ତ ରୁହନ୍ତୁ।

ଧନୁ ରାଶି: ଧନୁ ରାଶିର ଲୋକମାନେ ଆଜି କିଛି ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଯାନବାହନ ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଦିନରେ ଏପରି କିଛି କରନ୍ତୁ, ଯେଉଁଥିରେ ଆପଣଙ୍କ ମାନ ସମ୍ମାନ ବଢିବ।

ମକର ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବେଶ୍‌ ଭଲରେ କଟିବ। ଆପଣଙ୍କ ବିଚାରକୁ ସମସ୍ତେ ପ୍ରଶଂସା କରିବେ। ଆଜି ହୃଦୟ ଖୋଲି ଶୁଭକାମନା ଜଣାନ୍ତୁ।

କୁମ୍ଭ ରାଶି: ଏହି ରାଶିର ଲୋକମାନେ ଆଜି ଆନନ୍ଦ ମଜା ମଜଲିସ୍‌ରେ ଦିନ କାଟିପାରନ୍ତି।

ମୀନ ରାଶି: ଏହି ରାଶିର ବ୍ୟକ୍ତିମାନେ ଆଜି ସବୁ ଭୁଲ୍‌ ବୁଝାମଣାକୁ ଭୁଲି ସମ୍ପର୍କ ସ୍ଥାପନ କରନ୍ତୁ। ଆପଣଙ୍କ ହୃଦୟ ବଡ, କ୍ଷମା କରି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ।

ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

May 30, 2026

ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

May 30, 2026

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିର ଘୋଷଣା କେବେ ହେବ?

May 30, 2026

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା

May 30, 2026
Latest News

CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

May 30, 2026

ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

May 30, 2026

New Museum: ଭୁବନେଶ୍ବରରେ ହେବ ୮୦୦ କୋଟି ଟଙ୍କାର ବଡ ସଂଗ୍ରହାଳୟ, ଏଥିରେ ରହିବ..

May 30, 2026

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିର ଘୋଷଣା କେବେ ହେବ?

May 30, 2026

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.