Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଗୀ -3 ପାଇଁ ଏକାଠି ହେଲେ ଟାଇଗର-ଶ୍ରଦ୍ଧା
ଆଜିର ଖବର

ବାଗୀ -3 ପାଇଁ ଏକାଠି ହେଲେ ଟାଇଗର-ଶ୍ରଦ୍ଧା

April 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
TIGER shradha to re unite for baaghi 3
TIGER shradha to re unite for baaghi 3

୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ବାଗୀର ତୃତୀୟ ସିରିଜ୍‌ ନିମନ୍ତେ ପୁଣି ଥରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଟାଇଗର ଶ୍ରଫ୍‌ ଏବଂ ଶ୍ରଦ୍ଧା କପୁର୍‌। ଫିଲ୍ମର ପ୍ରଥମ ଭାଗରେ ଉଭୟ ରହିଥିବା ବେଳେ ଦ୍ବିତୀୟ ଭାଗରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟାନୀ ନଜର ଆସିଥିଲେ। ଫିଲ୍ମଟିର ସୁଟିଂ ଆସନ୍ତା ମେ ୨୦୧୯ରୁ ଆରମ୍ଭ ହେବ ବୋଲି ଫିଲ୍ମର ପ୍ରଯୋଜକ ସାଜିଦ୍‌ ନାଦିଓ୍ବାଦଓ୍ବାଲା ସୂଚନା ଦେଇଛନ୍ତି।  ଫିଲ୍ମଟିକୁ ୪ଟି ବିଦେଶୀ ଲୋକେସନ୍‌ରେ ସୁଟିଂ କରାଯିବ ବୋଲି ଜଣାପଡିଛି। ମରକ୍କୋ, ଇଜିପ୍ଟ, ସର୍ବିଆ ଏବଂ ତୁର୍କୀରେ ଫିଲ୍ମଟିର ସୁଟିଂ ହେବ ବୋଲି ପ୍ରଯୋଜକ କହିଛନ୍ତି। ଏହା ସହିତ ପ୍ରଥମ ଭାଗର ନିର୍ଦ୍ଦେଶକ ଅହମଦ୍‌ ଖାନ୍‌ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଫକ୍ସ ଷ୍ଟାର ସହିତ ସହ ପ୍ରଯୋଜନାରେ ଚଳଚିତ୍ରର ନିର୍ମାଣ କରୁଥିବା ସାଜିଦ୍‌ ଫିଲ୍ମଟି ମାର୍ଚ୍ଚ୬, ୨୦୨୦ରେ ରିଲିଜ୍‌ ହେବ ବୋଲି ସୂଚନା ଦେଇଛନ୍ତି।

thesmikhsya tiger
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026
Latest News

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.