Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ ଚଳିତ ଡିସେମ୍ବର ମାସରେ କଣ ରହିଛି ମୁଖ୍ୟ ପର୍ବପର୍ବାଣୀ
ଆଜିର ଖବର

ଜାଣନ୍ତୁ ଚଳିତ ଡିସେମ୍ବର ମାସରେ କଣ ରହିଛି ମୁଖ୍ୟ ପର୍ବପର୍ବାଣୀ

December 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାଣନ୍ତୁ ଚଳିତ ଡିସେମ୍ବର ମାସରେ କଣ ରହିଛି ମୁଖ୍ୟ ପର୍ବପର୍ବାଣୀ

ଭୁବନେଶ୍ବର: ଡିସେମ୍ବର ହେଉଛି ଇଂରାଜୀ କ୍ୟାଲେଣ୍ଡରର ଶେଷ ମାସ। ଏହି ମାସଟି ବିଦାୟ ମାସ ବୋଲି କୁହାଯାଇଥାଏ। ତେବେ ଏହି ମାସରେ ମଧ୍ୟ ରହିଛି ବହୁ ପର୍ବପର୍ବାଣୀ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ମାସରେ କଣ ରହିଛି ପର୍ବାଣୀ ଆସନ୍ତୁ ଜାଣିବା।

ମାଣବସା ଗୁରୁବାର– ଡିସେମ୍ବର 2 ତାରିଖରେ ପଡୁଛି ଏହି ପର୍ବ। ଏହା ହେଉଛି ଓଡିଆ ଘରର ଏକ ବଡ ଲୋକପ୍ରିୟ ପର୍ବ। ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଥାଏ।

ମହୋଦଧୀ ଅମାବାସ୍ୟା– ଡିସେମ୍ବର 4 ତାରିଖ ହେଉଛି ମହୋଦଧୀ ଅମବାସ୍ୟା। ଏହିଦିନ ସୂର୍ଯ୍ୟ ଗ୍ରହଣ ହେଉଥିଲେ ମଧ୍ୟ ଭାରତରେ ତାହା ଦୃଶ୍ୟମାନ ହେବ ନାହିଁ।

ଦେବଦୀପାବଳୀ ସମାପ୍ତ- ଡିସେମ୍ବର 5 ତାରିଖରେ ଦେବ ଦୀପାବଳି ଶେଷ ହେବ। ଏହା ସାରା ଭରତରେ ପାଳନ କରାଯାଉ ନ ଥିଲେ ମଧ୍ୟ ଦକ୍ଷିଣ ଭାରତରେ ଏହାର ପାଳନ ପରିଲକ୍ଷିତ ହୋଇଛି।

କୁରାଳ ପଞ୍ଚମୀ– ଡିସେମ୍ବର 8 ତାରିଖରେ ପଡୁଛି କୁରଳା ପଞ୍ଚମୀ

ଧନୁ ସଂକ୍ରାନ୍ତି- ଡିସେମ୍ବର 16 ତାରିଖରେ ପଡୁଛି ଧନୁ ସଂକ୍ରାନ୍ତି। ଏହା ଏକ ବଡ ସଂକ୍ରାନ୍ତି। କାରଣ ଏହିଦିନ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ। ଏଥିସହିତ ଏହିଦିନ ଶେଷ ଗୁରୁବାର। ମାଣବସାର ଶେଷ ପାଳି।

ପଣ୍ଡୁ ପୂର୍ଣ୍ଣିମା- ଡିସେମ୍ବର 19 ତାରିଖରେ ପଡୁଛି ପୂର୍ଣ୍ଣିମା। ଏହି ପୂର୍ଣ୍ଣିମାକୁ ପଣ୍ଡୁ ପୂର୍ଣ୍ଣିମା ଭାବେ କୁହାଯାଇଥାଏ।  ଏହାର ପୂର୍ବଦିନ ଅର୍ଥାତ 18 ତାରିଖରେ ପଣ୍ଡୁ ଓଷା ଆରମ୍ଭ ହୋଇଥାଏ।

ଯୀଶୁଖ୍ରୀଷ୍ଟଙ୍କ ଜନ୍ମ- ଡିସେମ୍ବର 25 ତାରିଖ ହେଉଛି ଖ୍ରୀଷ୍ଟୀୟାନମାନଙ୍କର ସବୁଠାରୁ ବଡଦିନ। ଏହାକୁ ପ୍ରକୃତରେ ବଡଦିନ ବୋଲି କୁହାଯାଏ। କାରଣ ଏହିଦିନ ପ୍ରଭୃ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ।

ସଫଳା ଏକାଦଶୀ- ଡିସେମ୍ବର 30 ତାରିଖରେ ପଡୁଛି ସଫଳା ଏକାଦଶୀ। ଏହିଦିନ ଅନେକ ବିଷ୍ଣୁଦେବଙ୍କୁ ପୂଜା କରି ଉପବାସ ବ୍ରତ ପାଳନ କରିଥାନ୍ତି।

ବର୍ଷ ଶେଷ- ଡିସେମ୍ବର 31 ତାରିଖ ହେଉଛି 2021 ମସିହାରେ ଶେଷ ଦିନ। ଏହା ପରଦିନ ନୂଆ ବର୍ଷ 2022 ଆରମ୍ଭ ହେବ।

 

ପର୍ବପର୍ବାଣୀ ପହିଲି ଭୋଗ ମାଣବସା
Share. Facebook Twitter LinkedIn Email WhatsApp Copy Link

Related Posts

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026

RIଙ୍କୁ ମରଣାନ୍ତକ ଆକ୍ରମଣ

August 16, 2026
Latest News

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.