Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧୀଙ୍କୁ ତାରାତାରିଣୀ ଭୋଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

କରୋନାରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧୀଙ୍କୁ ତାରାତାରିଣୀ ଭୋଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

December 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କରୋନାରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧୀଙ୍କୁ ତାରାତାରିଣୀ ଭୋଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।

କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ ।
ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ
ଜିଲ୍ଲା ପାଳ କ୍ଷମତା ଦେଇ ଥିଲେ । ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ । ପରିସ୍ଥିତି ରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲା ରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।

ଗଂଜାମ ତାରାତାରିଣୀ ମନ୍ଦିର ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ତେଜ ପ୍ରତାପ ଯାଦବଙ୍କୁ ବଡ଼ ଝଟକା: ବାଙ୍କିପୁର ପ୍ରାର୍ଥୀ ବୀଣା ମାନବୀଙ୍କ ନାମାଙ୍କନ ବାତିଲ

July 14, 2026

ଇଂଲଣ୍ଡ ଦିନିକିଆ ସିରିଜ ପରେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକଙ୍କ ଛୁଟି!: ଆଶ୍ଚର୍ଯ୍ୟ କରିବ କାରଣ

July 14, 2026

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026
Latest News

ତେଜ ପ୍ରତାପ ଯାଦବଙ୍କୁ ବଡ଼ ଝଟକା: ବାଙ୍କିପୁର ପ୍ରାର୍ଥୀ ବୀଣା ମାନବୀଙ୍କ ନାମାଙ୍କନ ବାତିଲ

July 14, 2026

ଇଂଲଣ୍ଡ ଦିନିକିଆ ସିରିଜ ପରେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକଙ୍କ ଛୁଟି!: ଆଶ୍ଚର୍ଯ୍ୟ କରିବ କାରଣ

July 14, 2026

ଦୁଇ ଭାଗ ହେଲା ପାକିସ୍ତାନ!: ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କଲା ବଲୁଚିସ୍ତାନ

July 14, 2026

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.