Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ: ଜାଣନ୍ତୁ କେଉଁ ଟ୍ରେନ୍ ଗୁଡିକ ହେବ ବାତିଲ
ଆଜିର ଖବର

ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ: ଜାଣନ୍ତୁ କେଉଁ ଟ୍ରେନ୍ ଗୁଡିକ ହେବ ବାତିଲ

December 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାସେଞ୍ଜର ଟ୍ରେନ୍ ବାତିଲ୍
ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍

ଭୁବନେଶ୍ବର: ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ୍ ରେଳପଥ ଅଧୀନରେ ଥିବା ବ୍ରଜରାଜନଗର ଷ୍ଟେସନରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ହେବ। ବ୍ରଜରାଜନଗର ରେଳ ଷ୍ଟେସନରେ ଚତୁର୍ଥତମ ଲାଇନ ସଂଯୋଗକୁ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ସେବାଗୁଡିକ ବାତିଲ୍ ରହିବ।

1. 22909 ଭଲସାଡ – ପୁରୀ ଏକ୍ସପ୍ରେସ ଟ୍ରେନ ଭଲସାଡଠାରୁ 23 ଏବଂ 30 ଡିସେମ୍ବର 2021 ରେ ବାତିଲ ରହିବ।

2 . 22910 ପୁରୀ – ଭଲସାଡ ଏକ୍ସପ୍ରେସ ଟ୍ରେନ ପୁରୀରୁ 26 ଡିସେମ୍ବର 2021 ଏବଂ 02 ଜାନୁଆରୀ 2022 ରେ ବାତିଲ ରହିବ।

3. 12880 ଭୁବନେଶ୍ୱର – ଲୋକମାନ୍ୟତିଳକ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର ଠାରୁ 23, 27 ଏବଂ 30 ଡିସେମ୍ବର 2021 ରେ ବାତିଲ ରହିବ।

4 . 12879 ଲୋକମାନ୍ୟତିଳକ – ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ଲୋକମାନ୍ୟତିଳକରୁ 25, 29 ଡ଼ିସେମ୍ବର 2021 ଏବଂ 01 ଜାନୁଆରୀ 2022 ବାତିଲ ରହିବ।

5. 20807 ବିଶାଖାପାଟନମ – ଅମ୍ବରିତସର ଏକ୍ସପ୍ରେସ ଟ୍ରେନ ବିଶାଖାପାଟନମ ଠାରୁ 24, 25 ଏବଂ 28 ଡିସେମ୍ବର 2021 ରେ ବାତିଲ ରହିବ।

6 .20808 ଅମ୍ବରିତସର – ବିଶାଖାପାଟନମ ଏକ୍ସପ୍ରେସ ଟ୍ରେନ ଅମ୍ବରିତସରରୁ 25, 26 ଏବଂ 29 ଡିସେମ୍ବର 2021 ରେ ବାତିଲ ରହିବ।

7. 20471 ବିକାନେର – ପୁରୀ ଏକ୍ସପ୍ରେସ ଟ୍ରେନ ବିକାନେର ଜଙ୍କ୍ସନ ଠାରୁ 26 ଡିସେମ୍ବର ୨୦୧୧ ରେ ବାତିଲ ରହିବ।

8 . 20472 ପୁରୀ – ବିକାନେର ଏକ୍ସପ୍ରେସ ଟ୍ରେନ ପୁରୀରୁ 29 ଡିସେମ୍ବର 2021 ରେ ବାତିଲ ରହିବ।

9. 20917 ଇନ୍ଦୋର – ପୁରୀ ଏକ୍ସପ୍ରେସ ଟ୍ରେନ ଇନ୍ଦୋର ଜଙ୍କ୍ସନ ଠାରୁ 28 ଡିସେମ୍ବର 2021 ରେ ବାତିଲ ରହିବ।

10. 20918 ପୁରୀ – ଇନ୍ଦୋର ଏକ୍ସପ୍ରେସ ଟ୍ରେନ ପୁରୀରୁ 30 ଡିସେମ୍ବର 2021 ରେ ବାତିଲ ରହିବ।

11. 22866 ପୁରୀ – ଲୋକମାନ୍ୟତିଳକ ଏକ୍ସପ୍ରେସ ଟ୍ରେନ ପୁରୀ ଠାରୁ 28 ଡିସେମ୍ବର 2021 ରେ ବାତିଲ ରହିବ।

12 . 22865 ଲୋକମାନ୍ୟତିଳକ – ପୁରୀ ଏକ୍ସପ୍ରେସ ଟ୍ରେନ ଲୋକମାନ୍ୟତିଳକରୁ 30 ଡିସେମ୍ବର ୨୦୧୧ ରେ ବାତିଲ ରହିବ।

13. 08264 ବିଲାସପୁର – ଟିଟଲାଗଡ ପାସେଞ୍ଜର ସ୍ପେସିଆଲ ଟ୍ରେନ 24 ରୁ 30 ଡିସେମ୍ବର 2021 ପର୍ଯ୍ୟନ୍ତ ବିଲାସପୁର ଠାରୁ ବାତିଲ ରହିବ।

14 . 08263 ଟିଟଲାଗଡ – ବିଲାସପୁର ପାସେଞ୍ଜର ସ୍ପେସିଆଲ ଟ୍ରେନ 24 ରୁ 30 ଡିସେମ୍ବର 2021 ପର୍ଯ୍ୟନ୍ତ ଟିଟଲାଗଡରୁ ବାତିଲ୍ ରହିବ।

ଆଧୁନିକୀକରଣ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026
Latest News

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.