Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ରଙ୍କ ବାଲୁଗାଁରେ ବିକ୍ଷୋଭ ଓ ରାସ୍ତା ଅବରୋଧ
ଆଜିର ଖବର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ରଙ୍କ ବାଲୁଗାଁରେ ବିକ୍ଷୋଭ ଓ ରାସ୍ତା ଅବରୋଧ

January 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ମହାମାରୀରେ ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଛାତ୍ର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି। ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ର ବାଲୁଗାଁ ଗାନ୍ଧୀ ଛକ ଅବରୋଧ କରିଛନ୍ତି। ଅଲ ଓଡିଶା ସ୍ଟୁଡେଣ୍ଟସ ୟୁନିଅନ ବ୍ୟାନରରେ ବାଣପୁର, ବାଲୁଗାଁ ତଥା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ ମହାବିଦ୍ୟାଳୟରୁ ଛାତ୍ରମାନେ ଏକାଠି ହୋଇ ଗାନ୍ଧୀଛକରେ ବିକ୍ଷୋଭ ଜାରି ରଖିଛନ୍ତି।

ସେମାନଙ୍କ ଦାବି ଯେ, କରୋନା କାଳରେ ମହାବିଦ୍ୟାଳୟରେ ପାଠପଢା ଠିକ ସେ ହୋଇପାରିନାହିଁ। ଅନୁରୂପ ଭାବେ ଅନଲାଇନ କ୍ଲାସର ବି ଅତାପତ୍ତା ନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ନେଇ ଘୋଷଣା କରନ୍ତୁ। ଅପରପକ୍ଷେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଉପସ୍ଥିତି ଥାଇ ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା ଜାରି ରଖିଛି। ସୂଚନା ଥାଉ କି ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛନ୍ତି।

ବାଲୁଗାଁ ଯୁକ୍ତ ଦୁଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ

June 16, 2026

ହାଇୱା ଭିତରେ ଜଳିଗଲେ ଦୁଇ ଡ୍ରାଇଭର

June 16, 2026

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର

June 16, 2026

ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନ

June 16, 2026
Latest News

ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ

June 16, 2026

ହାଇୱା ଭିତରେ ଜଳିଗଲେ ଦୁଇ ଡ୍ରାଇଭର

June 16, 2026

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର

June 16, 2026

ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନ

June 16, 2026

ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.